ଅଭିନେତା ରଜନୀକାନ୍ତ କାହାକୁ ସୁପରଷ୍ଟାର ମାନନ୍ତି? ଆପଣ ବି ଜାଣି ନିଅନ୍ତୁ, ବିଶ୍ବାସ ହେବେ ନାହିଁ ନା ଜାଣିଲେ

ରଜନୀକାନ୍ତ ଭାରତୀୟ ଫିଲ୍ମ ଜଗତର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ଯିଏକି ମୁଖ୍ୟତଃ ତାମିଲ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରନ୍ତି । ରଜନୀକାନ୍ତଙ୍କୁ ଦକ୍ଷିଣ ଭାରତରେ ଖାସକରି ତାମିଲନାଡୁରେ ଭଗବାନଙ୍କ ଭଳି ପୂଜା ବି କରାଯାଏ । ସେ ଅଭିନେତା ରୂପରେ ନିଜର କ୍ୟାରିୟରର ଆରମ୍ଭ ରାଷ୍ଟ୍ରୀୟ ଫିଲ୍ମ ପୁରଷ୍କାର ବିଜେତା ଫିଲ୍ମ ‘ଅପୂର୍ବ ରାଗଂଗଲ’ (୧୯୭୫)ରୁ କରିଥିଲେ । ଯାହାର ନିର୍ଦେଶକ କେ. ବାଲାଚନ୍ଦର ଥିଲେ ।

ଯିଏ ରଜନୀକାନ୍ତ ନିଜର ଗୁରୁ ମାନନ୍ତି । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ଟାରଡମ କେତେ ଏହା ସମସ୍ତେ ଜାଣିଛନ୍ତି । ଯେତେବେଳେ ତାଙ୍କର ଫିଲ୍ମ ରିଲିଜ ହୋଇଥାଏ ତେବେ ତାମିଲ ଦର୍ଶକମାନେ ରଜନୀକାନ୍ତଙ୍କ ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ରହିଥାନ୍ତି । କହିବାକୁ ଗଲେ ରଜନୀକାନ୍ତ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି ।

କିନ୍ତୁ ବର୍ତ୍ତମାନ ସେ ଏମିତି କିଛି କହି ଦେଇଛନ୍ତି ଯାହା ବିଷୟରେ ଜାଣିଲେ ଆପଣଙ୍କ ମନରେ ବି ରଜନୀକାନ୍ତଙ୍କ ପ୍ରତି ଆହୁରି ବି ଅଧିକ ସମ୍ମାନ ବଢିଯିବ । ବର୍ତ୍ତମାନ ହିଁ କିଛି ଦିନ ତଳେ ତାଙ୍କର ଏକ ଇଣ୍ଟରଭିୟୁ ‘DD National’ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ନିଜର ଜୀବନ ସହ ଜଡିତ ବହୁତ କଥା ଶେୟାର କରିଥିଲେ । କହିବାକୁ ଗଲେ ଇଣ୍ଟରଭିୟୁରେ ସେ କିଛି ଏମିତି କହିଦେଲେ ଯାହା ଦ୍ଵାରା ସମସ୍ତେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।

ସେ କହିଲେ କି ‘ମୁଁ ନିଜକୁ କେବେ ବି ସୁପରଷ୍ଟାର କୁହେ ନାହିଁ । ମୋ ନଜରରେ ବର୍ତ୍ତମାନ କେବଳ ଗୋଟିଏ ହିଁ ସୁପରଷ୍ଟାର ଅଛି ଓ ସେ ମହେଶ ବାବୁ ଅଟନ୍ତି ।‘ ଏହା ପରେ ସେ ମହେଶ ବାବୁଙ୍କ ନାମ ନେଇ ଆଗକୁ କହିଲେ କି ‘ମୁଁ ମହେଶ ବାବୁ ଠାରୁ ବହୁତ ପ୍ରେରଣା ପାଇଛି । ସେ ଏକ ଏମିତି ମଣିଷ ଅଟନ୍ତି, ଯାହାର କଳ୍ପନା ମୁଁ ସବୁବେଳେ କରିଥାଏ । ମୋତେ ତାଙ୍କ ଦ୍ଵାରା କରାଯାଇଥିବା ସମସ୍ତ ମହାନ କାମ ଉପରେ ବହୁତ ଗର୍ବ ଅଛି ।‘

ଯଦି ମହେଶ ବାବୁଙ୍କ ବିଷୟରେ କହିବା ତେବେ ମହେଶ ବାବୁ ଏକ ଭାରତୀୟ ତେଲୁଗୁ ଫିଲ୍ମ ଅଭିନେତା ଅଟନ୍ତି । ତାଙ୍କର ଜନ୍ମ ୯ ଅଗଷ୍ଟ ୧୯୭୫ ଚେନ୍ନଈ, ତମିଲନାଡୁରେ ହୋଇଥିଲା । ସେ ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ବାଲ୍ୟକଳାକାର ରୂପରେ କରିଥିଲେ । ୨୦୦୩ରେ ତାଙ୍କର ଏକ ଫିଲ୍ମ ‘ଓକ୍କାଡୂ’ ରିଲିଜ ହୋଇଥିଲା । ଯାହାକି ସେହି ସମୟରେ ବ୍ଲକବସ୍ଟର ପ୍ରମାଣିତ ହେଲା ।

ଏହା ସହିତ ଏହି ଫିଲ୍ମ ସେହି ସମୟର ସବୁଠୁ ବଡ ତେଲୁଗୁ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । ସେହି ଫିଲ୍ମରେ ସେ ଏକ ଯୁବ କବାଡି ଖେଳାଳିର ଭୂମିକାରେ ଥିଲେ । ମହେଶ ବାବୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଟନ୍ତି । ଯିଏ ନିଜର ରିୟଲ ଲାଇଫରେ ୨ଟି ଗ୍ରାମର ଭରଣ ପୋଷଣ କରୁଛନ୍ତି । ଏତିକି ନୁହେଁ ସେଠି ବହୁତ ବିକାଶ କାମ ବି କରିସାରିଛନ୍ତି ।

ଏତିକି ନୁହେଁ ବର୍ତ୍ତମାନ ସେ ୧୦୦୦ରୁ ଅଧିକ ପିଲାଙ୍କୁ ଯେଉଁମାନେ ହାର୍ଟ ସମ୍ବନ୍ଧିତ ରୋଗରେ ପୀଡିତ ଥିଲେ ସେହି ସମସ୍ତଙ୍କର ସେ ଅପରେସନ କରିଥିଲେ । ମହେଶ ବାବୁଙ୍କ କରାଯାଉଥିବା କାର୍ଯ୍ୟ ସହିତ ତାଙ୍କର ଫିଲ୍ମରୁ ବି କେତେକ ଲୋକମାନେ ପ୍ରେରଣା ପାଆନ୍ତି ଓ ଏହି କାରଣ ଅଟେ, ଯାହା ଦ୍ଵାରା ରଜନୀକାନ୍ତ ବି ତାଙ୍କ ଦ୍ଵାରା ବହୁତ ପ୍ରଭାବିତ ଅଟନ୍ତି ଓ ତାଙ୍କର ପ୍ରଶଂସା ବି କରନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।