ଅଶ୍ଳୀଳ ଫିଲ୍ମ ରେ କାମ କରନ୍ତି ଏହି 5ଟି ଭାରତୀୟ ଅଭିନେତ୍ରୀ – ଲୋକ କେବଳ ଜଣଙ୍କୁ ଜାଣିଛନ୍ତି

ଅଶ୍ଳୀଳ ଫିଲ୍ମ ରେ କାମ କରନ୍ତି ଏହି 5ଟି ଭାରତୀୟ ଅଭିନେତ୍ରୀ – ଲୋକ କେବଳ ଜଣଙ୍କୁ ଜାଣିଛନ୍ତି ।

ଆଜିକାଲି ସନୀ ଲିଓନିଙ୍କୁ କିଏ ବା ନ ଜାଣେ । ବଲିଉଡ ର ବହୁତ ସୁନ୍ଦର ଓ ବୋଲ୍ଡ ଅଭିନେତ୍ରୀ ହେଉଛନ୍ତି ସନୀ ଲିଓନି । ଆଜି ସେ ବଲୀଉଡ ର ଏକ ସୁନାମଧନ୍ୟ ଅଭିନେତ୍ରୀ । ତାଙ୍କ ବଲିଉଡ କ୍ୟାରିୟରେ ତାଙ୍କୁ ବହୁତ ଭଲ ଓ ଖରାପ ସମୟ ର ସମ୍ମୁଖୀନ ହେବାକୁ ପଡିଥିଲା । ଏହାର ସବୁଠୁ ବଡ କାରଣ ହେଲା ସେ ଆସିଥିବା ବୈକଗ୍ରାଉଂଡ । ଏହି ଅଭିନେତ୍ରୀ ପର୍ନ ଇନଡସ୍ଟ୍ରି ରେ କଳାକାର ଥିଲେ ।

ଯଦି ଆପଣ ଭାବୁଛନ୍ତି ପର୍ନ ଫିଲ୍ମ ରେ କେବଳ ବିଦେଶୀ ଅଭିନେତ୍ରୀ ମାନେ ହିଁ କାମ କରନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । ଭାରତୀୟ ପର୍ନ ଇନଡସ୍ଟ୍ରି ମଧ୍ୟ ଏକ ବଡ ରୂପ ନେଲାଣି । ଯେଉଁଥିରେ କ୍ୟାରିୟରେ ଭାବେ ବହୁତ ଲୋକ ଅଭିନୟ କରୁଛନ୍ତି ।

ଆଜି ଆମେ ଆପଣଙ୍କୁ ସେହି 5ଟି ଅଭିନେତ୍ରୀଙ୍କ ସହ ପରିଚୟ କରାଇବୁ ଯେଉଁମାନେ ଭାରତୀୟ ଓ ପର୍ନ ଇନଡସ୍ଟ୍ରି ରେ କାମ କରୁଛନ୍ତି ।

୧- ନାଦିୟା ନାଇସ

ଆପଣଙ୍କୁ କହି ରଖୁଛୁ ନାଦିୟା ନାଇସ ଏହି ଲିଷ୍ଟ ର ସର୍ବ ପ୍ରଥମ ନାମ । ଏହି ଭାରତୀୟ ଅଭିନେତ୍ରୀ ୯୦ ଦଶକରେ ଅଶ୍ଳୀଳ ଫିଲ୍ମ ରେ ବହୁତ ନାମ କରିଥିଲେ । ସିଏ ଯେବେ ତାଙ୍କର ପ୍ରଥମ ଅଶ୍ଳୀଳ ଫିଲ୍ମ କରିଥିଲେ ସେତେବେଳେ ତାଙ୍କର ବୟସ ୨୨ ବର୍ଷ ଥିଲା ।

୨- ସନୀ ଲିଓନି

ଏହି ଅଭିନେତ୍ରୀଙ୍କ ବିଷୟରେ ତ କିଛି ବି କହିବା ଆବଶ୍ୟକ ନାହିଁ, ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବଲୀଉଡ କୁ ଆସିବା ଆଗରୁ ସେ ଏହି ଅଶ୍ଳୀଳ ଫିଲ୍ମ ର ଅଭିନେତ୍ରୀ ରହି ସାରିଛନ୍ତି ।

୩- ଲିଆ ଜାଏ

ଏହି ଅଭିନେତ୍ରୀ ଭାରତୀୟ ହେଲେ ମଧ୍ୟ ତାଙ୍କର ଜନ୍ମ ବ୍ରିଟେନ ରେ ହୋଇଛି । ବିଦେଶ ରେ ତାଙ୍କର ଅଭୁତ ପ୍ରଶଂସକ ଅଛନ୍ତି । ଯେ ମଧ୍ୟ ପୋର୍ନ ଇନଡସ୍ଟ୍ରି ରେ ଏକ ଲୋକପ୍ରିୟ ଅଭିନେତ୍ରୀ ।

୪- ଅଂଜଲୀ କାରା

ଏହି ଅଭିନେତ୍ରୀ ଅଶ୍ଳୀଳ ଫିଲ୍ମ ରେ ଏକ ସୁନାମୀ ଭଳି ନଜର କୁ ଆସିଥିଲେ । ୨୦୦୭ ରେ ଏକ ଅଶ୍ଳୀଳ ଫିଲ୍ମ ଉଦ୍ଯୋଗ ରେ ପାଦ ଦେଇଥିବା ଅଂଜଲୀ କାରା ନିଜର ବୋଲ୍ଡ ରୂପ ପାଇଁ ଲୋକଲୋଚନ କୁ ଆସିଥିଲେ ।

୫- ଗୟା ପଟେଲ

ଅଶ୍ଳୀଳ ଫିଲ୍ମରେ ଆଉ ଏକ ଭାରତୀୟ ବହୁତ ଲୋକ ପ୍ରିୟ ହୋଇଥିଲେ । ସେ ହେଉଛନ୍ତି ଗୟା ପଟେଲ । କନାଡା ରେ ଜନ୍ମ ନେଇଥିବା ଏହି ଅଭିନେତ୍ରୀ ଭାରତୀୟ ଅଟନ୍ତି ।

ଏମିତି ନୂଆ ନୂଆ ଖବର ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