୯ ବର୍ଷର ପୁଅକୁ ବିବାହ କରିବା ପରେ ବହୁତ ପପୁଲାର ହୋଇଯାଇଛନ୍ତି ଏହି ଝିଅ, ଦେଖନ୍ତୁ କିଏ

ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ସୋନି ଟିଭି ଉପରେ ପ୍ରସାରିତ ହେଉଥିବା ସିରିୟଲ ‘ପହରେଦାର ପିୟା କୀ’ ଦେଖିଥିବେ । ଏହି ସିରିୟଲର କାହାଣୀ ଏକ ଭିନ୍ନ ପ୍ରକାରର ଥିଲା । କହିବାକୁ ଗଲେ ଏହି ସିରିୟଲ ଜୁଲାଇ ୨୦୧୭ରେ ରିଲିଜ ହୋଇଥିଲା । କିନ୍ତୁ ଦୁଇ ମାସରେ ହିଁ ଏହି ସିରିୟଲଟି ବନ୍ଦ ହୋଇଗଲା । ଯଦି ଏହି ସିରିୟଲର କାହାଣୀ ବିଷୟରେ କହିବା ତେବେ ଏହି ସିରିୟଲର ମୁଖ୍ୟ ଅଭିନେତ୍ରୀ ତେଜସ୍ଵୀ ପ୍ରକାଶ ଏକ ୯ ବର୍ଷର ପୁଅକୁ ବିବାହ କରିଥିଲେ ।

ଯାହାକି କିଛି ସମୟ ପାଇଁ ବହୁତ ଚର୍ଚିତ ସିରିୟଲ ହୋଇ ଯାଇ ଥିଲା । କହିବାକୁ ଗଲେ ୯ ବର୍ଷର ପୁଅର ସ୍ତ୍ରୀ ହୋଇଥିବା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶଙ୍କୁ ଏହି ସିରିୟଲ ମାଧ୍ୟମରେ ବହୁତ ଲାଭ ମିଳିଲା ।

ତେଜସ୍ୱୀ ପ୍ରକାଶ ରାତାରାତି ଟିଭି ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ସେଲିବ୍ରିଟୀ ହୋଇଗଲେ । ଏହି ସିରିୟଲରେ ମିଳିଥିବା ପପୁଲାରିଟି ଯୋଗୁ ତାଙ୍କୁ ଅନ୍ୟ ବହୁତ ସିରିୟଲରେ ବି କାମ ମିଳିଛି । ଏହା ପର ଠାରୁ ସେ ବିଭିନ୍ନ ସିରିୟଲରେ ନଜର ବି ଆସି ସାରିଛନ୍ତି ଓ ଏହି ବର୍ଷ ବି ସେ ‘ଖତରୋ କେ ଖିଲାଡ଼ି’ରେ ନଜର ଆସିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ତେଜସ୍ୱୀ ପ୍ରକାଶଙ୍କ ଜନ୍ମ ଏକ ସଙ୍ଗୀତ ପ୍ରେମୀ ପରିବାରରେ ଜେଦ୍ଦହ ସାଉଦି ଅରବିଆରେ ହୋଇଥିଲା । ଏହା ପରେ ୨୦୧୫ରେ ସେ ମୁମ୍ବାଇ ବିଶ୍ଵ ବିଦ୍ୟାଳୟରୁ BTech ଡିଗ୍ରୀ ହାସଲ କରିଲେ । କିନ୍ତୁ ଟିଭି ସିରିୟଲ ମାଧ୍ୟମରେ ତାଙ୍କୁ ଯେଉଁ ପବ୍ଲିସିଟୀ ମିଳିଛି ଏହା ଦ୍ଵାରା ତାଙ୍କର କ୍ୟାରିୟରକୁ ଏକ ନୂତନ ସଫଳତା ମିଳିଯାଇଛି । ତେଜସ୍ୱୀ ପ୍ରକାଶଙ୍କ ସୋସିଆଲ ଆକାଉଣ୍ଟ ଉପରେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟ ପଟେ ସେ ବି ସବୁଦିନ ନିଜର ବୋଲ୍ଡ ଫଟୋ ବି ଶେୟାର କରିଥାନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।