ଏହା ହେଲା ସାଉଥ ର ଟପ 6 ଜଣ ହୀରୋ ଙ୍କ ମା-ପୁଅ ଯୋଡି, Mahesh Babu ଙ୍କ ମା’ ତ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ସାଉଥ ଫିଲ୍ମ ଦେଖିବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଆପଣ ମାନେ ସାଉଥ ଫିଲ୍ମକୁ ଦେଖି ଏତେ ପସନ୍ଦ କରନ୍ତି ଯାହାକି ସାଉଥ ସବୁ ଫିଲ୍ମଗୁଡିକ ବକ୍ସ ଅଫିସିରେ ଧମାଲ କରିଦେଇଥାନ୍ତି । ଏଇ ଫିଲ୍ମ ବ୍ଲକ ବଷ୍ଟର ଟାଇଟିଲ ଦେଇଥାନ୍ତି ଦିଗଜ ଅଭିନେତା ଯେତେବେଳେ ଗୋଟେ ପୁଅର ଅଭିନୟ କରିଥାନ୍ତି ତ ଆଉ କେତେବେଳେ ସ୍ବାମୀର ଅଭିନୟ କରିକି ଦର୍ଶକ ମାନଙ୍କର ମନକୁ ଜିତି ପାରିଛନ୍ତି । ଏହି ଅଭିନେତାଙ୍କୁ ନିଜର ପରିଚୟ ଦବାକୁ ପଡେ ନାହିଁ । ଆଜି ଆମେ ଏହି ଅଭିନେତା ବିଷୟରେ ବରଂ ଏମାନଙ୍କର ମା ମାନଙ୍କ ସହିତ କିଭଳି ଭଲ ପାଇବା ଅଛି ତା ବିଷୟରେ ଜାଣିବା ।

ଅଲୁ ଅର୍ଜୁନ

ଅଲୁ ଅର୍ଜୁନ କେତେବେଳେ କମେଡି ରୂପରେ ଅଭିନୟ କରନ୍ତି ତ କେତେବେଳେ ଆକ୍ସନ ହୀରୋ ଭାବରେ ରୋଲ କରିଥାନ୍ତି । ଜବରଦସ୍ତ ଡାଇଲାଗ କହିକି ଫିଲ୍ମକୁ ସୁପର ଡୁପର କରିଦେଇଥାନ୍ତି । ଆଳୁ ନିଜର ଯୋଗ୍ୟତା ବଳରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଷ୍ଟାଲିଷ୍ଟ ହୀରୋର ପଦ ଦିଆଯାଇଥିଲା । ଯଦି ମାଆଙ୍କ ବିଷୟରେ କୁହାଯାଏ ତେବେ ତାଙ୍କ ମାଆଙ୍କର ନାମ ହେଉଛି ନିର୍ମଲା ଅର୍ଜୁନ । ସେ ଜଣେ ଗୃହିଣୀ ଅଟନ୍ତି । କେତେକ ଥର ଅଲୁ ଅର୍ଜୁନଙ୍କ ସହିତ ଦେଖାଯାଇଛି । କେତେବେଳେ ନିଜ ପୁଅ ସହିତ ସମୟ ବିତାଇଥାଆନ୍ତି ତ ଆଉ କେତେବେଳେ ଫିଲ୍ମୀ ଓ ପାର୍ଟୀରେ ଭରପୁର ମଜା ଉଠାନ୍ତି ।

ବିଜୟ ଯୋଶେଫ

ବିଜଯ ଯୋଶେଫ ଅନେକ ଧମକା ଧାର ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଆଉ ଗୋଟେ ଫିଲ୍ମ ‘ଥାଲାପାଥୀ ବିଜୟ ୬୪’ ଧମକାର ଧାର ଫିଲ୍ମ ଆସିବାକୁ ଯାଉଛି । ତାଙ୍କ ମାଆଙ୍କ ନାମ ହେଉଛି ଶୋଭା ଚନ୍ଦ୍ରଶେଖର ଅଟେ । ସେ ଜଣେ ପ୍ଲେ ବ୍ୟାକ ସିଙ୍ଗର ଅଟନ୍ତି । ତାଙ୍କ ମା ସାଉଥ ଫିଲ୍ମରେ ବହୁତ ଗୀତ ଗାଇଛନ୍ତି । ସେ ମଧ୍ୟ ଘରର ଦେଖା ଶୁଣା କରିଥାନ୍ତି । ମା ଓ ପୁଅ ଦୁଇଜଣ ଯାକ ଏକା ସହିତ ରହିଲେ ବହୁତ ସୁନ୍ଦର ଦେଖାଯାଇଥାନ୍ତି ।

