Danny Denzongpa ଙ୍କ ସମେତ Bollywood ର ଫେମସ ଭିଲେନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସୁନ୍ଦରୀ ସ୍ତ୍ରୀ

ବନ୍ଧୁଗଣ ବଲିଉଡରେ ଅଭିନୟ କରୁଥିବା କଳକାରା ମାନଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି ।

ଠିକ ସେହି ପରି ବଲିଉଡରେ ଖଳନାୟକ ଭାବେ ଅଭିନୟ କରୁଥିବା କଳକାର ମାନେ ମଧ୍ୟ କିଛି କମ ନୁହନ୍ତି । ବଲିଉଡ ଜଗତ ଖଳନାୟକ ବିନା ଅଧୁରା ମନେ ହୁଏ । ଖଳନାୟକ ଭୂମିକାରେ ଅଭିନୟ କରୁଥିବା କଳାକାର ମାନେ ଏମିତି ଛାପ ଦେଇଛନ୍ତି ଯାହା ପାଇଁ ସେମାନେ ହିରୋ ମାନକ ଠାରୁ ବହୁତ ଆଗରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଖଳନାୟକ ଭୂମିକାରେ ଅଭିନୟ କରୁଥିବା କଳାକାର ମାନଙ୍କର ଲାଇଫ ପାର୍ଟନରଙ୍କ ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

“ଆଶୁତୋଷ ରାଣା” : ବଲିଉଡରେ “ଦୁସମାନ”, “ସଂଘର୍ଷ”, “ବାଦଲ” ଭଳି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ଅଭିନେତା ଆଶୁତୋଷ ରାଣା ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ସ୍ତ୍ରୀ ହେଉଛନ୍ତି ରେଣୁକା ସାଣେ ଯିଏ “ହମ ଆପକେ ହେ କନ” ଫିଲମରେ ନଜର ଆସିଥିଲେ । ରେଣୁକା ସାଣେ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଦୁହେଁ ପରସ୍ପରକୁ ୨୦୦୧ରେ ପ୍ରେମ ବିବାହ କରିଥିଲେ ।

“ପ୍ରକାଶ ରାଜ” : ସାଉଥ ଫିଲ୍ମ ଠାରୁ ଆରମ୍ଭ କରି ବଲିଉଡ ଫିଲ୍ମ ଦୁନିଆରେ ଖଳନାୟକ ଭୂମିକାରେ ଅଭିନୟ କରି ଅଭିନେତା ପ୍ରକାଶ ରାଜ ଖୁବ ଫ୍ୟାମାସ ହୋଇ ପାରିଛନ୍ତି । ତାଙ୍କ ସ୍ତ୍ରୀଙ୍କର ନାଁ ହେଉଛି ପୁନି ବର୍ମା ଯାହାଙ୍କୁ ସେ ୨୦୧୦ରେ ମାରେଜ କରିଥିଲେ । ପୁନି ବର୍ମା ବଲିଉଡରେ କୋରିଓଗ୍ରାଫର ଅଟନ୍ତି । ସେ ଅନେକ ଫିଲ୍ମରେ ଡ୍ୟାନ୍ସ କୋରିଓଗ୍ରାଫର ଭାବେ କାମ କରିଛନ୍ତି ।

“ଗୁଲସନ ଗ୍ରୋଭର” : “ରାମ ଲଖନ” ଫିଲ୍ମରେ କେସରୀୟା ଚରିତ୍ରରେ ତ “ଗ୍ୟାଙ୍ଗଷ୍ଟାର” ଫିଲ୍ମରେ ଖାନ ଭୂମିକରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଗୁଲସନ ଗ୍ରୋଭରଙ୍କୁ କିଏ ନ ଜାଣିଛନ୍ତି । ଏହି ଅଭିନେତା ଜଣକ ପ୍ରଥମ ବିବାହାରେ ଅସଫଳ ହୋଇଥିଲେ । ଏହା ପରେ କସିସ ଗ୍ରୋଭରଙ୍କୁ ମାରେଜ କରିଥିଲେ ମଧ୍ୟ ଦୁହେଁ ଅଲଗା ହୋଇ ଯାଇଥିଲେ । ବର୍ତ୍ତମାନ ଗୁଲସନ ଗ୍ରୋଭର ଏକା ଲାଇଫ ସ୍ପେନ୍ଡ କରୁଛନ୍ତି ।

“ଶକ୍ତି କପୁର” : ବଲିଉଡରେ ଅଭିନେତୀ ଶକ୍ତି କପୁର ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସି ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କ ସ୍ତ୍ରୀଙ୍କର ନାଁ ହେଉଛି ଶିଭାଙ୍ଗି କୋଲହାପୁରେ ଯାହାଙ୍କ ସହ ସେ ୧୯୮୨ରେ ମ୍ୟାରେଜ କରିଥିଲେ । ଶିଭାଙ୍ଗି ବଲିଉଡରେ “ବିଧାତା”, “ସାଜନ ବିନା ସୁହାଗନ”, “କିସମତ” ଭଳି ଫିଲ୍ମରେ ଅଭିନେତ୍ରୀ ଭାବେ ନଜର ଆସିଥିଲେ ।

“ଡ୍ୟାନୀ ଡେଞ୍ଜୋଗପା” : ବଲିଉଡରେ ଖୁବ ସୁନ୍ଦର ଭାବେ ଖଳନାୟକ ଭୂମିକାରେ ଅଭିନୟ କରି ମଧ୍ୟ ଡ୍ୟାନୀ ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥାନ୍ତି । ତାଙ୍କ ସ୍ତ୍ରୀଙ୍କ ନା ହେଉଛି ଗାବା ଡେଞ୍ଜୋଗପା ଯାହାଙ୍କ ସହ ସେ ୧୯୯୦ରେ ମାରେଜ କରିଥିଲେ । ତାଙ୍କ ସ୍ତ୍ରୀ ଗାବା ରାଜଘରନାଙ୍କର ସହ ସମ୍ଭଧ ରହିଛି । ଗାବାଙ୍କର ରାଜଘରନା ସହ ସମ୍ଭଧ ଅରୁଣାଚଳ ପ୍ରଦେଶ, ସିକିମ ଓ ମେଘାଳୟ ଭଳି ଦେଶରେ ରାଜ କରି ସାରିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