Tapu Mishra ଙ୍କର ବାହାଘର ଭିଡିଓ ଦେଖିଲେ ଆଖିରେ ଆସିଯିବ ଲୁହ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଶାର ସୁନାମଧନୀ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ସୁମଧୁର କଣ୍ଠରେ ଓଡିଆ ଭଜନ ସହ ଆଲବମ ଓ ଓଡିଆ ଫିଲମରେ ମଧ୍ୟ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ।

ସେ ପ୍ରଥମେ ଓଡିଆ ଫିଲ୍ମ “କୁଳ ନନ୍ଦନ”ରେ କଣ୍ଠ ଦାନ କରିଥିଲେ । ଏହା ପରେ ସେ ନିଜର ସୁମଧୁର ସଂଗୀତ ପାଇଁ ଏତେ ଲୋକପ୍ରିୟ ହୋଇ ଯାଇଥିଲେ ଯେ ଏହା ପରେ ତାଙ୍କୁ ଗୀତ ଗାଇବା ପାଇଁ ଅନେକ ଅଫର ମିଳିଥିଲା । କିନ୍ତୁ ସବୁଠାରୁ ଦୁଖର ବିଷୟ ହେଉଛି ତପୁ ମିଶ୍ର କୋରୋନାରେ ଆକ୍ରାନ୍ତ ହୋଇ ମୃ-ତ୍ୟୁ-ବ-ର-ଣ କରିଛନ୍ତି ।

ସେଥିପାଇ ତାଙ୍କ ପରିବାର ଲୋକ ମାନେ ଦୁଖରେ ଭାଙ୍ଗି ପଡିଛନ୍ତି । ତପୁ ମିଶ୍ର ଏତେ ଜଲ୍ଦି ତାଙ୍କୁ ଛାଡି ଚାଲିଯିବେ ବୋଲି ତାଙ୍କ ପରିବାର ଲୋକେ ଆଶା କରି ନ ଥିଲେ । ସବୁଠାରୁ ଅଧିକ ତାଙ୍କ ସ୍ଵାମୀ ଦୀପକ ପୂଜାରୀ ଭାଙ୍ଗି ପଡିଛନ୍ତି । ତପୁ ମିଶ୍ର ଓ ଦୀପକ ପୂଜାରୀଙ୍କର ୨୦୧୮ ଡିସେମ୍ବର ମାସରେ ବିବାହ ହୋଇଥିଲା ।

ଦୀପକ ହେଉଛନ୍ତି ଜଣେ ଟେଲିଭିଜନ ଜଗତର ଅଭିନେତା । ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଗତ କିଛି ଦିନ ତଳେ ତପୁ ମିଶ୍ର ନିଜର ଦୀପକଙ୍କର ସମ୍ପର୍କକୁ ନେଇ ଏକ ଲାଇଭ ଭିଡିୟରେ କହିଥିଲେ ଯେ ଦୁହିଙ୍କ ଯୋଡି ବହୁତ ସୁନ୍ଦର ଅଟେ । ଏହା ସହ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ବୋଲି ସେ କହିଥିଲେ । ଦୀପକ ତପୁଙ୍କର ସବୁ ଗୀତକୁ ଶୁଣିବାକୁ ବହୁତ ଭଲ ପାଆନ୍ତି । ଦୀପକ ତପୁ ମିଶ୍ରଙ୍କୁ ବଞ୍ଚେଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରି ନ ଥିଲେ ।

ଦୀପକ ନିଜ ସ୍ତ୍ରୀଙ୍କର ନି-ଧ-ନ ଦୁଖରେ ବହୁତ ଭାଙ୍ଗି ପଡିଛନ୍ତି । ଦୀପକ ସୋସିଆଲ ମିଡିଆରେ କିଛି ଶେୟାର କରି କହିଛନ୍ତି ଯେ ତପୁ ବହୁତ ଜଲ୍ଦି ଭଲ ହୋଇ ଘରକୁ ଫେରି ଆସିବେ ବୋଲି ତାଙ୍କୁ ହସପିଟାଲରେ କଥା ଦେଇଥିଲେ । କିନ୍ତୁ ଏହି କଥା ସତ ହୋଇ ପାରି ନ ଥିଲା । ଏହି ଭିଡିୟରେ ତପୁ ମିଶ୍ର ଓ ଦୀପକ ପୂଜାରୀଙ୍କର ବିବାହର କିଛି ଫୋଟୋ ଦିଆ ଯାଇଛି ଯେଉଁଥିରେ ତପୁ ବହୁତ ସୁନ୍ଦର ଲାଗିଛନ୍ତି ।

ତପୁ ମିଶ୍ରଙ୍କର ମୃତ୍ୟୁ ପରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋ-କ-ର ଛା-ୟା ଖେଳି ଯାଇଛି । ଓଲିଉଡରେ ତପୁ ମିଶ୍ରଙ୍କ ଭଳି ଗୀତିକାର କେବେ ବି ଆଉ ମିଳିବେ ନାହି । ତାଙ୍କର ସବୁ ଗୀତ ଗୁଡିକ ଏବେ ବି ଦର୍ଶକ ମାନଙ୍କ ହୃଦୟରେ ରହିଛି । ଅଲିଉଡ ଜଗତ ସବୁ ଦିନ ପାଇଁ ଏକ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ହରାଇଛି ଯାହାର କମି କେହି କେବେ ପୁରା କରି ପାରିବେ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