ଭାରତର 10 ଜଣ ସବୁଠୁ ଧନୀ ହିରୋଇନ, ନମ୍ବର 1 ଙ୍କ ସମ୍ପତି କେତେ ଜାଣିଲେ ତ ଆପଣଙ୍କ ହୋସ ଉଡିଯିବ

ବଲିଉଡ ଶିଳ୍ପ ଦୁନିଆର ସବୁଠୁ ବଡ ଦ୍ଵିତୀୟ ଫିଲ୍ମ ଶିଳ୍ପ ଅଟେ । ବଲିଉଡରେ, ସବୁ ବର୍ଷ ହାରା ହାରି ୧୨୦୦ ଟି ଫିଲ୍ମ ନିର୍ମାଣ ହୁଏ । ଲୋକପ୍ରିୟତା ମାମଲାରେ ବି ବଲିଉଡ ହଲିଉଡ ର ସମକକ୍ଷ ଅଟେ ।ବଲିଉଡର ରୋଜଗାର ବହୁତ ଶୀଘ୍ର ବଢୁଛି ତଥା ଏହି ଶିଳ୍ପ ସହ ଜଡିତ ବ୍ୟତୀଙ୍କ ର ମଧ୍ୟ ରୋଜଗାରରେ ବୃଦ୍ଧି ହେଉଛି । ଭାରତୀୟ ଫିଲ୍ମରେ କାମ କରୁଥିବା କଳାକାରଙ୍କ ପାଖରେ ମାନ ସମ୍ମାନ, ଲୋକପ୍ରିୟତା ଓ ଧନ ସବୁକିଛି ଅଛି କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ଧନର ହିଁ ହୋଇଥାଏ । କେଉଁ ଫିଲ୍ମ କେତେ ରୋଜଗାର କଲା ଓ କେଉଁ କଳାକାର କେତେ ରୋଜଗାର କଲେ ।ଏହି ପ୍ରଶ୍ନକୁ ନେଇ ଆମେ ଆଜି ଆପଣଙ୍କୁ ଜଣାଇବୁ ଫିଲ୍ମ ଶିଳ୍ପ ର ସବୁଠୁ ଅଧିକ ଧନୀ ଦଶ ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ।

୧୦- ପରିଣୀତି ଚୋପ୍ରା

ପରିଣୀତି ଚୋପ୍ରାଙ୍କର କୌଣସି ଫିଲ୍ମ ହିଟ ହୋଇନାହିଁ । ସେ ୧୯୮୮ରେ ଅମ୍ବାଲା ହରିୟାଣାରେ ଜନ୍ମ ଗ୍ରହଣ କରିଥିଲେ । ସେ ଲଣ୍ଡନରେ ଉଚ୍ଚ ଶିକ୍ଷା କରିଛନ୍ତି । ୨୦୦୧୧ରେ ସେ ପ୍ରଥମ ଫିଲ୍ମ ରେ ଅଭିନୟ କରିଥିଲେ । ତାଙ୍କର ମୋଟ ସମ୍ପତି ୬୦ କୋଟି ଟଙ୍କା ଅଟେ ସେ ଗୋଟିଏ ଫିଲ୍ମ କରିବା ପାଇଁ ୩ରୁ ୪ କୋଟି ଟଙ୍କା ନେଇଥାନ୍ତି । ସେ ଚାରି ରୁ ପାଞ୍ଚଟି କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ଅଛନ୍ତି ।

୯- ସୃତି ହାସନ

ସୃତି ହାସନ ବଲିଉଡରେ ସଫଳତା ନ ପାଇଲେ ମଧ୍ୟ ସେ ଦକ୍ଷିଣ ଫିଲ୍ମ ଶିଳ୍ପରେ ପ୍ରସିଦ୍ଧ ଅଟନ୍ତି । ସେ ୧୯୮୬ ରେ ଚେନ୍ନାଇରେ ଜନ୍ମ ହୋଇଥିଲା ସେ କମାଲ ହାସନଙ୍କ ଝିଅ ଅଟନ୍ତି । ତାଙ୍କ ମୋଟ ଶମ୍ପତି ୬୫ କୋଟି ଟଙ୍କା ଅଟେ । ସେ ଗୋଟିଏ ଫିଲ୍ମରେ ୭ ରୁ ୮ କୋଟି ଟଙ୍କା ପାଇଥାନ୍ତି ।

