ନିଜ ପତିଙ୍କର ବିବାହ ବେଳକୁ କେବଳ ଏତିକି ବର୍ଷର ଥିଲେ ଏହି ଅଭିନେତ୍ରୀମାନେ, ଜଣଙ୍କର ବୟସ ତ କେବଳ 1 ବର୍ଷ ଥିଲା

ଗଜଲ ସମ୍ରାଟ ଜଗଜୀତ ସିଂହ ଫେମସ ଗୀତର ଏକ ଲାଇନ ମନେ ପଡୁଛି ଯେଉଁଥିରେ ଲେଖା ଥିଲା ‘ନା ଉମ୍ର କି କୋଇ ସୀମା ହୋ, ନା ଜନ୍ମ କା ହୋ ବନ୍ଧନ’, ଏହି ଲାଇନକୁ ବଲିଉଡ ତାରକାମାନେ ସତ ମାନି ନେଇଛନ୍ତି । ଆଜିକାଲି ଆକ୍ଟ୍ରେସ ନିଜ ବୟସର ଛୋଟ ପୁଅମାନଙ୍କୁ ପସନ୍ଦ କରୁଛନ୍ତି କିନ୍ତୁ ଆଗରୁ ଏମିତି ଆକ୍ଟର ମାନେ କରୁଥିଲେ କି ତାଙ୍କୁ ନିଜ ବୟସର ଅଧା ଆକ୍ଟ୍ରେସ ମାନେ ପସନ୍ଦ ଆସୁଥିଲେ । ପ୍ରଥମରୁ ବିବାହ କରି ମଧ୍ୟ ତାଙ୍କ ଠାରୁ ଡିଭୋର୍ସ ନେଇ ନିଜ ବୟସର ଅଧା ଝିଅମାନଙ୍କ ସହିତ ବିବାହ କରୁଥିଲେ । ସେମିତି ତ ଏହି ଲିଷ୍ଟରେ ବହୁତ ଆକ୍ଟର ସାମିଲ ହୋଇ ପାରିବେ କିନ୍ତୁ ଆମେ ଆପଣଙ୍କୁ କେବଳ 3 ଜଣଙ୍କ ବିଷୟରେ ଜଣାଇବୁ ଯିଏ ନିଜ ପତିମାନଙ୍କ ବିବାହ ବେଳକୁ କେବଳ ଏତିକି ବର୍ଷର ଥିଲେ ଏହି ଆକ୍ଟ୍ରେସ, ଏଥି ମଧ୍ୟରୁ ଜଣେ ଏତେ ଛୋଟ ଥିଲେ କି ସେ କିଛି ବି ବୁଝି ପାରୁ ନଥିବେ ।

ନିଜ ପତିମାନଙ୍କ ବିବାହ ବେଳକୁ କେବଳ ଏତିକି ବର୍ଷର ଥିଲେ ଏହି ଆକ୍ଟ୍ରେସ

କିଶୋର କୁମାର

Image courtesy: Google

ବଲିଉଡ ର ଫେମସ ଗାୟକ କିଶୋର କୁମାର ନିଜ ଜୀବନରେ 4 ଟି ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ 1951 ରେ ରୁମା ଗୂହା ଠାକୁରତା ଙ୍କ ସହିତ ହୋଇଥିଲା, ଏହା ପରେ 1960 ରେ ମଧୁବାଲା ଙ୍କ ସହିତ ହୋଇଥିଲା, ଏହା ପରେ 1976 ରେ ୟୋଗିତା ବାଲୀଙ୍କ ସହିତ ହୋଇଥିଲା ଓ ଚତୁର୍ଥ ବିବାହ 1980 ରେ ଲୀନାଚନ୍ଦାବରକର ଙ୍କ ସହିତ ହୋଇଥିଲା । 1986 ରେ ତାଙ୍କର ଡେଥ ହୋଇଯାଇଥିଲା । ଯେବେ ତାଙ୍କର ପ୍ରଥମ ବିବାହ ହୋଇଥିଲା ତାର ଗୋଟିଏ ବର୍ଷ ପୂର୍ବରୁ ଅର୍ଥାତ 1950 ରେ ଲୀନାଚନ୍ଦାବରକର ଙ୍କ ଜନ୍ମ ହୋଇଥିଲା । ଏହାର ମାନେ ଯେବେ କିଶୋର କୁମାର ପ୍ରଥମ ବିବାହ କରିଥିଲେ ସେତେବେଳେ ଲୀନା କେବଳ ଏକ ବର୍ଷର ଥିଲେ ।

ଧର୍ମେନ୍ଦ୍ର

Image courtesy: Google

1954 ରେ 19 ବର୍ଷ ବୟସରେ ପ୍ରକାଶ କୌର ଙ୍କୁ ବିବାହ କରିଥିଲେ ସେତେବେଳେ ହେମା ମାଳିନୀ କେବଳ 6 ବର୍ଷର ଥିଲେ । ଏହା ପରେ ଧର୍ମେନ୍ଦ୍ର ହେମାଙ୍କୁ ପସନ୍ଦ କରିବାକୁ ଲାଗିଲେ ଓ ସେ ନିଜର ପ୍ରଥମ ପତ୍ନୀଙ୍କୁ ଡିଭୋର୍ସ ଦେବାକୁ ଚାହୁଁଥିଲେ କିନ୍ତୁ ଏପରି ହୋଇ ପାରିଲା ନାହିଁ । ପରେ ଧର୍ମେନ୍ଦ୍ର ଇସଲାମ ଧର୍ମ ଆପଣାଇ 1989 ରେ ହେମା ମାଳିନୀଙ୍କୁ ବିବାହ କରିଥିଲେ ।

ସେଫ ଅଲି ଖାନ

Image courtesy: Google

ବଲିଉଡ ଅଭିନେତା ସେଫ ଅଲିଙ୍କର ପ୍ରଥମ ବିବାହ 1991 ରେ ଅମୃତା ସିଂହ ଙ୍କ ସହିତ ହୋଇଥିଲା । ସେହି ସମୟରେ ତାଙ୍କର ବର୍ତ୍ତମାନ ପତ୍ନୀ କରିନାଙ୍କ ବୟସ କେବଳ 11 ବର୍ଷ ଥିଲା । 2004 ରେ ଅମୃତା ଙ୍କୁ ଡିଭୋର୍ସ ଦେଇ 2012 ରେ କରିନାଙ୍କୁ ବିବାହ କରିଥିଲେ । ସେଫ ଅଲି ଖାନ କରିନା କପୁରଙ୍କ ଠାରୁ 12 ବର୍ଷ ବଡ ଅଟନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।