Bill Gates ଓ Melinda Gates ଭଳି ଦୁନିଆର ସବୁଠୁ ମହଙ୍ଗା 8 ଟି ଡିଭୋର୍ସ, 4 ନମ୍ବର ଡିଭୋର୍ସ ର ଦାମ ଆପଣଙ୍କ ହୋସ ଉଡେଇଦେବ

ଆମ ଦେଶରେ ବିବାହ ଏକ ପବିତ୍ର ବନ୍ଧନ ଅଟେ ଯାହା ଉଭୟ ପୁରୁଷ ଓ ନାରୀ ପରସ୍ପର ସହ ସାତ ଜନ୍ମ ପାଇଁ ଏକାଠି ହୋଇଥାନ୍ତି । ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପରସ୍ପର ଭିତରେ ଭଲ ବୁଝାମଣା ରହିବା ଫଳରେ ବୈବାହିକ ଜୀବନ ସୁଖମୟ ହୋଇଥାଏ । କିନ୍ତୁ ଯଦି ବିବାହ ବନ୍ଧନରେ ଫାଟ ସୃଷ୍ଟି ହୋଇଯାଏ ତେବେ ଏହି ସମ୍ପର୍କ ସବୁ ଦିନ ପାଇଁ ଶେଷ ହୋଇଯାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ବନ୍ଧନରୁ ସବୁ ଦିନ ପାଇଁ ଅଲଗା ହୋଇଯାଇଛନ୍ତି ।

୧- “ବିଲ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ”: ଦୁନିଆରା ସବୁଠାରୁ ଧନୀ ମଣିଷ ଭାବେ ବିଲ ଗେଟ୍ସ ପରିଚିତ ଅଟନ୍ତି । ବିବାହର ଦୀର୍ଘ ୨୭ ବର୍ଷ ପରେ ବିଲ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ସେମାନେ ବିବାହ ବନ୍ଧନରେ ଆଉ ରହି ପାରିବେ ନାହି ଓ ଦୁହିଙ୍କର ସମ୍ପତିକୁ ସମାନ ଭାବେ ବଣ୍ଟା ହେବା ପାଇଁ କୋଟକୁ ଅନୁରୋଧ କରିଛନ୍ତି ।

୨- “ଯେ ପୀଯଶ ଓ ମେକେଞ୍ଜି” : ଆମାଜନ କମ୍ପାନୀର ମାଲିକ ଯେ ପୀଜସ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ୨୦୧୯ରେ ସେ ତାଙ୍କ ସ୍ତ୍ରୀ ମେକେଞ୍ଜିଙ୍କ ଠାରୁ ଅଲଗା ହୋଇଥିଲେ । ଅଲଗା ହେବା ପରେ ଦୁହିଙ୍କର ସମ୍ପତି ସମାନ ଭାବେ ବଣ୍ଟା ଯାଇଥିଲା ।

୩- “ରୂପଟ ମଡୋ ଓ ଆନା ମାରିୟା”: ଅଷ୍ଟ୍ରେଲିୟାର ଦିଲ୍ଲୀ ଟେଲିଗ୍ରାଫସ ଓ ୟୁକେର ଅନେକ ବଡ କମ୍ପାନୀ ମାନଙ୍କର ମାଲିକ ଭାବେ ରୂପଟ ମଡୋ ଜଣେ ଧନୀ ବ୍ୟକ୍ତି ଅଟନ୍ତି । ସେ ୧୯୯୯ରେ ନିଜ ସ୍ତ୍ରୀ ଆନା ମାରୀୟାଙ୍କ ଠାରୁ ଅଲଗା ହୋଇଥିଲେ । ଅଲଗା ହେବା ଆନାଙ୍କୁ ୮୦୦କୋଟି କ୍ୟାସ ମିଳିଥିଲା ।

୪- “ଟାଇଗର ଓପ୍ସ ଓ ଏଲିନ ନଟଏଗ୍ରେନ” : ଟାଇଗର ଦୁନିଆର ଜଣେ ଧନୀ ବ୍ୟକ୍ତି ଅଟନ୍ତି । ତାଙ୍କ ସ୍ତ୍ରୀ ୨୦୧୫ରେ ତାଙ୍କ ଠାରୁ ସବୁ ଦିନ ପାଇଁ ଅଲଗା ହୋଇଥିଲେ । ଦୁହିଙ୍କ ଭିତରେ ୫୦୦୦କୋଟି ଟଙ୍କାର ସେଟେଲମେଣ୍ଟ ହୋଇଥିଲା ।

୫- “ମାଇକେଲ ଯଡନ ଓ ଓଏନିଟା ଆନୌଆ”: ବାସ୍କେଟ ବଳ ପ୍ଲେୟାର ମାଇକେଲ ତାଙ୍କ ସ୍ତ୍ରୀ ଓଏନିଟାଙ୍କ ଠାରୁ ୨୦୦୬ରେ ଅଲଗା ହୋଇଥିଲେ । ଦୁହିଙ୍କ ମଧ୍ୟରେ ୧୦୦୦ କୋଟି ଟଙ୍କାର ସେଟେଲମେଣ୍ଟ ହୋଇଥିଲା । ଏମାନେ ସବୁଠାରୁ ମହଙ୍ଗା ସେଲେବ୍ରେଟି କପଲ ଭାବେ ପରିଚିତ ଅଟନ୍ତି ।

୬- “ବବ ଜନସନ ଓ ସିଲ କ୍ରିମ” : ଆମେରିକାର ସବୁଠାରୁ ଧନୀ ବିଜନେସ ମ୍ୟାନ ବବ ଜନସନ ୧୯୬୯ରେ ସିଲ କ୍ରିମଙ୍କ ସହ ବିବାହ କରି ୨୦୦୨ରେ ଅଲଗା ହୋଇଥିଲେ । ଅଲଗା ହେବା ପରେ ସିଲଙ୍କୁ ୨୯୦୦କୋଟି ଟଙ୍କା ମିଳିଥିବାରୁ ଏମାନଙ୍କୁ ଦୁନିଆର ସବୁଠାରୁ ମହଙ୍ଗା କପଲ ଭାବେ ଗଣନା କରାଯାଏ ।

୭- “ରୀତିକ ରୋଷନ ଓ ଶୁଜେନ ଖାନ” : ରୀତିକ ଓ ଶୁଜେନଙ୍କର ମ୍ୟାରେଜ ୨୦୦୦ରେ ହୋଇ ୨୦୧୪ରେ ଅଲଗା ହୋଇଥିଲେ । ଶୁଜେନଙ୍କୁ ଅଲଗା ହେବା ପରେ ୩୮୦କୋଟି ମିଳିଥିଲା ।

୮- “କରିସ୍ମା କପୁର ଓ ସଞ୍ଜୟ କପୁର” :  ଏହି ଦୁଇ କପଲ ୨୦୧୬ରେ ଅଲଗା ହୋଇଥିଲେ । ଅଲଗା ହେବା ପରେ କରିସ୍ମାଙ୍କୁ ଗୋଟେ ଆଲିଶାନ ଘର ଓ ତାଙ୍କ ପିଲାଙ୍କ ନାମରେ ୧୪କୋଟି ଟଙ୍କାର ବଣ୍ଡ କରାଯାଇଥିଲା । ବଲିଉଡର ଏମାନେ ସବୁଠାରୁ ମହଙ୍ଗା କପଲ ଥିଲେ ଯେଉଁମାନେ ଅଲଗା ହେବା ପରେ ଅଧିକ ଟଙ୍କା ନେଇଥିଲେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।