ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଇ ଶିଳ୍ପାଙ୍କ ପ୍ରେମରେ ପାଗଳ ହେଇଥିଲେ ରାଜ କୁନ୍ଦ୍ରା, ଦେଇଥିଲେ ୫୦ କୋଟି ଟଙ୍କାର ଏହି ମହଙ୍ଗା ଗିଫ୍ଟ, ଦେଖନ୍ତୁ

ସାଧାରଣ ଲୋକମାନଙ୍କ ମଧ୍ୟରୁ ଯଦି କୌଣସି ଝିଅ କିମ୍ବା ମହିଳା ଛାଡପତ୍ର ହୋଇଥିବା ବ୍ୟକ୍ତି ସହ ବିବାହ କରି ନିଏ ତେବେ ଲୋକମାନେ ତାକୁ ଭୁଲ ନଜରରେ ଦେଖିବାକୁ ଲାଗନ୍ତି । କିନ୍ତୁ ବଲୀଉଡରେ ଏହା ବିଲକୁଲ ସାଧାରଣ କଥା ଅଟେ । ବଲୀଉଡରେ ଯଦି ଏହିଭଳି କେହି କରୁଛି ତେବେ ଏହା ବିଲକୁଲ ସାଧାରଣ ହୋଇଥାଏ ଓ ଏହି କଥାକୁ କେହି ବି ଅଧିକ ମହତ୍ଵ ଦେଇ ନ ଥାନ୍ତି । ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଛାଡପତ୍ର ନେଇ ସାରିଥିବା ବ୍ୟକ୍ତି ସହ ବିବାହ କରି ସାରିଛନ୍ତି । କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ସୁନ୍ଦର ହେବା ସହିତ ଏକ ଫିଟନେସ ଫ୍ରୀକ ବି ଅଟନ୍ତି ।

Image courtesy: Google

୪୨ ବର୍ଷ ବୟସରେ ସେ ଏମିତି ଫିଗର ମେନ୍ଟେନ କରିଛନ୍ତି କି ଯାହାକୁ ସମସ୍ତ ଝିଅ ସ୍ଵପ୍ନ ଦେଖିଥାନ୍ତି । ଆମେ କଥା ହେଉଛୁ ନିଜର ଲଟକୋଂ-ଝଟକୋଂ ସେ ୟୁପି ବିହାରକୁ ଲୁଟି ଥିବା ହିରୋଇନ ଶିଳ୍ପା ଶେଟ୍ଟୀଙ୍କ ବିଷୟରେ ।

ପ୍ରସିଦ୍ଧ ବିଜନେସମ୍ୟାନ ଅଟନ୍ତି ରାଜକୁନ୍ଦ୍ରା

Image courtesy: Google

ଯେମିତି ଆମେ ସମସ୍ତେ ଜାଣିଛୁ କି ଶିଳ୍ପା ଶେଟ୍ଟୀ ପ୍ରସିଦ୍ଧ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଛନ୍ତି । ଏହା ଶିଳ୍ପା ଶେଟ୍ଟୀଙ୍କର ପ୍ରଥମ ବିବାହ ଅଟେ କିନ୍ତୁ ରାଜଙ୍କର ଏହା ଦ୍ଵିତୀୟ ବିବାହ ଥିଲା । ଶିଲ୍ପା ଶେଟ୍ଟୀ ରାଜ କୁନ୍ଦ୍ରାଙ୍କର ଦ୍ଵିତୀୟ ପତ୍ନୀ ଅଟନ୍ତି । ବର୍ଷ ୨୦୦୯ରେ ରାଜ ଓ ଶିଳ୍ପା ବିବାହ କରିଥିଲେ । ବିବାହ ପରେ ଦୁଇ ଜଣଙ୍କର ଏକ ପୁଅ ବି ଅଛି ଯାହାର ନାମ ବିୟାନ କୁନ୍ଦ୍ରା ଅଟେ ।

କବିତାଙ୍କ ସହ ହୋଇଥିଲା ପ୍ରଥମ ବିବାହ

Image courtesy: Google

ଶିଳ୍ପା ଶେଟ୍ଟୀଙ୍କ ପୂର୍ବରୁ ରାଜଙ୍କର ଅନ୍ୟ ଏକ ବିବାହ ବି ହୋଇଥିଲା । କହିଦେଉଛୁ କି ରାଜ କୁନ୍ଦ୍ରାଙ୍କର ପ୍ରଥମ ପତ୍ନୀଙ୍କର ନାମ କବିତା କୁନ୍ଦ୍ରା ଅଟେ । ରାଜ ଓ କବିତାଙ୍କର ଛାଡପତ୍ର ୨୦୦୬ରେ ହୋଇଥିଲା ଓ ଏଥିପାଇଁ କବିତା ଶିଳ୍ପା ଶେଟ୍ଟୀଙ୍କୁ ହିଁ ଦୋଷୀ ବୋଲି କହିଥିଲେ ।

ବିଜନେସ ମିଟିଙ୍ଗ ସମୟରେ ଶିଳ୍ପାଙ୍କୁ ଭଲ ପାଇଲେ

Image courtesy: Google

ବିଜନେସ ପାର୍ଟନର ରୂପରେ ଶିଳ୍ପା ଓ ରାଜଙ୍କର ପ୍ରଥମ ଥର ସାକ୍ଷାତ ଏକ ବିଜନେସ ମିଟିଙ୍ଗରେ ହୋଇଥିଲା ଓ ଏହି ସମୟରୁ ହିଁ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏକ ପରଫ୍ୟୁମ ବ୍ରାଂଡର ପ୍ରମୋଶନ ପାଇଁ ରାଜ ଶିଳ୍ପାଙ୍କୁ ସାହାର୍ଯ୍ୟ କରିଥିଲେ । ବିବାହିତ ହେବା ସତ୍ତ୍ୱେ ବି ରାଜ ଓ ଶିଳ୍ପା ପାଖାପାଖି ହେବାକୁ ଲାଗିଲେ ଓ ୨୨ ନଭେମ୍ବର ୨୦୦୯ରେ ରାଜ ଓ ଶିଳ୍ପା ବିବାହ କରିନେଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରାଜ ନିଜର ପ୍ରଥମ ଏନିବର୍ସରୀରେ ଶିଳ୍ପାଙ୍କୁ ୫୦ କୋଟି ଟଙ୍କାର ଅପାର୍ଟମେଂଟ ଗିଫ୍ଟ କରିଥିଲେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।