ଏମାନେ ହେଉଛନ୍ତି ଇଣ୍ଡିଆର ୫ ଜଣ ସବୁଠୁ ଧନୀ ୟୁଟ୍ୟୁବର, ନମ୍ବର ୧ ତ ଭାଙ୍ଗିଲେ ଇନକମର ସବୁ ରେକର୍ଡ

ଆଜିଆମେ ଆପଣମାନଙ୍କୁ ଇଣ୍ଡିଆର ୫ଟି ଧନୀ ୟୁଟ୍ୟୁବରଙ୍କ ବିଷୟରେ କହିବୁ । ଯେଉଁମାନେ ୟୁଟ୍ୟୁବ ମାଧ୍ୟମରେ ବହୁତ ଟଙ୍କା କମାଇଥାନ୍ତି । ଏମାନଙ୍କ ଚ୍ୟାନେଲ ର ସବସ୍କ୍ରାଇବର ସଂଖ୍ୟା ବି ବହୁତ ଅଧିକ ଅଟେ । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।

୧. ଟେକନିକାଲ ଗୁରୁଜୀ ଓ ଗୌରଭ ଚୌଧୁରୀ

ଟେକନିକାଲ ଗୁରୁଜୀ ଓ ଗୌରଭ ଚୌଧୁରୀ ୟୁଟ୍ୟୁବ ମାଧ୍ୟମରେ ବହୁତ ପଇସା କମେଇଥାଆନ୍ତି ଓ ଏମାନେ ନମ୍ବର ୱାନ ରେ ଅଛନ୍ତି । ଇଣ୍ଡିଆର ସବୁଠୁ ବଡ ୟୁଟ୍ୟୁବର ବରହେଟ ପାଖରେ ଦୁଇଟି ୟୁଟ୍ୟୁବ ଆକାଉଣ୍ଟ ଅଛି ଓ ୧୬ ମିଲିୟନ ରୁ ବି ଅଧିକ ସବସ୍କ୍ରାଇବର ଅଛନ୍ତି । ଅଧିକାଂଶ ଟଙ୍କା ବିଜ୍ଞାପନ ଦ୍ଵାରା ଅର୍ଜିତ କରାଯାଇଥାଏ । ତେଣୁ ଏମାନଙ୍କ ଆୟ ବିଷୟରେ କହିବା ଅସମ୍ଭବ ହୋଇଥାଏ ।

୨. ବିବି କି ବାଇଂସ

ବିବି କି ବାଇଂସ ମଧ୍ୟ ଆମର ଏହି ଲିଷ୍ଟରେ ସାମିଲ ଅଛନ୍ତି, ଯିଏ ୟୁଟ୍ୟୁବ ମାଧ୍ୟମରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି । ବିବି କି ବାଇଂସରେ ୧୦ ମିଲିୟନ ରୁ ବି ଅଧିକ ସବସ୍କ୍ରାଇବର ଅଛନ୍ତି । ଖବର ଅନୁସାରେ ବର୍ଷକୁ ୬ ବିଲିୟନ ଟଙ୍କା କମାଇଥାନ୍ତି ।

୩. ଅମିତ ବଢାନା

ଆପଣମାନେ ତ ସମସ୍ତେ ଅମିତ ବଢାନାଙ୍କୁ ଜାଣିଥିବେ । ବଢାନା ଏହି ଲିଷ୍ଟରେ ସାମିଲ ଅଛନ୍ତି । ଏହି ଚ୍ୟାନେଲରେ ୧୭ ମିଲିୟନ ରୁ ବି ଅଧିକ ସବସ୍କ୍ରାଇବର ଅଛନ୍ତି ଓ ସେ ମାସକୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଜନ କରିଥାଆନ୍ତି ।

୪. କୈରୀ ମିନାତି

କୈରୀ ମିନାତି ମଧ୍ୟ ଆମର ଏହି ଲିଷ୍ଟରେ ସାମିଲ ଅଛନ୍ତି । ସେ ବହୁତ ଭଲ ଭିଡିଓ କରନ୍ତି । ବର୍ତ୍ତମାନ ତାଙ୍କ ଚ୍ୟାନେଲରେ ୪ ମିଲିୟନ ରୁ ବି ଅଧିକ ସବସ୍କ୍ରାଇବର ଅଛନ୍ତି । ସେ ମାସକୁ ୪୦ ରୁ ୫୦ ଲକ୍ଷ ଟଙ୍କା ଅର୍ଜନ କରିନିଅନ୍ତି ।

୫. ଆଶିଷ ଚଞ୍ଚଲାନି

ଆଶିଷ ମଧ୍ୟ ଆମର ଏହି ଲିଷ୍ଟରେ ସାମିଲ ଅଛନ୍ତି । ୟୁଟ୍ୟୁବରେ ତାଙ୍କର ୧୦ ମିଲିୟନ ରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଖବର ଅନୁସାରେ ସେ ମାସକୁ ୫୦ ରୁ ୭୦ ଲକ୍ଷ ଟଙ୍କା କମେଇ ଥାଆନ୍ତି ।