Gk Questions & Answers- 8 ଟି ଅମୃତ ଭଣ୍ଡାକୁ ବିନା କାଟି ବିନା ଭାଙ୍ଗି 10 ଜଣ ଲୋକଙ୍କ ମଧ୍ୟରେ କିପରି ବାନ୍ତି ପାରିବେ ? କୁହନ୍ତୁ ଦେଖି

ନମସ୍କାର ବନ୍ଧୁଗଣ, IAS ପରୀକ୍ଷା ଇଣ୍ଟରଭିଉରେ ଏମିତି କିଛି ପ୍ରଶ୍ନ ପଚରା ଯାଇଥାଏ ଯାହା ଆପଣଙ୍କୁ ଦ୍ଵନ୍ଦରେ ପକାଇଥାଏ । ବହୁତ କଠିନ ପ୍ରଶ୍ନ ମଧ୍ୟ ଏହି ଇଣ୍ଟରଭିଉରେ ପଚରା ଯାଏ ଯାହାକୁ ଶୁଣି ଆପଣଙ୍କ ଦୀମାଗ ଗୋଲ ହୋଇଯାଏ । ଉତ୍ତର କଣ ହେବ ଆପଣ ଭାବି ବୁଲନ୍ତି କିନ୍ତୁ ଆପଣ ଭାବୁଥିବା ଉତ୍ତର ବହୁତ ସହଜ ହୋଇଥାଏ । ଏହି ପ୍ରଶ୍ନ କେବଳ ଆପଣଙ୍କ ମାନସିକ ଦକ୍ଷତା ଟେଷ୍ଟ କରିବା ପାଇଁ ପଚରା ଯାଇଥାଏ । ତେବେ ଆସନ୍ତୁ ଏଭଳି କିଛି ପ୍ରଶ୍ନ ଗୁଡ଼ିକ ବିଷୟରେ ଆଲୋଚନା କରିବା । ଯାହା ଆପଣଙ୍କ ପାଇଁ ଖୁବ ଦରକାରୀ ହେବ । ଦେଖିବା ଆପଣ ଏହି ପ୍ରଶ୍ନ ଗୁଡିକ ମଧ୍ୟରୁ କେତୋଟିର ସଠିକ ଉତ୍ତର ଦେଇ ପାରୁଛନ୍ତି ।

୧ – ଏମିତି କେଉଁ ଜିନିଷ ଅଛି ଯାହାକୁ ଅନ୍ଧ ଲୋକ ବି ଦେଖି ପାରିବେ ?

ଉତ୍ତର – ଅନ୍ଧାର କୁ ।

୨ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଖରାପ କହିଥାଉ ହେଲେ ପିଇବାକୁ ମଧ୍ୟ କହିଥାଉ ?

ଉତ୍ତର – ରାଗ ।

 

୩ – ସେହି ପକ୍ଷୀର ନାମ କୁହ ଯାହାର ମୂଲ୍ୟ ଇଂରାଜୀ ରେ ଅଧିକ ଅଟେ ?

ଉତ୍ତର – ମୟୁର ।

୪ – ଏମିତି କେଉଁ ଜିନିଷ ଅଛି ଯାହା ଆମେ କାହାକୁ ଦେବା ପରେ ମଧ୍ୟ ନିଜ ପାଖରେ ରଖିପାରିବା ?

ଉତ୍ତର – ପ୍ରତିଜ୍ଞା ।

୫ – ଏମିତି କେଉଁ ଜିନିଷ ଅଛି ଯାହା କହିବା ଦ୍ଵାରା ଭାଙ୍ଗିଯାଇ ଥାଏ ?

ଉତ୍ତର – ନୀରବତା ।

୬ – ଏମିତି କେଉଁ ଜିନିଷ ଅଛି ଯାହା ଆସିବ ବି ଖରାପ ଯିବାବି ଖରାପ ଅଟେ ?

ଉତ୍ତର – ଆଖି ।

୭ – ଏମିତି କେଉଁ ଜିନିଷ ଅଛି ଯାହା ଗୃହ କୁ ପୁରା କରିଦେଥାଏ ହେଲେ କିଛି ଜାଗା ନେଇନଥାଏ ?

