Jacqueline Fernandez ଙ୍କ ଏହି ହଟ ଡ୍ରେସ ପାଇଁ ଏମିତି କ’ଣ ହେଲା କି ଭିଡିଓ ହେଉଛି ଖୁବ ଭାଇରାଲ

ବଲିଉଡ ର ନା ଶୁଣିଲେ ସମସ୍ତଙ୍କ ମନରେ ଗ୍ଲାମର ଦୁନିଆ କଥା ମନେ ପଡିଥାଏ । ଏହି ବଲିଉଡରେ ହିରୋଇନ ମାନେ ବହୁତ ଆଧୁନିକ ଶୈଳୀର ପୋଷାକ ପରିଧାନ କରି ଫୋଟ ଶୁ-ଟ କରିଥାନ୍ତି । ଏହି ଫୋଟକୁ ନେଇ ସବୁବେଳେ ବଲିଉଡର ହିରୋଇନ ମାନେ ସୋସିଆଲ ମିଡିଆରେ ଚର୍ଚାରେ ଥାନ୍ତି । ସେମାନେ ଏହି ଫୋଟ ଶୁ-ଟ ରେ ବହୁତ ବୋଲ୍ଡ ଡ୍ରେସ ପିନ୍ଧି ଦର୍ଶକଙ୍କ ସାମନାକୁ ଆସିଥାନ୍ତି ।

ଏହି ଫୋଟକୁ ନେଇ ତାଙ୍କୁ କିଛି ବାହା ବାହୀ ମିଳିଥାଏ ଓ ବେଳେ ବେଳେ ତାଙ୍କୁ ଦର୍ଶକଙ୍କ ଭରଛନା ମଧ୍ୟ ମିଳିଥାଏ ବଲିଉଡର ହିରୋଇନ ମାନେ ବହୁତ ହିଟ ଫିଲ୍ମରେ କାମ କରି ବହୂତ ନାମ କରି ପ୍ରସିଦ୍ଧ ହୋଇଥାନ୍ତି ।

ଏହିପରି କିଛି ହିରୋଇନ ମାନଙ୍କ ମଧ୍ୟରେ ଅଛନ୍ତି ସିଂହଳୀ କନ୍ୟା ବା ଅଭିନେତ୍ରୀ ଜାକଲିନ ଫର୍ନାଣ୍ଡିଜ । ଏହି ଅଭିନେତ୍ରୀଙ୍କ ସଦ୍ୟତମ ଏକ ଫଟୋ ସୁ-ଟ ସମୟର ଏକ ଜବରଦସ୍ତ ଭିଡିଓ ଭାଇରାଲ ହୋଇଥିଲା । ସେହି ସମୟରେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚା ହୋଇଥିଲା । ତେବେ ଆସନ୍ତୁ ଜାଣିବା ଏହି ଫୋଟୋ ସୁ-ଟରେ ଏପରି କଣ ଥିଲା ଯାହାକି ଏହି ଭିଡିଓ ବହୁତ ଚରଚାକୁ ଆସିଥିଲା ।

ଆପଣ ମାନେ ଦେଖିଥିବେ କି ଆୱାର୍ଡ ନାଇଟରେ ଅଭିନେତ୍ରୀ ମାନଙ୍କୁ ଗ୍ଲାମରସ ଗାଉନରେ ବହତ ଥର ଦେଖିଥିବେ । କିନ୍ତୁ ଜିକେୟୂ ଷ୍ଟାଇଲ ଆୱାର୍ଡରେ ୨୦୧୯ ରେ ଜାକଲିନ ଫର୍ନାଣ୍ଡିଜଙ୍କ ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ବଲିଉଡର ଏହି ଆୱାର୍ଡ ନାଇଟରେ ରେଡ କାରପେଟରେ ଅଲ୍ଟ୍ରା ଗ୍ଲାମରରେ ଏକ ଥାଇ ହାଇ ସ୍ଳେଟ ଗାଉନ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ଗାଉନଟି ଅପ ସୋଲଡର ଡିପ ନେକର ଥିଲା ।

