ଦୁର୍ଘଟଣା କାରଣରୁ ବର୍ବାଦ ହେଇଗଲା Bollywood ର ଏହି 5 ଷ୍ଟାରଙ୍କ କ୍ଯାରିୟର, କିଏ 29 ଦିନ କୋମାରେ ରହିଲା ତ କିଏ 10 ବର୍ଷ ପରେ ଠିକ ହେଲା

ବଲିଉଡରେ ଅନେକ ତାରକ ମାନେ ଥିଲେ ଯେଉଁ ମାନେ ଖୁବ କମ ସମୟରେ ନିଜର ପ୍ରତିଷ୍ଠା ସ୍ଥାପନ କରି ପାରି ଥିଲେ । ଏମାନେ ଜେଭଳି ଉପରକୁ ଉଠିଥିଲେ ସେହି ଭଳି ତଳକୁ ବି ଖସି ଯାଇଥିଲେ । ଏହାର ପଛରେ କାରଣ ହେଉଛି ସେମାନଙ୍କ ସହ ହୋଇ ଥିବା ଦୁ-ର୍ଘ-ଟ-ଣା । ଏହି ଦୁ-ର୍ଘ-ଟ-ଣାରେ  ସେମାନେ ଏତେ ଭାଙ୍ଗି ପଡିଥିଲେକି ନିଜକୁ ସମ୍ଭାଳିବା ପାଇଁ ସେମାନଙ୍କୁ ଯଥେଷ୍ଟ ସମୟ ଲାଗି ଯାଇଥିଲା । ତେବେ ଚଲାନ୍ତୁ ଜାଣିବା ଏମିତି କିଛି କଳାକାର ମାନଙ୍କ ବିଷୟରେ ।

ଅନୁ ଅଗ୍ରବାଲ – “ଅନୁ” ୧୯୯୦ରେ ଆସିଥିବା ଚଳଚିତ୍ର “ଆଶିକୀ”ରେ ନିଜର ସଫଳତା ଦେଖାଇ ଥିଲେ । ଏଥିରେ ଥିବା ଯୋଡିଦାର “ରାହୁଲ” ବି ଅନେକ ସଫଳତା ପାଇଥିଲେ । ମାତ୍ର ୧୯୯୯ରେ ଏକ ଦୁ-ର୍ଘ-ଟ-ଣାରେ “ଅନୁ”ଙ୍କ ଚେହେରା ଜଳି ଯାଇଥିଲା । ଜାହାର ପ୍ରଭାବ ତାଙ୍କ କାରିୟର ଉପାରେ ଆସିଥିଲା ।

ପ୍ରକୃତରେ “ଅନୁ” ଏକ ପାର୍ଟି ରୁ ଫେରିବା ସମୟରେ ତାଙ୍କ ଗାଡିର ସନ୍ତୁଳନ ବିଗିଡିବାରୁ ଗାଡିଟି ଓଲଟି ଯାଇଥିଲା । ଏଥିରେ “ଅନୁ”ଙ୍କ ଚେହେରା ଏତେ ମାତ୍ରାରେ ଖରାବ ହୋଇ ଯାଇଥିଲା କି ଲୋକମାନେ ତାଙ୍କୁ ଜାଣି ପାରି ନଥିଲେ । ଘଟନା ସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ନିକଟସ୍ଥ ଡାକ୍ତର ଖାନାରେ ଭର୍ତ୍ତି କରାଇଥିଲେ । ଏହା ପାଇଁ “ଅନୁ” ୨୯ ଦିନ ଧରି କୋ-ମା-ରେ ଥିଲେ ।

ଚନ୍ଦ୍ରଚୂଡ ସିଂ –  “ଜୋଶ” “ଦାଗ ଦ ଫାୟାର”, “ତେରେ ମେରେ ସପନେ”, “ଆମଦାନୀ ଅଠନି ଖର୍ଚା ରୁପେୟା ” ଭଳି ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି ଏହି ଅଭିନେତା । ଏହାଙ୍କୁ ଅନେକ ମୁଭିରୁ ଅଫର ଆସୁଥିଲେ ବି ସେ ଭଲ ଚରିତ୍ର ଅପେକ୍ଷାରେ ଥିଲେ ମାତ୍ର ତାଙ୍କର ଏକ ସଡକ ଦୁ-ର୍ଘ-ଟ-ଣା-ରେ କାନ୍ଧ ଖରାପ ହୋଇ ଯାଇଥିଲା ଯାହା ପାଇଁ ସେ ଅନେକ କିଛି ସହି ଥିଲେ ।

