ଏହି ଝିଅର ଫୋଟୋସବୁ ଦେଖିକି ସମସ୍ତେ ଭାବନ୍ତି ଇଏ ଜଣେ ମଡେଲ – କିନ୍ତୁ ସତ ଜାଣିଲେ ଆପଣବି ବିଶ୍ବାସ କରିପାରିବେନି

ଏହି ଝିଅକୁ ଦେଖି ଆପଣ ବି କହିବେ ଏ ଜଣେ ମଡେଲ – କିନ୍ତୁ ସତ ଜାଣିଲେ ଆପଣଙ୍କର ଉଡିଯିବ ହୋସ

ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଫୋଟୋ ସୋଶଲ ମିଡିୟା ରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ସମସ୍ତେ ଭାବୁଛନ୍ତି ଏ ଜଣେ ମଡେଲ ହୋଇଥିବେ କିନ୍ତୁ ସେ ଜଣେ ଡକ୍ଟର ଅଟନ୍ତି । କିନ୍ତୁ ତାୟା କ୍ରିଶ୍ଚିୟନ ଦେଖିବାକୁ ବହୁତ ସୁନ୍ଦର ଓ କୌଣସି ମଡେଲ ଠାରୁ କମ ନୁହନ୍ତି । ଆଜି ତାୟା କ୍ରିଶ୍ଚିୟନ ଏକ ବହୁତ ସୁନ୍ଦର ଓ ଆକର୍ଷିତ ଦେଖାଯାଉଥିବା ଡକ୍ଟର ।

ତାୟା କ୍ରିଶ୍ଚିୟନ ଆଗରୁ ବହୁତ ମୋଟା ଥିଲେ କିନ୍ତୁ ବହୁତ ପରିଶ୍ରମ କରି ବର୍ତ୍ତମାନ ସେ ଏଭଳି ଦେଖା ଯାଉଛନ୍ତି ।

ତାୟା କ୍ରିଶ୍ଚିୟନ

ସେହି ଝିଅଟିର ନାମ ତାୟା କ୍ରିଶ୍ଚିୟନ ଅଟେ । ସେ ଆମେରିକାର ଫ୍ଲୋରିଡା ରେ ରୁହନ୍ତି । ଛୋଟବେଳୁ ତାଙ୍କର ଡକ୍ଟର ହେବାର ସ୍ଵପ୍ନ ଥିଲା । ସେ ପଢିବାରେ ବହୁତ ହୋଶିୟାର ଥିଲେ, ସେ ଏବେ ଡକ୍ଟର ତ ହୋଇଗଲେଣି କିନ୍ତୁ ସେ ଏହା ବ୍ୟତୀତ ଏକ ଫିଟନେଶ ଟ୍ରେନର ମଧ୍ୟ । ସେ ସୋଶଲ ମିଡିୟା ରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି ।

ଯେବେ ତାୟା କ୍ରିଶ୍ଚିୟନ ନିଜ ଫୋଟୋକୁ ସୋଶଲ ମିଡିୟା ରେ ଶେୟାର କରନ୍ତି ଲୋକମାନେ ଏହାକୁ ଖୁବ ପସନ୍ଦ କରନ୍ତି । ଆଜି ନିଜ ସୁନ୍ଦରତା ଓ ଫିଟନେଶ ପାଇଁ ସେ କୌଣସି ମଡେଲ ବା ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ତାଙ୍କର ଜନ୍ମ ୨୫ ଜାନୁୟାରୀ ୧୯୯୨ ରେ ହୋଇଥିଲା । ସେ ଏକ ୱୀମେନ ଇମପୱରମେଂଟ ସଂସ୍ଥା ମଧ୍ୟ ଚଳାନ୍ତି । ଏବଂ ବହୁତ ଚର୍ଚ୍ଚିତ ଡକ୍ଟର ମଧ୍ୟ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