୮- ସୋନମ କପୁର

ସୋନମ କପୁର ଅନୀଲ କାପୁରଙ୍କ ଝିଅ ଅଟନ୍ତି । ତାଙ୍କର ଜନ୍ମ ୧୯୮୫ ରେ ମୁମ୍ବାଇ ରେ ହୋଇଥିଲା । ତାଙ୍କର ଶମ୍ପତି ୭୫ କୋଟି ଟଙ୍କା ଅଟେ । ଗୋଟିଏ ଫିଲ୍ମ ପାଇଁ ସୋନାମ କାପୁର ୬ ରୁ ୭ କୋଟି ଟଙ୍କା ନେଇଥାନ୍ତି ।

୭- ଆଲିୟା ଭଟ

ଆଲିୟା ଭଟ ଫିଲ୍ମ ନିର୍ଦେଶକ ମହେଶ ଭଟଙ୍କ ଝିଅ ଅଟନ୍ତି । ତାଙ୍କ ଜନ୍ମ ୧୯୯୩ ରେ ମୁମ୍ବାଇ ମହାରାଷ୍ଟ୍ର ରେ ହୋଇଥିଲା । ସେ ଛୋଟ ବେଳରୁ ଅଭିନୟ ପ୍ରତି ଆକୃଷ୍ଟ ଥିଲେ । ସେ ସଂଘର୍ଷ ଫିଲ୍ମରେ ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ ଜରିଥିଲେ । ସେ ୭୬ କୋଟି ଟଙ୍କା ରୋଜଗାର କରିଛନ୍ତି ।ସେ ଗୋଟିଏ ଫିଲ୍ମ ରେ ଅଭିନୟ କରିବା ପାଇଁ ୪ ରୁ ୫ କୋଟି ଟଙ୍କା ନେଇ ଥାଆନ୍ତି ।

୬- କଂଗନା ରାନାଵତ

କଂଗନା ରାନାଵଟଙ୍କ ଜନ୍ମ ୧୯୮୭ ରେ ଏକ ମଧ୍ୟବିତ ଶ୍ରେଣୀ ପରିବାରରେ ଉତ୍ତର ପ୍ରଦେଶ ରେ ହୋଇଥିଲା । ସେ ମେଡ଼ିକାଲ କ୍ଷେତ୍ରରେ ନିଜର କ୍ୟାରିୟର କରିବାକୁ ଭାହୁଁ ଥିଲେ କିନ୍ତୁ ଖରାପ ପାଠ ପଢା ଯୋଗୁଁ ସେ ସେ ମୁମ୍ବାଇ ଆସି ୨୦୦୬ରେ ଓରଥମ ଫିଲ୍ମ ଗ୍ୟାଙ୍ଗଷ୍ଟାର ରେ ଅଭିନୟ କରିଥିଲେ । ତାଙ୍କ ମୋଟ ଶମ୍ପତି ୧୦୦ କୋଟି ଅଟେ । ସେ ଗୋଟିଏ ଫିଲ୍ମ ପାଇଁ ୮ ରୁ ୧୦ କୋଟି ନିଅନ୍ତି ।

୫- ଅନୁଷ୍କା ଶର୍ମା

ଅନୁଷ୍କା ଙ୍କ ଜନ୍ମ ୧୯୮୮ ଅଯୋଧ୍ୟା ଉତ୍ତର ପ୍ରଦେଶ ରେ ହୋଇଥିଲା ।ସେ ମଡେଲିଙ୍ଗ ରେ କ୍ୟାରିୟର କରିବା ପାଇଁ ଚାହୁଁ ଥିଲେ । ସେ ୨୦୦୮ ରେ ପ୍ରଥମ ଫିଲ୍ମ ରବନେ ବନାଦି ଯୋଡି ମାଧ୍ୟମରେ ବଲିଉଡ ଜଗତକୁ ଆସିଥିଲେ । ତାଙ୍କର ମୋଟ ଶମ୍ପତି ୧୮୦ କୋଟି ଟଙ୍କା ଅଟେ । ଗୋଟିଏ ଫିଲ୍ମ ପାଇଁ ୮ ରୁ ୧୦ କୋଟି ନେଇଥାନ୍ତି ।

