କୋଟି କୋଟି ଟଙ୍କାର ମାଲିକାଣୀ ହେଇ ବି ଆଜି ମଧ୍ୟ ଭଡା ଘରେ ରହୁଛନ୍ତି Bollywood ର ଏହି 6 ଜଣ ହିରୋଇନ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆମେ ମାନେ ସମସ୍ଥେ ଜାଣିଛୁ ଯେଉଁ ମାନେ ଅଭିନେତା ଓ ଅଭିନେତ୍ରୀ ବହୁତ ଟଙ୍କା କମାଇବା ସହିତ ସେମାନେ ବହୁତ ସଂମ୍ମାନ ମଧ୍ୟ ପାଇଥାନ୍ତି । ଏପରି ବହୁତ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ସେମାନେ କୋଟି କୋଟି ଟଙ୍କା କମାଊଛନ୍ତି । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି ଏପରି କିଛି ଅଭିନେତା ଓ ଅଭିନେତ୍ରି ଅଛନ୍ତି ଯେଉ ମାନେ ଏତେ ଟଙ୍କା କମାଇଲା ପରେ ମଧ୍ୟ ସେମାନଙ୍କର ନିଜ ଘର ନାହିଁ ।

ଆଜି ଆମେ ତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାକି ସେମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ସେମାନେ ଭଡାରେ ରହୁଛନ୍ତି । ସେମାନେ ସେହି ଭଡା ଘରେ ତାଙ୍କ ଜୀବନ କାଟୁଛନ୍ତି । ତାଙ୍କ ମଧ୍ୟରୁ ଏକ ଅଭିନେତ୍ରୀ ହେଉଛନ୍ତି ଜାକଲିନ ଫର୍ନାଡିସ । ସେ ବଲିଉଡରେ ବହୁତ ନାମି ଦାମୀ କଳାକାର ଅଟନ୍ତି । ତାଙ୍କର ଅଭିନୟ ଦେଖିବା ପାଇଁ ଲୋକେ ବହୁତ ପସନ୍ଦ ମଧ୍ୟ କରନ୍ତି ।

ତାଙ୍କ ଭିତରେ ଥିବା ଏକ କଳାକାର ଗୁଣ ତାଙ୍କୁ ଏତେ ବାଟରେ ଆଣି ଛିଡା ହୋଇଛନ୍ତି ଓ ସେ ଗୋଟିଏ ଚଳଚିତ୍ର କରିବା ପାଇଁ ଅଢେଇ କୋଟି ଟଙ୍କା ନେଇଥାନ୍ତି । ଏହାପରେ ମଧ୍ୟ ତାଙ୍କ ପାଖରେ ତାଙ୍କର ନିଜ ଘର ନାହିଁ । ସେ ଏତେ ବର୍ଷ କାମ କରି ମଧ୍ୟ ତାଙ୍କ ପାଖରେ ଘର ନଥିବା ହେତୁ ସେ ମୁମ୍ବାଇରେ ପ୍ରିୟଙ୍କା ଚୋପ୍ରାଙ୍କ ଆପାଟମେଣ୍ଟରେ ଭଡାରେ ରହୁଛନ୍ତି ।

ଏହାପରେ ହେଉଛନ୍ତି ନର୍ଗିସ ଫକରି । ସେ ତାଙ୍କର ପ୍ରଥମ ଚଳଚିତ୍ର ଅଭିନେତା ରଣବିର କପୂରଙ୍କ ସହ ଏକ ଚଳଚିତ୍ରରୁ ଆରମ୍ଭ କରିଥିଲେ । ସେ ତାଙ୍କ ସହ ମିଶି ରକଷ୍ଟାର ନାମକ ଏକ ଚଳଚିତ୍ର କରିଥିଲେ । ତାଙ୍କୁ ସେହି ଚଳଚିତ୍ର କରିବା ପାଇଁ ସେ ବହୁତ ଟଙ୍କା ମଧ୍ୟ ନେଇଥିଲେ । ସେ ୨୦୧୧ ମସିହାରେ ବାନ୍ଦରାର ଏକ ସହରରେ ଏକ ଭଡା ଗହରେ ରହୁଥିବାର ଜଣା ଯାଉଛି ।