ଯାହାଫଳରେ କି ସେ ବହୁତ ହଟ ଓ ସିଜଲିଙ୍ଗ ଦେଖାଯାଉଥିଲେ । ଯେତେବେଳେ ସେ ଫଟୋ ଶୁ-ଟ ପାଇଁ ପୋଜ ଦେବାକୁ ଆସିଥିଲେ ସେହି ସମୟରେ ସେ ଏକ ବହୁତ ଅସୁବିଧାରେ ପଡିଯାଇଥିଲେ ଯାହାଫଳରେ କି ସେ ତାଙ୍କର ପୋଷାକୁ ଠିକ କରିବା ପାଇଁ ସେଠାରୁ ଚାଲିଯାଇଯାଇଥିଲେ ଓ ଠିକ କରି ପୁଣି ଫଟୋ ଶୁ-ଟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ବହୁତ ବୋଲ୍ଡ ଭାବରେ ଫୋଟ ଶୁ-ଟ କରିଥିଲେ । ସେ ଏହି ପୋଷାକରେ ଅନ କମ୍ଫଟେବଲ ଅନୁଭବ କରୁଥିଲେ ।

ସେ ଅତ୍ୟଧିକ ଭେଲିଙ୍ଗ ଗାଉନ ଓ କ୍ଲିଭେଜ ଫଟୋ ଶୁ-ଟକୁ ନେଇ ବହୁତ ସମାଲୋଚନାର ଶିକାର  କୋଇଥିଲେ । ଏହା ଛଡା ଜାକଲିନ ତାଙ୍କର ଏହି ବୋଲ୍ଡ ଅନ୍ଦାଜ ପାଇଁ ତାଙ୍କର ଫ୍ୟାନ୍ସ ମାନଙ୍କୁ ବହୁତ ଆକ୍ରୁଷ୍ଟ କରିଥିଲେ । ଜାକଲିନ ବଲିଉଡରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ କ୍ୟାରିୟରରେ ଆଜିପର୍ଯ୍ୟନ୍ତ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ସେ ତାଙ୍କର ବହୁତ ବୋଲ୍ଡ ଫୋଟ ସୋସିଆଲ ମିଡିଆରେ ଛାଡି ଚର୍ଚିତ ଅଛନ୍ତି ।

ଏବେ ଏବେ ସେ ଏକ ବୋଲ୍ଡ ଫୋଟ ଛାଡିଛନ୍ତି ଯେଉଁଥିରେ ସେ ସୋଫା ଉପରେ ସୋଇ ଏକ ଫୋଟ ପୋଜ ଦେଇଛନ୍ତି । ଏହା କଳା ଧଳା ଫୋଟୋ ଅଟେ ଓ ଏଥିରେ ସେ ଟପଲେସ ଫୋଟ ଛାଡିଛନ୍ତି । ବହୁତ ଜଲ୍ଦି ଜାକଲିନ ସଲମାନ ଖାନଙ୍କ ସହ ତାଙ୍କର ଆଗାମୀ ଫିଲ୍ମ ରାଧେୟ ମୋସ୍ଟ ୱାନଟେଡ ଭାଇରେ ଏକ ଆଇଟମ ଗୀତରେ ନାଚୁଥିବାର ଦେଖାଯିବେ । ଏହା ଈଦ ସମୟରେ ରିଲିଜ ହେବାର ଅଛି । ଜାକଲିନଙ୍କୁ ଶୁରେଶ କୁନ୍ଦରାଙ୍କ ପୂର୍ବ ଫିଲ୍ମ ସିରିଏଲ କିଲରରେ ଦେଖାଯାଇଥିଲା । ଏହା ଛଡା ଜାକଲିନ ଖୁବ ଶୀଘ୍ର ବଚନ ପାଣ୍ଡେ , ଭୂତ ପୋଲିସ ଓ ସର୍କସ ଭଳି ଫିଲ୍ମରେ ନଜର ଆସିବେ ।