ଦିଗ୍ଗଜ ହିରୋଇନ ପୂନମ ଢିଲୋନ ଥିଲେ ଯେମିତି ତାଙ୍କ ଝିଅବି ତାଙ୍କଠୁ ଅଧିକ ସୁନ୍ଦର ଓ ଷ୍ଟାଇଲିଶ, ଆଗରୁ କେବେ ଦେଖିନଥିବେ

ଆପଣ ମାନଙ୍କୁ ତ ଭଲ ଭାବରେ ମାନେ ଥିବ ପୁନମ ଢିଲନଙ୍କ ବିଷୟରେ । ସେ ବହୁତ ସୁନ୍ଦର ଓ ଜଣାଶୁଣା ଭାରତୀୟ ଅଭିନେତ୍ରୀ ଅଟନ୍ତି । ସେ ୧୯୯୭ରେ ମିସ ଇଣ୍ଡିଆରେ ଭାଗ ନେଇ ସେଥିରେ ଉତ୍ତିର୍ଣ ହୋଇଥିଲେ । ସେ ଚଳଚିତ୍ରରେ ଅଭିନୟ ସହିତ ପୁରସ୍କାର ପାଇବା ପାଇଁ ତାଙ୍କ ନାମ ଆସିଥିଲା । ତାଙ୍କର ଜନ୍ମ ୧୮୬୨ରେ ଉତ୍ତପ୍ରଦେଶର କାନପୁର ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଅମ୍ରିକ ସିଂହ । ସେ ଜଣେ ଇଞ୍ଜିନିଅର ଥିଲେ ।

ଯେତେବେଳେ ମିସ ଇଣ୍ଡିଆରେ ପୁରସ୍କାର ପାଇଲେ ସେତେବେଳେ ୟଶ ଚୋପ୍ରାଙ୍କ ନଜର ପଡିଲା ଓ ତାପରେ ସେ ତାଙ୍କୁ ଏକ ଚଳଚିତ୍ର ତ୍ରିଶୂଳରେ ଅଭିନୟ କରିବା ପାଇଁ କହିଲେ ଏଥିରେ ସେ ଭଲ ପ୍ରଦର୍ଶନ କରିଥିବା ହେତୁ ତାଙ୍କୁ ଆଉ କେତେ ଚଳଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ ଓ ଏହାପରେ ତାଙ୍କୁ ଏକ ଚଳଚିତ୍ରରେ ମେନ ଅଭିନୟ କରିବା ପାଇଁ କହିଲେ । ଏହା ପାରେ ସେ ବହୁତ ଭଲ ଭଲ ୧୦୦ ଟି ଚଳଚିତ୍ର କରିଥିଲେ ।

ସେ ତାଙ୍କ ସମୟରେ ୪ଟି ଭାଷାରେ ଆଭିନୟ କରିଛନ୍ତି ମରାଠୀ, ବଙ୍ଗାଳୀ, କାନାଡା ଓ ପଞ୍ଜାବୀରେ ଅଭିନୟ କରିଛନ୍ତି । ଏହା ଛଡା ସେ କେତେ ଗୁଡିଏ ସିରିଏଲରେ ମଧ୍ୟ କାମ କରିଛନ୍ତି । ସେ   ୨୦୦୯ ରେ ବିଗ ବସ ରେ ମଧ୍ୟ ଆସିଥିଲେ । ତାଙ୍କ ଝିଅ ତାଙ୍କଠୁ କମ ନୁହନ୍ତି ତାଙ୍କର ନାମ ହେଉଛି ପଲୋମା ଠାକେରିଆ ପୁରା ତାଙ୍କ ମାଙ୍କ ପରି ସେ ଅଟନ୍ତି ଓ ଦେଖିବାକୁବି ଅଟନ୍ତି । ବଲିଉଡରେ ତାଙ୍କ ସୁଦାରତା ଓ ଅଭିନୟ ଦେଖିକି ସମସ୍ତେ ତାଙ୍କ ଉପରେ ମୋହିତ ହୋଇ ରହିଥାନ୍ତି ।

ପଲୋମା ଠାକେରିଆ ୧୬ବର୍ଷରେ ସେ ମିସ ଇଣ୍ଡିଆରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି । ସେ ଏକ ଏମିତି ଅଭିନେତ୍ରୀ ଥିଲେ ସେ ଯେତେବଳେ ଟିଭିର ପରଦା ଉପରକୁ ଆସୁଥିଲେ ସେତେବେଳେ ଲୋକଙ୍କର ଆଖି ତଳକୁ ହେଉ ନଥିଲା । ଯେତେବେଳେ ତାଙ୍କ ମା ଅଭିନୟ କରୁଥିଲେ ସେ ସମୟରେ ଲୋକେ ଯେଉଁ ପରି ତାଙ୍କୁ ଖୁବ ଭଲପାଇବା ଦେଉଥିଲେ ଏବେ ମଧ୍ୟ ତାଙ୍କ ଝିଅଙ୍କୁ ସେତିକି ଭଲ ପାଇବା ଦେଉଛନ୍ତି କାରଣ ସେ ମଧ୍ୟ ତାଙ୍କ ମାଙ୍କ ପରି କାମ କରୁଛନ୍ତି ଓ ବହୁତ ଭଲ ନାଚନ୍ତି ସେ ସେଥିପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇଥାନ୍ତି ।

ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭଲ ଭଲ ଫୋଟୋ ଛାଡିବା ପାଇଁ ସେ ବହୁତ ଚର୍ଚାରେ ରୁହନ୍ତି । କାରଣରେ ସେ ସବୁବେଳେ ତାଙ୍କ ବହୁତ ଭଲ ଫୋଟୋକୁ ସୋସିଆଲ ମିଡିଆରେ ଛାଡିଥାନ୍ତି । ୨୫ବର୍ଷରେ ସେ ଯେଉଁ ଫୋଟୋ ରଖୁଛନ୍ତି ଯାହା ଲାଗୁଛି ସେ ମଧ୍ୟ ତାଙ୍କ ମାଙ୍କ ପରି ବାଲିଉଡରେ କାମ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ବହୁତ ପରିଶ୍ରମ ସହିତ ଚେଷ୍ଟା ମଧ୍ୟ ଚଳାଇଛନ୍ତି । ସବୁଠୁ ବଡ କଥା ହେଉଛି ସେ ତାଙ୍କର ଫିଟନେସ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି ।

ଯେତେବେଳେ ସେ ଜିମ କରନ୍ତି ପ୍ରାୟ ସବୁ ସମୟରେ ସେ ଫୋଟୋ ଉଠେଇ ସୋସିଆଲ ମିଡିଆରେ ଛାଡିଥାନ୍ତି ଓ ତାଛାଡ ସେ ତାଙ୍କ ମାଙ୍କ ସହ ମଧ୍ୟ ଫୋଟୋ ସୋସିଆଲ  ମିଡିଆରେ ଛାଡିଛନ୍ତି ଯାହାକି ପୁରା ତାଙ୍କ ମାଙ୍କ ପରି ଦେଖିବାକୁ ସେ ଅଟନ୍ତି । ସେ ମିମ୍ବାଇର ଯମୁନା ବାଇ ବିଦ୍ୟାଳୟ ଅଧୟନ କରିଛନ୍ତି । ସେ ବଲିଉଡର ପାର୍ଟିରେ ମଧ୍ୟ ସାମନ୍ନା ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।