ଏମାନେ ହେଉଛନ୍ତି ବଲୀଉଡର ୭ ଟି ସବୁଠୁ ଧନୀ ଦମ୍ପତି, ପ୍ରଥମ ଯୋଡି ତ ଛାପି ସାରିଛି ୬୦୦୦ କୋଟି ଟଙ୍କା

ବଲୀଉଡରେ ଯେତିକି ବିବାହିତ ଦମ୍ପତି ଅଛନ୍ତି, ସେମାନେ ସବୁବେଳେ ଚର୍ଚ୍ଚାର ବିଷୟ ହୋଇ ରହିଛନ୍ତି । ଏହି ଇଣ୍ଡଷ୍ଟ୍ରିରେ ସଫଳ ଲୋକମାନେ ବହୁତ ଟଙ୍କା ଆୟ କରିଥାନ୍ତି । ଏମିତିରେ ଯେତେବେଳେ ଦୁଇ ସଫଳ ପୁରୁଷ ଓ ମହିଳାଙ୍କର ବିବାହ ହୋଇଥାଏ ତେବେ ସେମାନଙ୍କର ସମ୍ପତି ବି ବଢିଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ସବୁଠୁ ଧନୀ ବିବାହିତ ଯୋଡିମାନଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ । ଏହା ସହିତ ଆମେ ତାଙ୍କର ସବୁ ସମ୍ପତି ବିଷୟରେ ବି କହିବୁ ।

ଶାହରୁଖ ଖାନ ଓ ଗୌରୀ ଖାନ

Image courtesy: Google

ଶାହରୁଖ ଖାନ କେବଳ ଅଭିନୟ ମାମଲାରେ ୧ ନମ୍ବର ନୁହନ୍ତି ଏହା ଛଡା ସେ ଟଙ୍କା ଆୟ କରିବା ମାମଲାରେ ବି ତାଙ୍କର କୌଣସି ଜବାବ ନାହିଁ । ଶାହରୁଖ ଖାନଙ୍କର ରେଡ ଚିଲି ଏନ୍ଟରଟେନମେନ୍ଟ ନାମକ ଏକ ଫିଲ୍ମ ପ୍ରଡକ୍ସନ ହାଉସ ବି ଅଛି । ଅନ୍ୟ ପଟେ ତାଙ୍କର ପତ୍ନୀ ଗୌରୀ ଖାନ ଏକ ନିର୍ମାତା ଓ ଫ୍ୟାଶନ ଡିଜ଼ାଇନର ଅଟନ୍ତି । ଏମିତିରେ ଏହି ଦମ୍ପତିଙ୍କର ସବୁ ସମ୍ପତି ପାଖାପାଖି ୬୦୦୦ କୋଟି ଟଙ୍କାରୁ ବି ଅଧିକ ଅଟେ ।

ଅନୁଷ୍କା ଶର୍ମା ଓ ବିରାଟ କୋହଲୀ

Image courtesy: Google

ବଲୀଉଡର ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲୀ ବହୁତ ପପୁଲାର ଦମ୍ପତି ଅଟନ୍ତି । ଏମାନଙ୍କର ଯୋଡି ପ୍ରାୟତଃ ସୋସିଆଲ ମିଡିଆରେ ଛାଇ ରହିଥାଏ । ଦୁଇ ଜଣ ହିଁ ନିଜ ନିଜ ଫୀଲ୍ଡରେ ବହୁତ ଟଙ୍କା ଆୟ କରନ୍ତି । ଏକ ଅନୁମାନରେ ଏହା ଜଣା ପଡିଛି କି ଏମାନଙ୍କର ସବୁ ସମ୍ପତି ୧୦୦୦ କୋଟି ଟଙ୍କା ଅଟେ ।

ରାନୀ ମୁଖର୍ଜୀ ଓ ଆଦିତ୍ୟ ଚୋପଡ଼ା

Image courtesy: Google

ରାନୀ ମୁଖର୍ଜୀ ବଲୀଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଓ ତାଙ୍କର ସ୍ଵାମୀ ଆଦିତ୍ୟ ଚୋପଡ଼ା ବି ଇଣ୍ଡିଆର ଟପ ଫିଲ୍ମ ପ୍ରୋଡକ୍ସନର ମାଲିକ ଅଟନ୍ତି । ଏମିତିରେ ଏହି ଦମ୍ପତିଙ୍କର ସମ୍ପତି ୬୦୦୦ କୋଟି ଟଙ୍କା ପାଖାପାଖି ଅଟେ ।

ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ

Image courtesy: Google

ଅମିତାଭ ବଚ୍ଚନଙ୍କର ବୟସ ୭୦ ବର୍ଷରୁ ଅଧିକ ଅଟେ ତଥାପି ସେ ଆଜି ପର୍ଯ୍ୟନ୍ତ ଫିଲ୍ମରେ କାମ କରୁଛନ୍ତି । ଏହା ଛଡା ତାଙ୍କର କିଛି ବିଜନେସ ବି ଚାଲିଛି । ଅନ୍ୟ ପଟେ ଜୟା ବଚ୍ଚନ ଅଭିନେତ୍ରୀ ସହ ସାଂସଦ ବି ରହିସାରିଛନ୍ତି । ଏମାନଙ୍କର ସବୁ ସମ୍ପତି ୩୦୦୦ କୋଟି ଟଙ୍କା ଅଟେ ।

ଅକ୍ଷୟ କୁମାର ଓ ଟ୍ୱୀଂକଲ ଖନ୍ନା

Image courtesy: Google

ଅକ୍ଷୟ କୁମାର ଗୋଟିଏ ବର୍ଷରେ ସବୁଠୁ ଅଧିକ ଫିଲ୍ମ କରିଥାନ୍ତି । ଏହା ଛଡା ଅକ୍ଷୟ କୁମାର ବହୁତ ବିଜ୍ଞାପନ ବି କରନ୍ତି । ତାଙ୍କର ପତ୍ନୀ ଗୋଟିଏ ଜମାନାରେ ଏକ ଭଲ ଅଭିନେତ୍ରୀ ଥିଲେ । ଏମିତିରେ ଏହି ଦମ୍ପତିଙ୍କର ସମ୍ପତି ୧୦୦୦ କୋଟି ଟଙ୍କା ପାଖାପାଖି ଅଟେ ।

ଶିଳ୍ପା ଶେଟ୍ଟୀ ଓ ରାଜ କୁନ୍ଦ୍ରା

Image courtesy: Google

କହିବାକୁ ଗଲେ ଗୋଟିଏ ପଟେ ଶିଳ୍ପା ଶେଟ୍ଟୀଙ୍କ ପାଖରେ ଟଙ୍କା ଫିଲ୍ମରୁ ଆସିଥାଏ ତ ଅନ୍ୟ ପଟେ ତାଙ୍କର ସ୍ଵାମୀ ରାଜ କୁନ୍ଦ୍ରା ବହୁତ ବଡ ବିଜନେସମ୍ୟାନ ଅଟନ୍ତି । ଏହି କାରଣ ଅଟେ କି ଏହି ଦମ୍ପତିଙ୍କର ସବୁ ସମ୍ପତି ୨୭୦୦ କୋଟି ପାଖାପାଖି ଅଟେ ।

ବିଦ୍ୟା ବାଲନ ଓ ସିଦ୍ଧାର୍ଥ ରୟ କପୁର

Image courtesy: Google

ବିଦ୍ୟା ବାଲନ ବଲୀଉଡରେ ବହୁତ ଫିଲ୍ମରେ କାମ କରିଛନ୍ତି । ଏହା ଛଡା ତାଙ୍କର ସ୍ଵାମୀ ବି ଏକ ଭଲ ବିଜନେସମ୍ୟାନ ଅଟନ୍ତି । ସେ କେତେକ ଚ୍ୟାନେଲ୍ସ, ଟିଭି ଶୋ ଓ ଫିଲ୍ମ ବି ପ୍ରୋଡକ୍ସନ କରିଥାନ୍ତି । ଏମାନଙ୍କର ସବୁ ସମ୍ପତି ୩୦୦୦ କୋଟି ଟଙ୍କା ପାଖାପାଖି ଅଟେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।