ମହେଶ ବାବୁ

ମହେଶ ବାବୁ ସାଉଥ ଫିଲ୍ମରେ ଜଣେ ଏମିତି ଏକ ଅଭିନେତା ଅଟନ୍ତି । ଯେତେବେଳେ ପରଦା ସାମନାରେ ଆସିଥାନ୍ତି ସେତେବେଳେ ଦର୍ଶକଙ୍କ ମନକୁ ଜିତି ନେଇଥାନ୍ତି । ତାଙ୍କ ମାଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ମାଙ୍କ ନାମ ହେଉଛି ଇନ୍ଦିରା ଦେବୀ ଅଟେ । ସେ ଜଣେ ଗୃହିଣୀ ଅଟନ୍ତି । ସେ ଲାଇମ ଲାଇଟରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି । ତାଙ୍କ ମାଙ୍କୁ ସେ ବହୁତ ଭଲ ପାଇଥାନ୍ତି ।

ରାମ ପୋଥେନେନୀ

ରାମ ପୋଥେନେନୀ ଆଇ ସ୍ମାର୍ଟ ଶଙ୍କର , ହାଇପର ଭଳି ବହୁତ ହିଟ ହିଟ ଫିଲ୍ମ ସେ କରି ସାରିଛନ୍ତି । ପୁଣି ତାଙ୍କର ନେକ୍ସ୍ଟ ରେଡ ଫିଲ୍ମ କରି ଦର୍ଶକଙ୍କ ହୃଦୟ ଜିତିବାକୁ ଆସୁଛନ୍ତି । ତାଙ୍କର ମାଆଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ମାଆଙ୍କର ନାମ ହେଉଛି ପଦ୍ମଶ୍ରୀ ପୋଥେନେନୀ ଯାହାକି ଜଣେ ବ୍ୟବସାୟୀ ମହିଳା ଅଟନ୍ତି ।  ତାଙ୍କ ମା ଲାଇମ ଲାଇଟରୁ ଦୂରେଇକି ରହିଥାନ୍ତି । ତାଙ୍କର ଫୋଟୋ ବେଶି ଦେଖା ଯାଇନ ଥାଏ।

ୟଶ

ସାଉଥ ଫିଲ୍ମ ଇଣ୍ଡରଷ୍ଟ୍ରିର ରକିଙ୍ଗ ଷ୍ଟାର ୟଶ କୁ କୁହାଯାଉଥିବେଳେ ତାଙ୍କର ଆସୁଥିବା ଫିଲ୍ମ କେଜିଏଫ ଚାପ୍ଟର ୨ ଚାରିଆଡେ ଚର୍ଚା ହେବାକୁ ଲାଗୁଛି । ଏହି ରକିଙ୍ଗ ଷ୍ଟାର ରିଇଲ ମାଆଙ୍କ ବିଷୟରେ କହିବାକୁ ଗଲେ ତାଙ୍କ ମାଆଙ୍କ ନାମ ହେଉଛି ପୁଷ୍ପା । ସିଏ ନିଜ ଘରକୁ ବହୁତ ଭଲ ଭାବରେ ସମ୍ଭାଳି ଥାନ୍ତି । ସେ ନିଜ ପୁଅ ସହିତ ବହୁତ ଖୁସିରେ ଥାଆନ୍ତି ।

ପ୍ରଭାସ

ନା ସିଏ ବାହୁବଳି ଫିଲ୍ମ କରିକି ଯାହାକି ସେଇ ଟାଇଟଲକୁ ନିଜର ପରିଚୟ କରିନେଇଛନ୍ତି । ସାଉଥ ଇଣ୍ଡଷ୍ଟ୍ରିରୁ ବଲିଉଡ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜର ନାମ କମେଇ ସାରିଛନ୍ତି । ତାଙ୍କ ମାଆଙ୍କ ନାମ ହେଉଛି ଶିବ କୁମାରୀ । ସେ ମଧ୍ୟ ନିଜର ଘର ସମ୍ଭାଳି ଥାଆନ୍ତି । ପ୍ରଭାସ ନିଜ ମାଙ୍କୁ ବହୁତ ଭଲ ପାଇଥାନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ କେଉଁ ମା-ପୁଅ ଯୋଡି ଟି ଭଲ ଲାଗିଲା କମେନ୍ଟ କରନ୍ତୁ ଓ ଆଗକୁ ମନୋରଞ୍ଜନ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