ସଲମାନ ଖାନଙ୍କ ୱାଣ୍ଟେଡ filmର ଏହି ହିରୋଇନ ଏବେ ଦେଖା ଯାଉଛନ୍ତି ଏମିତି

ଫିଲ୍ମ ୱାଣ୍ଟେଡ ରୁ ମସହୂର ହୋଇଥିବା ଆଇସା ଟାକିଆ ବର୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ରେ ହଜିହାଇଛନ୍ତି । ନିଜ ସମୟରେ ଆଇସା ନିଜ ସୁନ୍ଦରତା ଦ୍ଵାରା ବଲିଉଡ ର ବହୁତ ଅଭିନେତ୍ରୀ ମାନଙ୍କୁ ପଛରେ ଛାଡିଦେଉଥିଲେ । ସଲମାନ ଖାନ ଙ୍କ ସହିତ ଫିଲ୍ମ ୱାଣ୍ଟେଡ ରେ ନଜର ଆସିଥିବାଏହି ଅଭିନେତ୍ରୀ ନିଜ ବଲିଉଡ କ୍ୟାରିୟର ସେତେବେଳେ ଛାଡି ଥିଲେ ଯେତେବେଳେ ତାଙ୍କର ବଲିଉଡ ରେ ବହୁତ ବେଶୀ ନା ହୋଇସାରିଥିଲା ।

ଏବଂ ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ହାଇଏଷ୍ଟ ପେଡ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ହୋଇସାରିଥିଲେ । ଆଇସା ନିଜର କିଉଟ ହସ ଏବଂ ଚୁଲବୁଲି ଅନ୍ଦାଜ ରୁ ସମସ୍ତଙ୍କୁ ନିଜର ଦିୱାନା କରିଥିଲେ । କିନ୍ତୁ କିଛି ସମୟ ପୂର୍ବରୁ ଆଇସା ନିଜର ଲୁକ ପାଇଁ ବହୁତ ଟ୍ରୋଲ ହୋଇଥିଲେ । ଆଇସା ନିଜର ଲିପ ସର୍ଜରୀ କରି ନିଜକୁ ପୁରା ପୁରି ବଦଳି ଦେଇଛନ୍ତି । କିନ୍ତୁ ଏହି ସର୍ଜରୀ ପରେ ତାଙ୍କ ଫ୍ୟାନ ମାନେ ବହୁତ ରାଗିଥିଲେ ।

ବିବାହ ପରେ ଆଇସା କେବେ ମଧ୍ୟ ବଲିଉଡ ଆଡ଼କୁ ଦେଖିନାହାନ୍ତି । ଆଇସା ଙ୍କ ଜନ୍ମ ୧୦ ଏପ୍ରିଲ ୧୯୮୬ ରେ ମୁମ୍ବାଇ ରେ ହୋଇଥିଲା । ତାଙ୍କ ପିତା ହିନ୍ଦୁ ଏବଂ ମା ମୁସଲମାନ ଥିଲେ । ଅଇସା ୧୫ ବର୍ଷ ବୟସରୁ ହିଁ ଅଭିନୟ ଆରମ୍ଭ କରିଥିଲେ । ତାଙ୍କୁ ସର୍ବେ ପ୍ରଥମେ ଗୋଟେ ଆଡ ଶୋ ରେ ଦେଖିବାକୁ ମିଳିଥିଲା । ତାପରେ ସେ ବହୁତ ଆଲବମ ରେ କାମ କରିଥିବାର ଦେଖା ଯାଇଥିଲା ।

ତାପରେ ୨୦୦୪ ରେ ତାଙ୍କୁ ବଲିଉଡ ସୁପରହିଟ ଫିଲ୍ମ ତାର୍ଜନ ଦ ୱନ୍ଦର କାର ରୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପରେ ତାଙ୍କର ସମସ୍ତେ ଦିୱାନା ହୋଇଯାଇଥିଲେ । ଏହା ପରେ ମଧ୍ୟ ସେ ବହୁତ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି ଏବଂ ନିଜ ଅଭିନୟ ପାଇଁ ସବୁ ବେଳେ ପ୍ରଶଂସା ମଧ୍ୟ ପାଇଥିଲେ । ତାପରେ ତାଙ୍କୁ ବଲିଉଡ ର ଭାଇଯାନ ସଲମାନ ଖାନ ଙ୍କ ସହିତ ଫିଲ୍ମ ୱାଣ୍ଟେଡ କରିବାର ସୁଯୋଗ ମିଳିଥିଲା ।

ଯାହାପରେ ଆଇସା ଆହୁରି ଫେମସ ହୋଇଯାଇଥିଲେ ଏବଂ ବଲିଉଡ ରେ ବହୁତ ଉପରେ ପହଞ୍ଚିଥିଲେ । ଫିଲ୍ମ ୱାଣ୍ଟେଡ ପରେ ଆଇସା କେବଳ ୨ ଟି ଫିଲ୍ମ ରେ ହିଁ ନଜର ଆସିଥିଲେ ତାପରେ ସେ ବଲିଉଡ ରୁ ଗାୟବ ହୋଇଯାଇଥିଲେ । ୨୦୦୯ ରେ ସେ ବିଜନେସ ମ୍ୟାନ ଫରହାନ ଆଜମି ଙ୍କୁ ବିବାହ କରିଥିଲେ । ଏବଂ ତାହା ପରେ ସେ ଲାଇମ ଲାଇଟ ରେ ବହୁତ କମ ଆସିଥିଲେ । ବର୍ତମାନ ସେ ନିଜର ସ୍ବାମୀ ଙ୍କ ସହିତ ସୁଖମୟ ଜୀବନ ଯାପନ କରୁଛନ୍ତି ।

ତେବେ ଆଇସା ଙ୍କ ସର୍ଜରୀ ପର ର ରୂପ ଆପଣଙ୍କୁ କେମିତି ଲାଗୁଛି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।