ଉତ୍ତର – ପ୍ରକାଶ।

୮ – କିଏ ସକାଳୁ ରାତିଯାଏ କେବଳ ସୂର୍ଯ୍ୟ ଆଡକୁ ଚାହିଁ ରହିଥାଏ ?

ଉତ୍ତର – ସୂର୍ଯ୍ୟମୁଖୀ ଫୁଲ ।

୯ – ଏମିତି କେଉଁ ଫଳ ଅଛି ଯାହା ଉପରେ ପତ୍ର ଲାଗିଥାଏ ?

ଉତ୍ତର – ମକାରେ ।

୧୧ – ଏମିତି କେଉଁ ଜିନିଷ ଅଛି ଯିଏ ସବୁବେଳେ ଉପରକୁ ଯାଇଥାଏ ହେଲେ ତଳକୁ ଖସେ ନାହିଁ ?

ଉତ୍ତର – ବୟସ ।

୧୨ – କେଉଁ ଜିନିଷ ଆମେ ସକାଳ ଭୋଜନ ରେ ଖାଇପାରିବା ନାହିଁ ?

ଉତ୍ତର – ରାତ୍ରି ଭୋଜନ ।

୧୩ – କାହା ପାଖରେ ମୁଦି ଥାଏ ହେଲେ ଆଙ୍ଗୁଠି ନଥାଏ ?

ଉତ୍ତର – ଫୋନ ।

୧୪ – ଏମିତି କେଉଁ ଜିନିଷ ଅଛି ଯିଏ ନିଜେ ଦେଖିପାରେନି କିନ୍ତୁ ସମସ୍ତଙ୍କୁ ସଠିକ ରାସ୍ତା ଦେଖେଇଥାଏ ?

ଉତ୍ତର – ଲାଠି ।

୧୫ – କିଏ ବିନା ଡାକିବାରେ ସନ୍ଧ୍ୟାରେ ଆସେ ଏବଂ ସକାଳ ହେଲେ ଆପେ ଆପେ ପଳେଇଥାଏ ?

ଉତ୍ତର – ତାରା ।

୧୬ – କାହାକୁ ଲଗେଇଲା ବେଳେ ସବୁଜ ଦେଖାଯାଏ ଏବଂ ବାହାର କଲାବେଳେ ଲାଲ ଦେଖାଯାଏ ?

ଉତ୍ତର – ମେହେନ୍ଦୀ ।

୧୭ – କାହାକୁ ଅପେକ୍ଷା କରିବା ଦ୍ଵାରା ସେ ଆସିନଥାଏ ଏବଂ ଅପେକ୍ଷା କଲେ ପରେ ପସ୍ତେଇଥାଏ ?

ଉତ୍ତର – କାଲିର ସମୟ ।

୧୮ – କିଏ ଆମେ ନଚାହିଁଲେ ମଧ୍ୟ ଆମ ପାଖକୁ ଆସିଯାଇଥାଏ ?

ଉତ୍ତର – ମୃତ୍ୟୁ ।

୧୯ – ମଣିଷ ରାତିହେଲେ କଣ କରିବାକୁ ଇଚ୍ଛା କରିଥାଏ ?

ଉତ୍ତର – ଶୋଇବା ।

୨୦ – କିଏ ଗୋଟିଏ ସ୍ଥାନରେ ରହି ମଧ୍ୟ ସବୁ ସ୍ଥାନ ବୁଲି ପାରିଥାଏ ?

ଉତ୍ତର – ଡାକଘର ।

୨୧ – ଏମିତି କେଉଁ ଜିନିଷ ଅଛି ଯାହା ଫାଟିବା ଦ୍ଵାରା କୋୖଣସି ଶବ୍ଦ ହୋଇନଥାଏ ?

ଉତ୍ତର – କ୍ଷୀର ।

୨୨ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ବିନା ଛୁଇଁକି ଭାଙ୍ଗିପାରିବା ?

ଉତ୍ତର – ଭରଷା ।

୨୩ – ୮ଟି ଭଣ୍ଡାକୁ ବିନା କାଟି ୧୦ ଜଣ ଲୋକ ମଧ୍ୟରେ କିପରି ବାଣ୍ଟିପାରିବା ?

ଉତ୍ତର – ଭଣ୍ଡା ର ଜୁସ ବନେଇକି ।