ବହୁତ ସ୍ମାର୍ଟ ଆଉ ହ୍ୟାଣ୍ଡସମ ନଜର ଆସନ୍ତି TV ସିରିଏଲ ‘ୟେ ରିସ୍ତା କ୍ୟା କେହେଲାତା ହେ’ ର ଅକ୍ଷରା ଙ୍କ ରିଅଲ ଲାଇଫ ସ୍ଵାମୀ, ଦେଖନ୍ତୁ ଫଟୋ

ଆପଣମାନେ ସମସ୍ତେ ୟେ ରିଶ୍ତା କ୍ୟା କହଲାତା ସିରିୟଲ ନିଶ୍ଚିତ ଦେଖିଥିବେ । ଏହି ସିରିୟଲ ୧୨ ଜାନୁୟାରୀ ୨୦୦୯ରେ ଆରମ୍ଭ ହୋଇଥିଲା ଓ ଆଜି ବି ଷ୍ଟାର ପ୍ଲସରେ ଏହି ସିରିୟଲ ପ୍ରସାରିତ କରାଯାଉଛି । ଏହି ଧାରାବାହିକ ୩୦୦୦ରୁ ବି ଅଧିକ ଏପିଶୋଡ ପୁରା କରି ସାରିଛି । ଏପିଶୋଡର ଗଣନାରେ ଏହା ଭାରତର ପ୍ରସାରିତ ହେଉଥିବା ସବୁଠୁ ଅଧିଳ ଲମ୍ବା ଧାରାବାହିକ ଅଟେ । ଏହା ସହିତ ଏହି ସିରିୟଲକୁ ଦର୍ଶକମାନେ ବହୁତ ଅଧିକ ପସନ୍ଦ ବି କରନ୍ତି ।

ଖାସ କରି ଏହି ସିରିୟଲରେ ଅଭିନୟ କରୁଥିବା କଳାକାରମାନଙ୍କ ମଧ୍ୟରେ କିଛି କଳାକାର ଏମିତି ଅଛନ୍ତି ଯେଉଁମାନେ ଦର୍ଶକମାନଙ୍କର ହୃଦୟରେ ବସି ଯାଇଛନ୍ତି । ଏହି ସିରିୟଲରେ ସବୁ କିରଦାର ବହୁତ ଫେମସ ହୋଇଥିଲେ ।

ଏହି ସିରିୟଲରେ ଅଭିନେତ୍ରୀ ହୀନା ଖାନ ଅକ୍ଷରା ଭୂମିକାରେ ଓ ଅଭିନେତା କରଣ ମେହରା ନୈତିକ ଭୂମିକାରେ ନଜର ଆସୁଥିଲେ । କିନ୍ତୁ ଦୁଇ ଜଣ ହିଁ ବର୍ତ୍ତମାନ ଏହି ସିରିୟଲକୁ ଛାଡି ସାରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସିରିୟଲର ଅକ୍ଷରାର କିରଦାର କରୁଥିବା ଅଭିନେତ୍ରୀ ହୀନା ଖାନଙ୍କ ଭାବି ସ୍ଵାମୀ ବିଷୟରେ କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି ହୀନା ଖାନଙ୍କ ଜନ୍ମ ୨ ଅକ୍ଟୋବର ୧୯୮୬ରେ କାଶ୍ମୀରରେ ହୋଇଥିଲା ।

ହୀନା ଖାନ ନିଜର କ୍ୟାରିୟର ଆରମ୍ଭ ବର୍ଷ ୨୦୦୯ରେ ଆସିଥିବା ଷ୍ଟାର ପ୍ଲସର ଶୋ ‘ୟେ ରିଶ୍ତା କ୍ୟା କହଲାତା’ରୁ କରିଥିଲେ । ଏହା ପରେ ୨୦୧୮ରେ ‘କସୌଟୀ ଜ଼ିଂଦଗୀ କେ’ ସିରିୟଲରେ ହୀନା ଖାନ ନଜର ଆସିଲେ । ହୀନା ଖାନ ବଲୀଉଡରେ ଫିଲ୍ମ ‘Hackedରୁ ବଲୀଉଡକୁ ଡେବ୍ୟୁ କରିଥିଲେ । ଏହା ଛଡା ସେ ଅନ୍ୟ କେତେ ଶୋରେ ବି ନଜର ଆସିସାରିଛନ୍ତି । ଯଦି ହୀନା ଖାନଙ୍କ ପର୍ସନାଳ ଲାଇଫ ବିଷୟରେ କହିବା ତେବେ ଖବର ଆସୁଛି କି ସେ ନିଜର ବୟଫ୍ରେନ୍ଡକୁ ବହୁତ ଜଲ୍ଦି ବିବାହ କରିବେ ।

କହିବାକୁ ଗଲେ ହୀନା ଖାନଙ୍କ ଭାବି ସ୍ଵାମୀ ବିଷୟରେ ଯଦି କଥାବାର୍ତ୍ତା କରିବା ତେବେ ହୀନା ଖାନଙ୍କ ଭାବି ସ୍ଵାମୀଙ୍କ ନାମ ରକୀ ଜାୟସୱାଲ ଅଟେ । ରକୀ ଜାୟସୱାଲ ଜଣେ ନିର୍ମାତା ଓ ନିର୍ଦେଶକ ଅଟନ୍ତି । ରକୀ ଜାୟସୱାଲ ‘ୟେ ରିଶ୍ତା କ୍ୟା କହଲାତାର’ ସୁପରଭାଇ ନିର୍ମାତା ବି ରହିସାରିଛନ୍ତି । ଶୋ ସମୟରେ ହୀନା ଓ ରକିଙ୍କୁ ପରସ୍ପର ସହ ପ୍ରେମ ହୋଇ ଯାଇଥିଲା ଓ ଦୁଇ ଜଣ ବହୁତ ସମୟ ହେବ ପରସ୍ପରକୁ ଡେଟ ବି କରୁଥିଲେ ।

ଦୁଇ ଜଣ ପରସ୍ପରକୁ ବହୁତ ଭଲ ବି ପାଆନ୍ତି । ଏହା ସହିତ ଏହି ଯୋଡି ପ୍ରାୟତଃ ନିଜର ଫଟୋ ବି ଶେୟାର କରିଥାନ୍ତି । ରକୀ ଜାୟସୱାଲଙ୍କ ଜନ୍ମ ୧୯୭୯ରେ କଲିକତାରେ ହୋଇଥିଲା ଓ ରକୀ ଜାୟସୱାଲ ବୟସରେ ହୀନା ଖାନଙ୍କ ଠାରୁ ଛୋଟ ଅଟନ୍ତି । ଗୋଟିଏ ରିପୋର୍ଟ ଅନୁସରେ ଦୁଇ ଜଣ ବହୁତ ଜଲ୍ଦି ବିବାହ ବନ୍ଧନରେ ହୋଇଯିବେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।