ତାହା କେଉଁ ଜିନିଷ ଯାହା କୌଣସି ବି ସ୍ତ୍ରୀ ନିଜ ସ୍ଵାମୀ କୁ ଦେଇ ପାରେ ନାହିଁ ?- Funny Puzzles Game

ମଜାଦାର ଢଗଢମାଳି କେବଳ ବୁଦ୍ଧିମାନ ଲୋକ ଜାଣିଛନ୍ତି ଏହାର ସଠିକ୍ ଜବାବ । ଏଥିରେ ଆପଣଙ୍କୁ କୈାତୁହଳ ଜନକ ମଜାଦାର ପଜଲ୍ ଦିଆ ଯାଇଛି, ଯାହାର ଉତ୍ତର ଆପଣଙ୍କୁ ମାତ୍ର ୧୦ ସେକେଣ୍ଡରେ ଦବାକୁ ପଡିବ । ଜଦି ଆପଣ ୧୦ ସେକେଣ୍ଡରେ ଏହି ଉତ୍ତର ଦେଉଛନ୍ତି ତାହେଲେ ଆପଣ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଏହାର ଉତ୍ତର ଆମକୁ କମେଣ୍ଟ କରିବାକୁ ଜମାବି ଭୁଲିବେ ନାହିଁ । ତେବେ ଆସନ୍ତୁ ଏହି ମଜାଦାର ପଜଲ୍ ଖେଳକୁ ଆରମ୍ଭ କରିବା ।

ପଜଲ୍ ନଂ ୧- ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ଅଛି, ଲାଞ୍ଜ ବି ଅଛି କିନ୍ତୁ ଶରୀର ନାହିଁ ?

ଜଦି ଆପଣ ଏହାର ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ।

ଉ- ଏହି ପଜଲ୍ ର ଉତ୍ତର ହେଉଛି ମୁଦ୍ରା ।

ପଜଲ୍ ନଂ ୨- ଏମିତି କେଉଁ ଜିନିଷ ଅଛି ଯାହା ଦୁଇ ଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ନୁହେଁ ?

ଉ- ଏହି ପଜଲ୍ ର ଠିକ୍ ଉତ୍ତର ହେଉଛି ଦାନ୍ତ ।

ପଜଲ୍ ନଂ ୩- ଏମିତି କେଉଁ କାମ ଅଛି ଯାହା ପୁଅ ମାନେ କରନ୍ତି ଏବଂ ଝିଅ ମାନଙ୍କୁ ମଜା ଲାଗିଥାଏ ?

ଉ- ଏହି ପଜଲ୍ ର ଠିକ୍ ଉତ୍ତର ହେଲା ସେମାନଙ୍କ ପ୍ରଶଂସା ।

ପଜଲ୍ ନଂ ୪- ଏମିତି କେଉଁ ଜିନିଷ ଅଛି ଯାହା ଉପର ଆଡ଼କୁ ଯାଏ ଏବଂ ତଳ ଯାଗାକୁ ମଧ୍ୟ ଯାଇଥାଏ କିନ୍ତୁ ସେ ତାର ଜାଗାରୁ ହଲି ନଥାଏ ?

ଉ-ଏହି ପଜଲ୍ ର ଠିକ୍ ଉତ୍ତର ହେଉଛି ପାହାଚ ।

ପଜଲ୍ ନଂ ୫- ତାହା କେଉଁ ଜିନିଷ ଅଛି ଯାହା କୈାଣସି ସ୍ତ୍ରୀ ତା’ର ନିଜ ସ୍ବାମୀଙ୍କୁ ଦେଇ ପାରିବ ନାହିଁ ?

ଉ- ଏହି ପଜଲ୍ ର ଠିକ୍ ଉତ୍ତର ହେଲା ତାର ଉପନାମ ।

ପଜଲ୍ ନଂ ୬- ପାଣି ମୋର ବାପା ଅଟେ ଏବଂ ପାଣି ହିଁ ମୋର ଛୁଆ (ପୁଅ), ମୁହଁ କରିକି ଉପରକୁ ଦେଖ ମୁଁ ସମସ୍ତଙ୍କ ଉପରେ ହୋଇଛି ଠିଆ ।

ଉ- ଏହି ପଜଲ୍ ର ଠିକ୍ ଉତ୍ତର ହେଉଛି ବାଦଲ ।

ପଜଲ୍ ନଂ ୭- ଏମିତି କେଉଁ ଜିନିଷ ଅଛି ଯାହା ଝିଅର ନାମ ଅଟେ ଏବଂ ଝିଅର ଶୃଙ୍ଗାର ବି ହୁଏ ?

ଉ-ଏହି ପଜଲ୍ ର ଠିକ୍ ଉତ୍ତରଟି ହେଲା ପାଏଲ(ପାଉଁଜି) ।

ପଜଲ୍ ନଂ ୮- ଏମିତି କେଉଁ ଜିନିଷ ଅଛି ଯାହା ଲୋକମାନେ ଶୋଇବା ପୁର୍ବରୁ ବାହାରକରି ଶୁଅନ୍ତି ।

ଉ- ଏହାର ସଠିକ୍ ଉତ୍ତର ହେଲା ଜୋତା ଏବଂ ଚପଲ ।

ଜଦି ଏହି ମଜାଦାର ଖେଳ ଆପଣଙ୍କୁ ପସନ୍ଦ ଆସିଲା ତେବେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାନ୍ତୁ । ଆମର ଏହି ପେଜ୍କୁ ଲାଇକ୍ ଏବଂ ସେୟାର କରନ୍ତୁ।