ମାତ୍ର 12 ବର୍ଷ ବୟସରେ ହିଁ ଭର୍ଜିନୀଟି ହରାଇ ବସିଥିଲେ Ranveer Singh, କିନ୍ତୁ Alia Bhatt ତ ସବୁ ସୀମା ହିଁ ଟପିଗଲେ

ଭାରତର ଜନସଂଖ୍ୟା ପ୍ରାୟ ୧୩୦ରୁ ମଧ୍ୟ ଅଧିକ । ଏହା ସେହି ଦେଶ ଯେଉଁଠି କା-ମ-ସୂ-ତ୍ର ରଚନା କରାଯାଇଥିଲା । ଏହାପରେ ମଧ୍ୟ ଆମ ସମାଜରେ ସେ-କ-ସ-କୁ ଏକ ଖରାପ ନଜରରେ ଦେଖାଯାଏ । ଲୋକ ଏହି ବିଷୟରେ ଖୋଲିକରି କଥା ହେବାକୁ ଆଜି ବି ନାପସନ୍ଦ କରନ୍ତି । କିନ୍ତୁ ଏହି ମାମଲାରେ ବଲିଉଡ ସର୍ବଦା ବୋଲ୍ଡ ରହି ଆସିଛି । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ତାରକାଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ସେ-କ-ସ ଲା-ଇ-ଫ-କୁ ନେଇ ହଇରାଣ କରିଦେବା ପରି ଖୁଲାସା କରି ସାରିଛନ୍ତି ।

ଥରେ ଇମରାନ ହାଶମି କରଣ ଜୋହର ବା କେଜୋଙ୍କ ଚାଟ ଶୋ ରେ ଯାଇଥିଲେ । ସେଠାରେ କେଜୋ ତାଙ୍କୁ ପଚାରିଥିଲେ କି, “ତୁମେ ନିଜ ଯବାନୀର କେଉଁ ଜିନିଷ ସବୁଠୁ ଅଧିକ ମିସ କର ?” ଏହାର ଉତ୍ତରରେ ଇମରାନ କହିଥିଲେ କି, “ମୁଁ ୱାନ ନାଇଟ ଷ୍ଟାଣ୍ଡର କଥା କେବେ ମଧ୍ୟ ଭୁଲି ପାରେନାହିଁ ।” ରଣବୀର ସିଂ ମାତ୍ର ୧୨ ବର୍ଷର ହୋଇଥିବା ବେଳେ ନିଜ ଭ-ର୍ଜି-ନି-ଟି ହରାଇଥିଲେ ।

ଏହି କଥା ସେ ନିଜେ ମି-ଡି-ଆ ଆଗରେ କହିଥିଲେ । ସ୍କୁଲରେ ଅନ୍ୟ ପିଲାଙ୍କ ମା ମାନେ ତାଙ୍କ ଠାରୁ ନିଜ ପିଲାକୁ ଦୂରେଇ ରଖୁଥିଲେ । ରଣବୀର ସିଂ ଙ୍କ ସଙ୍ଗତରେ ତାଙ୍କ ପିଲା ବିଗିଡିଯିବେ ବୋଲି ସେମାନେ ଏପରି କରୁଥିଲେ । କେଜୋଙ୍କ ଶୋ ‘କଫି ୱିଥ କରଣ’ ରେ ସାହିଦ କପୁର ମଧ୍ୟ ନିଜ ସେ-କ-ସ ଲାଇଫକୁ ନେଇ ଏକ ଖୁଲାସା କରିଥିଲେ କି, ସେ ନିଜ ସ୍ତ୍ରୀ ମୀରା ରାଜପୁତଙ୍କ ସହ କାରରେ ସେ-କ-ସ କରିଛନ୍ତି ।

ସାହିଦଙ୍କ ଏହି କଥାରେ ମୀରା ତାଙ୍କୁ କିଛି ସମୟ ଅନେଇ ରହିଗଲେ । ସେହିପରି ଅଭିନେତା ରଣବିର କପୁର ମାତ୍ର ୧୫ ବର୍ଷ ବୟସରେ ଭ-ର୍ଜି-ନି-ଟି ହରାଇଥିଲେ । ଗୋଟିଏ ମାଗାଜିନକୁ ଇଣ୍ଟରଭ୍ୟୁ ଦେବା ସମୟରେ ସେ ଏହି କଥାର ଖୁଲାସା କରିଥିଲେ । ୫୫ ବର୍ଷ ବୟସରେ ମଧ୍ୟ ସଲମାନ ଖାନ ଅବିବାହିତ ଅଛନ୍ତି । ଆଜି ବି ତାଙ୍କ ଫ୍ୟାନ ମାନେ ତାଙ୍କ ବିବାହର ପ୍ରତୀକ୍ଷାରେ ଅଛନ୍ତି । ସେ କୋଜୋଙ୍କ ଶୋ କଫି ୱିଥ କରଣରେ କହିଥିଲେ କି ସେ ଏବେ ମଧ୍ୟ ଭ-ର୍ଜି-ନ ଅଛନ୍ତି ।

ଥରେ ଅର୍ଜୁନ କପୁର ମଧ୍ୟ ମଧ୍ୟ ଏହା ଉପରେ କହିଥିଲେ ଜଣେ ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଠୁ ଅଧିକ ସେ-କ-ସ ଜରୁରୀ । ସେହିପରି କରଣ ଜୋହର ନିଜ ବାୟୋଗ୍ରାଫିରେ ଖୁଲାସା କରିଥିଲେ କି ସେ ୨୬ ବର୍ଷ ବୟସରେ ନିଜ ଭ-ର୍ଜି-ନି-ଟି ଲୁଜ କରିଥିଲେ । ଆଲିଆ ଭଟ୍ଟ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କୁ ମି-ଶି-ନ-ରୀ ପୋ-ଜ ସବୁଠୁ ଅଧିକ ପସନ୍ଦ । ତାଙ୍କ ମତରେ ସେ ଜଣେ ସିମ୍ପଲ ମଣିଷ ସେଥିପାଇଁ ତାଙ୍କୁ ଏହି ପୋଜିସନ ପସନ୍ଦ । ଦୀପିକା ମଧ୍ୟ ଥରେ ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ସେ-କ-ସ ଶା-ରୀ-ରି-କ ଭାବ ଠାରୁ ଅଧିକ ଭାବନା ସହ ଯୋଡି ହେବା ଉଚିତ ।

ସୋନମ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ନିଜ କୋ-ଷ୍ଟାରଙ୍କ ସହ ଫି-ଜି-କା-ଲ ରି-ଲେ-ସ-ନ ରଖିନାହାନ୍ତି ବୋଲି ନେହା ଧୂପିଆଙ୍କ ଟକ ଶୋ ରେ କହିଥିଲେ । ସେହିପରି ଏହି ବିଷୟରେ ଟ୍ଵିଙ୍କିଲ ଖାନ୍ନା କହିଥିଲେ କି ସେ-କ-ସ ସବୁ ଷ୍ଟେଜରେ ଜରୁରୀ ଅଟେ । ଅକ୍ଷୟ ସମୟ ସହ ନିଜକୁ ଚେଞ୍ଜ କରୁଥିବାରୁ ତାଙ୍କର ଏହି ବିଷୟ ତାଙ୍କୁ ଖୁବ ଆକର୍ଷିତ କରେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।