୪- କଟ୍ରିନା କେଫ

କଟ୍ରିନା କେଫଙ୍କ ଜନ୍ମ ୧୯୮୩ ରେ ହଙ୍ଗ କଂଗ ରେ ହୋଇଥିଲା । ସେ ପ୍ରଥମେ ମଦେଲିଙ୍ଗରେ କ୍ୟାରିୟର ଆରମ୍ଭ କରି ୨୦୦୩ ରେ ବୂମ ଫିଲ୍ମ ମାଧ୍ୟମରେ ଫିଲ୍ମ ଜଗତରେ ଯୋଗ ଦେଇଥିଲେ । ତାଙ୍କର ମୋଟ ସମ୍ପତି ୨୦୦ କୋଟି ଅଟେ । ସେ ଗୋଟିଏ ଫିଲ୍ମ ପାଇଁ ୮ରୁ୧୦ କୋଟି ଟଙ୍କା ନେଇଠନ୍ତି । ଗୋଟିଏ ଆଡ଼ କରିବା ପାଇଁ ୭ କୋଟି ଟଙ୍କା ନିଅନ୍ତି ।

୩- ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ୧୯୮୨ ରେ ଜାମସେଦପୁର ଝାଡ଼ଖଣ୍ଡରେ ହୋଇଥିଲା ସେ ବଲିଉଡ ସହ ହଲିଉଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୨ ମିଶ ୱାର୍ଲଡ଼ ବିଜେତା ହୋଇଥିଲେ । ୨୦୦୨ ରେ ତାମିଲ ଫିଲ୍ମରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ମୋଟ ଶମ୍ପତି ୨୨୫ କୋଟି ଟଙ୍କା ଅଟେ । ସେ ଗୋଟିଏ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ନେଇଥାନ୍ତି ।

୨- କରିନା କପୁର ଖାନ

କରିନା କପୁର ଖାନଙ୍କ ଜନ୍ମ ୧୯୮୦ ରେ ହୋଇଥିଲା ସେ ମଡେଲିଙ୍ଗରୁ କ୍ୟାରିୟର ଆରମ୍ଭ କରି ପ୍ରଥମ ଫିଲ୍ମ ରିଫୁଜିରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ମୋଟ ଶମ୍ପତି ୪୦୦ କୋଟି ଟଙ୍କା ଅଟେ । ଗୋଟିଏ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ଟଙ୍କା ନେଇ ଥାଆନ୍ତି । ଗୋଟିଏ ଆଡ଼ ପାଇଁ ୫ ରୁ ୭ କୋଟି ଟଙ୍କା ନେଇଥାନ୍ତି ।

୧- ଦୀପିକା ପାଦୁକୋନ

ଦୀପିକା ପାଦୁକନ ମହାନ ବ୍ୟାଡ଼ମିନଟନ ଖେଳାଳି ପ୍ରକାଶ ପାଦୁକନଙ୍କ ଝିଅ ଅଟନ୍ତି । ତାଙ୍କର ଜନ୍ମ ୧୯୮୬ ରେ ଡେଂମାର୍କ ରେ ହୋଇଥିଲା । ସେ ବାଡ଼ମିଣ୍ଟନ ଖେଳରେ କ୍ୟାରିୟର କରିବାକୁ ଚାହୁଁ ଥିଲେ କିନ୍ତୁ ସେ ୨୦୦୬ ରେ କନ୍ନଡ଼ ଫିଲ୍ମରୁ ଫିଲ୍ମ ଜଗତକୁ ଆସିଥିଲେ । ୨୦୦୭ ରେ ପ୍ରଥମ ବଲିଉଡ ଫିଲ୍ମ ରେ ଯୋଗ ଦେଇଥିଲେ । ତାଙ୍କର ମୋଟ ଶମ୍ପତି ୪୦୨୫ କୋଟି ଟଙ୍କା ଅଟେ । ସେ ଗୋଟିଏ ଫିଲ୍ମ କରିବା ପାଇଁ ୧୫ ରୁ ୧୮ କୋଟି ଟଙ୍କା ନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।