ଇଣ୍ଡିଆ ଟୀମ ର କ୍ଯାପଟେନ Virat Kohli କରିବେ କାରୋନା ସହିତ ଲଢେଇ, ପଢନ୍ତୁ ପୁରା ଖବର

ବିରାଟ କୋହିଲି ହେଉଛନ୍ତି ଭାରତୀୟ କ୍ରିକେଟ ଟିମ ର ଅଧିନାୟକ ବା କ୍ଯାପଟେନ । ସେ ତାଙ୍କ ନେତୃତ୍ବରେ ଏକାଧିକ ମ୍ଯାଚ ଜିତିଛନ୍ତି । ବିରାଟ ନିଜର ପାଠ ପଢା ୧୨ ଶ୍ରେଣୀ ଯାଏ କରିଛନ୍ତି ମାତ୍ର ସେ ତାଙ୍କର ଜୀବନରେ ଜଣେ ସଫଳ ବ୍ୟକ୍ତିତ୍ବ ଏହା କହିବାର ଅର୍ଥ ହେଉଛି କି ଯଦି ଆପଣ ବି କେବେ ନିଜ ଜୀବନରେ ଇଛି କାରଣ ପାଇଁ ନିଜର ପଢା ଅଧାରେ ଛାଡିଥିବେ ତେବେ ଆପଣ ବି ନିଜକୁ ଉପରକୁ ଉଠେଇ ପାରିବେ । ବିରାଟ ନିଜର ଆତ୍ମ ବିଶ୍ଵାସ ଓ କଠିନ ପରିଶ୍ରମରେ ଉପରକୁ ଉଠିଛନ୍ତି । ସେ ନିଜର ପ୍ରତିଭା ଲୋକଙ୍କ ଆଗକୁ ଆଣି ନିଜକୁ ପ୍ରମାଣିତ କରିଛନ୍ତି କି ସେ ଜଣେ ଊର୍ଣ୍ଣତ ଧରଣର ଖେଳାଳି । ସେ କେବଳ ଜଣେ ଭଲ ଖେଳାଳି ନୁହେଁ ବରଂ ଜଣେ ଭଲ ମଣିଷ ମଧ୍ୟ ।

କରୋନା ସହ ସାରା ଦେଶ ଲଢୁଛି ଏହା ସହ ଦେଶର ଅର୍ଥନୀତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି । ଅନେକ ଲୋକ ନିଜର ରୋଜଗାର ହରାଇ ସାରିଛନ୍ତି । ଖାଦ୍ଯ ପଦାର୍ଥ ର ଦର ବୃଦ୍ଧି ପାଇବାରେ ଲାଗିଛି । ଏହି ମ-ହା-ମା-ରୀକୁ ସାମ୍ନା କରିବା ପାଇଁ ଅନେକ ଲୋକ ଦେଶର ମାନଦଣ୍ଡକୁ ସମ୍ଭାଳି ବାକୁ ଚେଷ୍ଟା କରୁଛନ୍ତି ।

ଏହି ଯୁଧ୍ୟରେ ବିରାଟ ମଧ୍ୟ ସାମିଲ ହୋଇ ଛନ୍ତି । ଏହା ପୂର୍ବରୁ ମଧ୍ୟ ବିରାଟ ଅନେକ କ୍ଷେତ୍ରରେ ବହୁ ଲୋକଙ୍କୁ ସାହାଜ୍ଯ କରିଛନ୍ତି । ଏବେ ମଧ୍ୟ ନିଜ ଦେଶର ଲୋକଙ୍କୁ ଏହି ବି-ପ-ଦରୁ ମୁକ୍ତି ଦେବା ପାଇ କଣ କଣ କରୁଛନ୍ତି ବିରାଟ ଆସନ୍ତୁ ଜାଣିବା । ବିରାଟ କେବଳ ଆମ ଦେଶର ନୁହେଁ ଆମ ଦେଶ ପାଇଁ କିଛି କରୁଥିବା ବ୍ୟକ୍ତିତ୍ବ ଅଟନ୍ତି ।

IPL ସେଶ ହେବା ପରେ ପ୍ରତେକ ଖେଳାଳି ମାନେ ନିଜ ଘରେ ସୁରକ୍ଷିତ ଭାବେ ପହଞ୍ଚି ଯାଇଛନ୍ତି । ବିରାଟ କୋହିଲି ମଧ୍ୟ ନିଜ ଘରେ ସୁରକ୍ଷିତ ଭାବେ ପହଞ୍ଚି ଯାଇଛନ୍ତି । ପହଞ୍ଚିବା ମାତ୍ରେ ସେ କାରୋନା ଲଢେଇ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ଏହା ପାଇଁ ସେ ରାହୁଲଙ୍କ ସହ କଥା ହୋଇ ଥିଲେ ।

ରାହୁଲ ନିଜର ଫଟୋ ବିରାଟଙ୍କ  ସହ ଛାଡି କହିଛନ୍ତିକି ଆମେ କ୍ଯାପଟେନଙ୍କ ସହ ଦେଖାହେଲୁ ଓ ତାଙ୍କ ସହ ଦେଖା ହେବା ପରେ ମୋ ମନରେ ତାଙ୍କ ପାଇଁ ଅଧିକ ସମ୍ମାନ ବଢି ଯାଇଛି ସେ କହିଛନ୍ତିକି ବିରାଟ କାରୋନା ପାଇଁ ଯାହା କରୁଛନ୍ତି ଏହା ପାଇଁ ସେ ତାଙ୍କ ଜୀବନରେ ଅଧିକ ଆଗକୁ ଯାନ୍ତୁ ।

ବିରାଟ ହିନ ପ୍ରଥମ ଖେଳାଳି ଜେକି KKRH ଟିମ ର ଖେଳାଳି ପଜେଟିବ ଜାଣିବା ପରେ IPL ଖେଳିବାକୁ ମନା କରିଥିଲେ । ସେ କୋଲକାତାରେ ହବାକୂ ଥିବା ଖେଳ ରଦ୍ଧ ପାଇଁ ନିଜର ମତ ଦେଇଥିଲେ । ଏହା ପରେ ସେ ଘରକୁ ଫେରି କାରୋନାରେ ପୀଡିତ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଛନ୍ତି । ତେବେ ସେ ଏହା ଆଗରୁ ଅନେକ ଲୋକଙ୍କୁ ସାହାଜ୍ଯ କରିଥିବା ବେଳେ । ଏବେ ଆଉ କଣ କରିବାକୁ ଯାଉଛନ୍ତି ତାହା ତ ସେ କଲା ପରେ ହିଁ ଆମେ ଜାଣି ପାରିବୁ । ତେବେ ଆପଣଙ୍କୁ ଏହି ସୂଚନା କିଭଳି ଲାଗିଲା ନିଜର ମତ ଦେବେ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ମଧ୍ୟ କରିବେ ।