ତାଙ୍କୁ ଠିକ ହେବା ପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା । ଏହା ଭିତରେ ତାଙ୍କର ଓଜନ ମଧ୍ୟ ବଢିଥିଲା । ଯାହା ପାଇଁ ମୁଭି ମିଳିବା କଷ୍ଟ ଥିଲା । ତାଙ୍କୁ ଏବେ “ସୁସ୍ମିତା”ଙ୍କ ୱେବ ସିରିଜ ରେ ଦେଖିବାକୁ ମିଳିଥିଲା ।

ସାଧନା – ୬୦ ଦଶକର କଫି ନାମୀ ଅଭିନେତ୍ରୀ ଥିଲେ “ସାଧନା” । ତାଙ୍କୁ ଅନେକ ଚଳଚିତ୍ରରେ ଦେଖିବାକୁ ପାଇବା । ଏହି ସୁନ୍ଦରୀ ସାଧନ ଗୋଟେ ଗାଡି ଦୁ-ର୍ଘ-ଟ-ଣାର ଶିକାର ହୋଇଥିଲେ ଯାହା ପାଇଁ ତାଙ୍କ ଆଖିରେ ଅଧିକ ପ୍ରଭାବ ପଡିଥିଲା । ଏହି ଦୁ-ର୍ଘ-ଟ-ଣା-ରୁ ତାଙ୍କର ଚେହେରା ଖରାପ ହୋଇ ଯାଇଥିଲା । ୨୦୧୫ ମସିହାରେ ସାଧନା ଦୁନିଆରୁ ବିଦାୟ ନେଇଥିଲେ ।

ଜିନତ ଅମାନ – ଗୋଟେ ସମୟରେ ଅନେକ ନାମ କମାଇଛନ୍ତି ” ଜିନତ” । ନିଜର ସୁନ୍ଦର ଅଭିନୟ ପାଇଁ ଓ ସୁନ୍ଦରତା ପାଇଁ । ସେ ବି ଗୋଟେ ଦୁ-ର୍ଘ-ଟ-ଣା ର ଶିକାର ହୋଇଛନ୍ତି । ସେ ଅନେକ ବଡ କଳାକାର ମାନଙ୍କ ସହ କାମ କରିଛନ୍ତି । “ଜିନତ” ଓ “ସଞ୍ଜୟ ଖାନ” ପରସ୍ପରଙ୍କୁ ପ୍ରେମ କରୁଥିଲେ । ମାତ୍ର ତାଙ୍କ ସମ୍ପର୍କ ରେ ଦୂରତା ଆସିବା ସମୟରେ ,”ସଞ୍ଜୟ” “ଜିନତ”ଙ୍କୁ ଏକ ପାର୍ଟିରେ ବାଡେଇ ଥିଲେ । ଏହି ଘଟଣାରୁ “ଜିନତ”ଙ୍କ ଆଖିରେ ଅଧିକ ଜୋରେ ବାଜି ଥିଲା ଯାହା ତାଙ୍କ ସଫଳତାର ବାଟ ଆବୋରାଧ କଲା । ସେ ୮୦ ଓ ୯୦ ଦଶକର ସକ୍ରିୟ ଅଭିନେତ୍ରୀ ଥିଲେ ।

ସୁଧା ଚନ୍ଦ୍ରନ – “ସୁଧା ” ଅଭିନେତ୍ରୀ ସହ ଏକ ଭଲ ଡ୍ୟାନସର ବି  ଥିଲେ । ତାଙ୍କ ସହ ୧୯୮୧ରେ ଏକ ଦୁ-ର୍ଘ-ଟ-ଣା ହୋଇ ଥିଲା । ୧୬ ବର୍ଷ ବୟସରେ ସେ ତାଙ୍କର ଦୁଇଟି ଯାକ ଗୋଡରେ ଆ-ଘା-ତ ହୋଇଥିଲା । ସେଥି ପାଇଁ ତାଙ୍କର ଗୋଡ କା-ଟି-ବାକୁ ପଡିଥିଲା । ନକଲି ଗୋଡ ଦ୍ଵାରା ସେ ନିଜର କାମରେ ସଫଳତା ଆଣିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।