ଏହାପରେ ହେଉଛନ୍ତି କଟ୍ରିନା କାଫ ମଧ୍ୟ ଭଡା ଘରେ ରହୁଛନ୍ତି । ତାଙ୍କ ଚଳଚିତ୍ର ଦେଖବା ପାଇଁ ବହୁତ ଦର୍ଶକଙ୍କର ଲାଇନ ଲାଗିଥାଏ । ସେ ବହୁତ ଭଲ ଭଲ ଚଳଚିତ୍ର କରି ପ୍ରଶଂସା ପାଇବା ସହିତ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ଯେଉଁ ସମୟରେ ଚଳଚିତ୍ର କରୁଥିଲେ ସେହି ସମୟରେ ବହୁତ ଭଲ ଭଲ ଚଳଚିତ୍ର କରିଛନ୍ତି । ସେ ବଡ ବଡ ଷ୍ଟାରଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ।

ସେ ଗୋଟିଏ ଚଳଚିତ୍ର କରିବା ପାଇଁ ୨୧ କୋଟି ଟଙ୍କା ନେଉ ଥିବାର ଶୁଣା ଯାଉଛି । ସେ ୨୦୦୯ ମସିହାରୁ ଅଭିନୟ କରୁଛନ୍ତି । ସେ ତାଙ୍କ ଭଉଣୀଙ୍କ ସହ ମିଶି ମୁମ୍ବାଇର ଅନ୍ଧେରି ୱେଷ୍ଟ ଘରେ ରହୁଥିବା ଜଣାଯାଏ ।

ପରିନିତି ଚୋପ୍ରା ମଧ୍ୟ ଭଡା ଘରେ ରହୁଥିବା ଦେଖା ଯାଏ । ସେ ପ୍ରିୟଙ୍କା ଚୋପ୍ରାଙ୍କର ଭଉଣୀ ଅଟନ୍ତି । ସେ ମଧ୍ୟ ଦୀର୍ଘ ୧୦ ବର୍ଷ ଧରି ବଲିଉଡ ଚଳଚିତ୍ର ଜଗତରେ କାମ କରୁଛନ୍ତି । ସେ ଏକ ଚଳଚିତ୍ର କରିବା ପାଇଁ ୨ କୋଟି ଟଙ୍କା ନେଇଥାନ୍ତି । ତାଙ୍କର ପ୍ରଥମ ଚଳଚିତ୍ର ହେଉଛି ଲେଡିସ ଭରସେସ ରିକୀ ବେଲ୍ସରୁ ଆରମ୍ଭ କରିଥିଲେ । ସେ ଏତେ ବର୍ଷ କାମ କରି ମଧ୍ୟ ମୁମ୍ବାଇରେ ଏକ ଭଡା ଗହରେ ରହୁଛନ୍ତି ।

ଏଲିଆନା ଡିକରୁସ ତାଙ୍କ ପ୍ରଥମ ଚଳଚିତ୍ରର ନାମ ହେଉଛି ବରଫି । ଯାହାକି ସେହି ସମୟରେ ଏହି ଚଳଚିତ୍ରକୁ ବହୁତ ଲୋକେ ପସନ୍ଦ କରିଥିଲେ । ସେହି ଚଳଚିତ୍ରରେ ବହୁତ ଭଲ ଅଭିନୟ କରିବା ଫଳରେ ତାଙ୍କୁ ଅଭିନୟ କରିବା ପାଇଁ ବହୁତ ସୁଯୋଗ ମିଳିଥିଲା । ସେ ଏକ ଚଳଚିତ୍ର କରିବା ପାଇଁ ଦେଢ କୋଟି ଟଙ୍କା ନେଇଥାନ୍ତି । କିନ୍ତୁ ସେ ମଧ୍ୟ ଏବେ ଭଡା ଘରେ ରାହୁଛନ୍ତି । ହୁମା କୋରେସି ମଧ୍ୟ ଭଡା ଘରେ ରହୁଛନ୍ତି । ସେ ଏକ ଚଳଚିତ୍ର କରିବା ପାଇଁ ୩ କୋଟି ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।