ପତ୍ନୀଙ୍କୁ ଦେଇ ଦିଅନ୍ତୁ ଏହି ଉପହାର, ବହୁତ ଜଲ୍ଦି ହେଇଯିବେ ଧନବାନ -Jyotish Shastra

ପତ୍ନୀ ଙ୍କୁ ଏହି ଉପହାର ଦେବା ଦ୍ଵାରା ବ୍ଯକ୍ତିର ଭାଗ୍ୟ ଚମକି ଉଠିଥାଏ । ଚାଣକ୍ୟ ଙ୍କ ନୀତି ଅନୁସାରେ ପତ୍ନୀ ଙ୍କୁ ଏହି ଉପାୟ ଦେବା ଦ୍ଵାରା ବ୍ୟକ୍ତିର ଭାଗ୍ୟରେ ଉନ୍ନତି ହୋଇଥାଏ । ସେଥିପାଇଁ ନିଜ ପତ୍ନୀ ଙ୍କୁ ଏହି ଉପହାର ନିଶ୍ଚୟ ଦିଅନ୍ତୁ । ମହିଳା ମାନଙ୍କୁ ଲକ୍ଷ୍ମୀ ଙ୍କ ରୂପ ବୋଲି ମାନାଯାଇଥାଏ । ଶାସ୍ତ୍ର କୁହାଯାଇଛି ଯେତେବେଳେ ପତ୍ନୀ କାନ୍ଦି ଥାଏ ସେତେବେଳେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଓ ଆପଣଙ୍କୁ ବର୍ବାଦ ମଧ୍ୟ କରିପାରନ୍ତି । ଗୃହଲଖ୍ମୀ ଲକ୍ଷ୍ମୀ ଙ୍କର ଏକ ରୂପ ଅଟେ ।

ସବୁ ଘରେ କୌଣସି ନା କୌଣସି ରୂପରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଘରର ମହିଳା ସବୁବେଳେ ଖୁସି ରହିଲେ ସେହି ଘରେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ରହିଥାନ୍ତି । ନିଜ ପତ୍ନୀ ଙ୍କୁ ଏହି ଉପହାର ଦେବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।

୧) ଏହିପରି ମାନ୍ୟତା ରହିଛି କି ବୁଧବାର କିମ୍ବା ଶୁକ୍ରବାର ଦିନ ସ୍ତ୍ରୀ ଙ୍କୁ ବସ୍ତ୍ର ଉପହାର ଦେବା ବହୁତ ଶୁଭ ହୋଇଥାଏ । ଆପଣ ଆପଣଙ୍କ ପତ୍ନୀ ଙ୍କ ବ୍ଯତୀତ ଭଉଣୀ, ମା କିମ୍ବା କୌଣସି ବିବାହିତା ମହିଳାଙ୍କୁ ବସ୍ତ୍ର ଉପହାର ଦେଇପାରିବେ । ଶାସ୍ତ୍ର ରେ କୁହାଯାଇଛି ଏପରି କରିବା ଦ୍ଵାରା ବ୍ୟକ୍ତି କୁ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ ।

୨) ଆଭୁଶନ ବିନା ଦେବୀଙ୍କ ପୂଜା ଅସମ୍ପୂର୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି । ସେଥିପାଇଁ ଆପଣ ଆପଣଙ୍କ ପତ୍ନୀ ଙ୍କୁ ଯେକୌଣସି ଛୋଟ  ଆଭୁଶନ ମଧ୍ୟ ଦେଇପାରିବେ । ଏହା କରିବା ଦ୍ଵାରା ମ୍ମାନସମମାନ ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ରେ କହୁଯାଇଛି ଗୃହଳଖ୍ମୀ ସବୁବେଳେ ସୁନ୍ଦର ବସ୍ତ୍ର ଓ ଆଭୁଶନ ରେ ସଜ୍ଜିତ ହେବା ଦ୍ଵାରା ଘରକୁ ସମ୍ପନତା ଆସିଥାଏ ।

୩) ପତ୍ନୀ ଙ୍କୁ ସୁହାଗ ସାମଗ୍ରୀ ଉପହାର ଦେବା ଉଚିତ । ଯେପରି ବିନ୍ଦି, ସିନ୍ଦୁର, ଚୁଡି ଇତ୍ୟାଦି । କାରଣ ସୁହାଗ ସାମଗ୍ରୀ ଉପହାର ଦେବା ଦ୍ଵାରା ସୌଭାଗ୍ୟ ବଢିଥାଏ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଥାନ୍ତି ।

୪) ଚାଣକ୍ୟ ଙ୍କ ନୀତି ଅନୁସାରେ ଯିଏ ନିଜ ସ୍ତ୍ରୀ ର ସମ୍ମାନ ନକରିପାରେ ସେ ନିଜ ପିତାମାତା ଙ୍କର କିପରି ସମ୍ମାନ କରିବ । ଚାଣକ୍ୟ କହିଛନ୍ତି ଯେତେବେଳ କୌଣସି ବ୍ୟକ୍ତି ସ୍ତ୍ରୀ ର ସମ୍ମାନ ଓ ଆଦର କରିଥାଏ । ସେତେବେଳେ ସଂସାର ରେ ଅନେକ ଖରାପ ଶକ୍ତିର ନଷ୍ଟ ହୋଇଯାଇଥାଏ । ସ୍ତ୍ରୀ ସବୁବେଳେ କନ୍ଦିବା ଦ୍ଵାରା ଘର ବର୍ବାଦ ହୋଇପାରେ । ସ୍ତ୍ରୀ ପ୍ରସନ୍ନ ରହିଲେ ଘରେ ଦିବ୍ୟଶକ୍ତି ର ବାସ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।