ଖୁସି ଖବର: କରୋନା ଆକ୍ରାନ୍ତଙ୍କୁ ମୃ-ତ୍ୟୁ ମୁଖରୁ ଫେରାଇ ଆଣିବ ଏହି ଔଷଧ, ଭାରତରେ ମିଳିଲା ମଞ୍ଜୁରୀ

ଆମ ଦେଶରେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବା ୨୦୨୧ରେ କୋରୋନା ମହାମାରୀର ଦିତୀୟ ଲହର ବହୁତ ଭ-ୟ-ଙ୍କ-ର ରୂପ ନେଇଛି । କୋରୋନା ଭାଇରସର ପ୍ରକୋପ ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ ଅନେକ ଲୋକଙ୍କର ଜୀବନ ଗଲାଣି । ଗତ ବର୍ଷ କୋରୋନାର ପ୍ରଥମ ଲହର ଯେତେ ଭୟଙ୍କର ହୋଇନଥିଲା ଚଳିତ ବର୍ଷ କୋରୋନାର ଦିତୀୟ ଲହରରେ କୋଟି କୋଟି ଲୋକ ମାନେ ପ୍ରା-ଣ ହ-ରା-ଊ-ଛ-ନ୍ତି ।

ଏହା ବ୍ଯତୀତ ଦେଶର ସବୁ ହସ୍ପିଟାଲ ମାନଙ୍କରେ ବେଡ ଅଭାବ ସହ ଆକ୍ସିଜେନର ମଧ୍ୟ ଅଭାବ ପରିଲକ୍ଷିତ ହେଉଛି । ଏହି ଭାଇରସକୁ ରୋକିବା ପାଇଁ ଆମ ଦେଶରେ ଟୀକାକରଣ ଲାଗୁ କରା ଯାଇଛି । ମେ ୧ରୁ ସବୁ କୋଭିଡ କ୍ନେଦର ମାନଙ୍କରେ ଟୀକାକରଣ କରାଯାଉଥିଲେ ମଧ୍ୟ ଯେଉଁ ଲୋକ ମାନେ ଟୀକା ନେଇଛନ୍ତି ସେମାନଙ୍କୁ ପୁଣି ଥରେ କୋରୋନା ସଂକ୍ରମଣ ହେଉଛି ।

ସେଥିପାଇଁ କୋରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ଭାରତ ସରକାର ଏକ ବିଦେଶୀ କମ୍ପାନୀର ଔଷଧକୁ ଅନୁମତି ଦେଇଛନ୍ତି । ଜରୁରୀକାଳିନ ପରିସ୍ଥିତିରେ ଏହି ଔଷଧର ବ୍ୟବହାର କରାଯିବ ବୋଲି ଜଣା ପଡିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଔଷଧ ବିଷୟରେ କହିବାକୁ ଯାଉଛୁ । ଫାର୍ମା କମ୍ପାନୀ ରୋଚେ ଇଣ୍ଡିଆ ନିଜ ମତରେ କହିଛି ଯେ କୋରୋନାକୁ ରୋକିବା ପାଇଁ କମ୍ପାନୀ ଦ୍ଵାରା ପ୍ରସ୍ତୁତ ଆଣ୍ଟିବେଡିକ କକଟେଲକୁ ଔଷଧ ଭାବେ ବ୍ୟଭର କରାଯିବ । ଭାରତ ସରକାରଙ୍କ କେନ୍ଦ୍ରୀୟ ନିୟନ୍ତ୍ରଣ ସଂଗଠନ ତରଫରୁ ଏହି ଔଷଧକୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର କରିବା ପାଇଁ ଅନୁମତି ମିଳିଛି ।

ଆମେରିକାର ଏମରଜେନ୍ସ  ୟୁଜ ଅଫ ଅଥରାଇଜେସନରେ ସବମିତ ହୋଇଥିବା ଦଲିଲ ଓ ମାନବ କ୍ଲିନିକାଲ ଉତ୍ପାଦ ବ୍ୟବହାର ଉପରେ ୟୁରିପୀୟ ଯୁନିଅନ କମିଟିର ବୈଜ୍ଞାନିକଙ୍କ ମତ ଅନୁଯାୟୀ ଏହି କକଟେଲକୁ ଅନୁମତି ଦିଆଯାଇଛି । କୋରୋନା ସଂକ୍ରମଣ ତୀବ୍ର ଗତିରେ ବଢିବା ଯୋଗୁ  ଅନେକ ଲୋକ ସଂକ୍ରମଣ ହୋଇ ନିଜର ପ୍ରା-ଣ ହରାଉଛନ୍ତି ।

କୋରୋନାରେ ଆକ୍ରାନ୍ତ ହୋଇ ଯେଉଁମାନେ ଗୁରୁତର ହେଉଛନ୍ତି ସେମାନଙ୍କ ପାଇଁ କାଶିରିଭିମାବ ଓ ଇମଡେଭିମାବ ଭଳି କାକଟେଲ କୋରୋନା ଭାଇରସକୁ ଦୁର୍ବଳ କରିବ ବୋଲି କମ୍ପାନୀ ନିଜର ମତ ଦେଇଛନ୍ତି । ଏହା ଫଳରେ ରୋଗୀଙ୍କ ସଂଖ୍ୟା କମିବ ଓ ଭାରତରେ ଫାର୍ମା କମ୍ପାନୀ ସିପ୍ଲା ସହ ମିଶି ରୋଚେ ଆଣ୍ଟିବାଡି ପ୍ରସ୍ତୁତ କରିବା ବୋଲି ଜଣାପଡିଛି । କାଶିରିଭିମାବ ଓ ଇମଡେଭିମାବ ହେଉଛି ମାନବର ଇମ୍ଯୁନୋଗ୍ଲୋବୁଲିନ ଜି-୧ ମୋନୋକ୍ଳୋନାଲ ଆଣ୍ଟିବାଡି ଯାହା ଡିଏନେ ଟେକ୍ନୋଲୋଜି ଦ୍ଵାରା ପ୍ରସ୍ତୁତ ହୋଇଛି ।

ରୋଚନଙ୍କ ମତରେ ଦୁଇଟି ନ୍ୟୁଟ୍ରାଲାଇଜେସନ ଆଣ୍ଟିବାଡି କୋରୋନା ରୋଗୀଙ୍କ ଶରୀରରେ ପ୍ରୟୋଗ କରିଲେ କୋଭିଡ ଭାଇରସକୁ ରୋକିବାରେ ସାହାଜ୍ୟ କରିଥାଏ । ଯାହା ଫଳରେ କୋରୋନା ସଂକ୍ରମିତ ରୋଗୀ ଅଧିକ ଗୁରୁତର ହୋଇ ଣ ଥାଏ । ଏହି କକଟେଲ ୧୨ ବର୍ଷରୁ ଉର୍ଦ୍ଧ ବଯସର ପିଲା ବା ବ୍ୟକ୍ତି ମାନଙ୍କଉ ଦିଆଯାଇ ପାରିବ ବୋଲି ସୂଚନା ମିଳିଛି ।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥିବ । ଯଦି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।