ନିଜ ମା’ଙ୍କର କାର୍ବନ କପି ଅଟନ୍ତି Bollywood ର ଏହି 4 ଜଣ ହିରୋଇନ, 2 ନମ୍ବର ମା-ଝିଅ ଯୋଡି କୁ ଦେଖିଲେ ତ ଆପଣ ବି ଖାଇଯିବେ ଧୋକା

ସବୁ ପୁଅ ଝିଅ ନିଜ ମାତା ପିତାଙ୍କର ବହୁତ ପାଖାପାଖି ହୋଇଥାନ୍ତି । କିନ୍ତୁ କେତେକ କ୍ଷେତ୍ରରେ ଝିଅ କିମ୍ବା ପୁଅ ମାର ଅଧିକ ପ୍ରିୟ ହୋଇଥାଏ ତ କେତେକ କ୍ଷେତ୍ରରେ ଝିଅ କିମ୍ବା ପୁଅ ବାପାଙ୍କର ଅଧିକ ପ୍ରିୟ ହୋଇଥାନ୍ତି । କିନ୍ତୁ ପ୍ରାୟତଃ ଝିଅମାନେ ନିଜ ମାଙ୍କର ବହୁତ ପାଖାପାଖି ହୋଇଥାନ୍ତି । ସେ ତାଙ୍କୁ ନିଜ ବନ୍ଧୁ ଭଲି ନିଜର ସବୁ କଥା କହିଥାନ୍ତି । ଏହା ସହିତ ମା ଝିଅ ମଧ୍ୟରେ କେତେକ ସମାନତା ମଧ୍ୟ ଦେଖିବାକୁ ମିଳିଥାଏ ।

ତାଙ୍କର ଅଭ୍ୟାସ ଠାରୁ ନେଇ କାମ ପର୍ଯ୍ୟନ୍ତ ଓ ତାଙ୍କର ଚେହେରାରା ବି ପରସ୍ପର ସହ ବହୁତ ମିଶି ଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଦେଖିବାକୁ ବିଲକୁଲ ନିଜ ମାଙ୍କ ଭଲି ଲାଗନ୍ତି ।

ଅମୃତା ସିଂହ ଓ ସାରା ଅଲି ଖାନ

ସୈଫ ଅଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତା ସିଂହଙ୍କ ଝିଅ ସାରା ଅଲୀ ଖାନ ଅଟନ୍ତି । କହିଦେଉଛୁ କି ସାରା ଏକଦମ ନିଜ ମାଙ୍କ ଭଳି ଦେଖା ଯାଆନ୍ତି । ଯଦି ଆପଣ ଅମୃତା ସିଂହଙ୍କ ଯବାନୀର ଫଟୋ ଦେଖିବେ ତେବେ ସେଥିରେ ଆପଣଙ୍କୁ ସାରାଙ୍କ ଝଲକ ନଜର ଆସିବ । ଚେହେରା ସହିତ ସ୍ମାଇଲ ଓ କଥାବାର୍ତ୍ତା କରିବାର ଷ୍ଟାଇଲ ଦୁଇ ଜଣଙ୍କ ଏକା ଭଳି ଅଟେ ।

ଶର୍ମୀଲା ଟୈଗୋର ଓ ସୋହା ଅଲି ଖାନ

ଶର୍ମିଲା ଟୈଗୋର ଓ ସୋହା ଅଲୀ ଖାନ ଦୁଇ ଜଣ ହିଁ ବହୁତ ସୁନ୍ଦର ଅଟନ୍ତି । ଫେସକଟ ଠାରୁ ନେଇ ଶାରୀରିକ ଢାଞ୍ଚା, ଫିଗର ଓ ଅନ୍ୟ ସମସ୍ତ ଜିନିଷ ପ୍ରାୟତଃ ଦୁଇ ଜଣଙ୍କ ସମାନ ଅଟେ । ସୋହା ଅଲୀ ଖାନ ଶର୍ମିଲା ଟୈଗୋର ଓ କ୍ରିକେଟର ମଂସୁର ଅଲୀ ଖାନ ପଟୌଦୀଙ୍କ ଝିଅ ଅଟନ୍ତି ।

ପୁନମ ସିନ୍ହା ଓ ସୋନାକ୍ଷୀ ସିନ୍ହା

ପୁନମ ସିନ୍ହା ଓ ଶତ୍ରୁଘନ ସିନ୍ହାଙ୍କ ଝିଅ ସୋନାକ୍ଷୀ ସିନ୍ହା ଲୁକ ମାମଲାରେ ନିଜ ମା ଉପରେ ଯାଇଛନ୍ତି । ଦୁଇ ଜଣ ସମାନ ଦେଖା ଯାଆନ୍ତି । ଏହି ଦୁଇ ଜଣଙ୍କ କପଡା ପିନ୍ଧିବା ଓ ବିନ୍ଦି ଲଗାଇବାର ଷ୍ଟାଇଲ ବି ସମାନ ଅଟେ ।

ଡିଂପଲ କପାଡ଼ିୟା ଓ ଟ୍ୱିଂକଲ ଖନ୍ନା

ନିଜ ଜମାନାର ପ୍ରସିଦ୍ଧ ଅଭିନେତ୍ରୀ ଡିଂପଲ କପାଡ଼ିୟାଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଯଦି ତାଙ୍କର ଝିଅ ଟ୍ୱିଂକଲ ଖନ୍ନାଙ୍କ ବିଷୟରେ କହିବା ତେବେ ସେ ବିଲକୁଲ ନିଜ ମାଙ୍କ ଭଳି ଦେଖା ଯାଆନ୍ତି । ଚେହେରା ଓ ହାଇଟ ଦୁଇ ଜଣଙ୍କର ସମାନ ଅଟେ । ଦୁଇ ଜଣ ଦେଖିବାକୁ ବି ବହୁତ ସୁନ୍ଦର ଅଟନ୍ତି । କହିଦେଉଛୁ କି ଟ୍ୱିଂକଲ ଖନ୍ନା ରାଜେଶ ଖନ୍ନା ଓ ଡିଂପଲ କପାଡ଼ିୟାଙ୍କ ଝିଅ ଅଟନ୍ତି ।

ଏତେବେ ଫ୍ରେନ୍ଦ୍ସ ଆପଣଙ୍କୁ ସବୁଠୁ ଅଧିକ କେଉଁ ଯୋଡି ଟି ଭଲ ଲାଗିଲା କମେନ୍ଟ କରନ୍ତୁ ଓ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