ଭାରତର ସବୁଠାରୁ ଧନୀ Top 10 Cricketer, ନମ୍ବର 1 ଙ୍କ ପାଖରେ ଅଛି 1000 କୋଟି ଟଙ୍କାର ସମ୍ପତି

ଦୁନିଆରେ ଫୁଟବଲ ପରେ ଯେଉଁ ଖେଳକୁ ପସନ୍ଦ କରାଯାଏ ତାହା ହେଉଛି କ୍ରିକେଟ ଯାହା ପ୍ରଥମ ଥର ଇଂଲଣ୍ଡରେ ଆରମ୍ଭ ହୋଇଥିଲା । ଏହା ଅପରେ ପୁରା ଦେଶରେ ଖେଳି ଯାଇଥିଲା । ଆଜିକା ଡେଟରେ ଭାରତରେ କ୍ରିକେଟର ବିଶେଷ ମହତ୍ଵ ରହିଛି । ଭାରତରେ କ୍ରିକେଟକୁ ଧର୍ମ ଭାବେ ଦେଖାଯାଏ । କ୍ରିକେଟ ଦେଖିବାକୁ ଫ୍ୟାନ୍ସ ମାନେ ଅଧିକ ଆଗ୍ରହ ହୋଇଥାନ୍ତି । ଆଜ୍ୟ ଆମେ ଆପଣ ମାନଙ୍କୁ ଭାରତୀୟ କ୍ରିକେଟର ୧୦ ଜଣ ଧନୀ କ୍ରିକେଟର ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

“ସଚିନ ତେନ୍ଦୁଲକର” : ଭାରତରେ କ୍ରିକେଟକୁ ଧର୍ମର ଆଖ୍ୟା ଦିଆଯାଇ ଥିବା ବେଳେ ଭାରତୀୟ ଟିମର କ୍ରିକେଟର ସଚିନ ତେନ୍ଦୁଲରଙ୍କୁ ଭଗବାନ ବୋଲି କୁହାଯାଏ । ସେ ଭାରତର ସବୁଠାରୁ ଧନୀ କ୍ରିକେଟର ଅଟନ୍ତି । ମାଷ୍ଟର ବ୍ଳାଷ୍ଟର ସଚିନଙ୍କର ସମ୍ପତି ହେଉଛି ୧୧୧୦ କୋଟି ଟଙ୍କା । ସେ ମୁମ୍ବାଇରେ ୮୦ କୋଟି ତାଙ୍କର ଘରେ ରୁହନ୍ତି ।

“ମହେନ୍ଦ୍ର ସିଂ ଧୋନୀ” : ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ ଯିଏ ନିଜ କମ୍ପାନୀରେ ଭାରତକୁ ୩ଟି ICC ଖିତାବ ଦେବାରେ ସଫଳ ହୋଇଛନ୍ତି । ୨୦୨୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଥିବା ଧୋନୀଙ୍କର ୭୮୫ କୋଟି ତାଙ୍କର ସମ୍ପତି ରହିଛି ।

“ବିରାଟ କୋହଲି” : ଆଜିକା ଡେଟରେ ବିରାଟ କୋହଲି ବିଶ୍ଵ କ୍ରିକେଟରେ ରାଜ କରୁଛନ୍ତି । ଭାରତୀୟ କ୍ରିକେଟ ଟିମର କପ୍ତାନ ବିରାଟ ଭାରତର ୩ୟ ଧନୀ ଅଟନ୍ତି । ତାଙ୍କୁ ବର୍ତ୍ତମାନ ୩୨ ବର୍ଷ ହୋଇଥିଲେ ମଧ୍ୟ ସେ ୭୭୦ କୋଟି ତାଙ୍କର ମାଲିକ ଅଟନ୍ତି ।

“ସୌରଭ ଗାଙ୍ଗୁଲି” : ଭାରତର ପୂର୍ବତମ କପ୍ତାନ ଓ ମହାନ ବଲେବାଜ ସୌରଭ ଗାଙ୍ଗୁଲି ଭାରତର ଚତୁର୍ଥ ଧନୀ ଅଟନ୍ତି । ସେ BCCI ରେ ଅଧ୍ୟକ୍ଷ ଭାବେ ନିଯୁକ୍ତ ଅଛନ୍ତି । ତାଙ୍କର ୪୧୬ କୋଟି ତାଙ୍କର ସମ୍ପତି ରହିଛି ।

“ବିରେନ୍ଦ୍ର ସେହବାଗ” : ଭାରତର ମସୁର ପୂର୍ବ ସଲାମୀ ବଲେବାଜ ବିରେନ୍ଦ୍ର ସେହବଗ ଭାରତର ୫ମ ଧନୀ ଅଟନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ତାଙ୍କର ୨୮୬ କୋଟି ତାଙ୍କର ସମ୍ପତି ରହିଛି ।

“ଯୁବରାଜ ସିଂ” : ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଭଲ ପ୍ରଦର୍ଶନ ଯୋଗୁ ଅନେକ ମ୍ଯାଚ ଜିତିଛନ୍ତି । ସେ ୨୦୦୭ରେ ଟି-୨୦ ୱାର୍ଲ୍ଡକପ ଓ ୨୦୧୧ରେ ୱାର୍ଲ୍ଡକପ ଜିତିବାରେ ମୁଖ୍ୟ ଭୂମିକାରେ ଥିଲେ । ତାଙ୍କର ୨୫୫ କୋଟି ଟଙ୍କାର ସମ୍ପତି ରହିଛି ।

“ସୁରେଶ ରେନା” : ଏହି ଲିସ୍ଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଥିବା ସୁରେଶ ରେନାଙ୍କ ନାଁ ମଧ୍ୟ ସାମିଲ ଅଛି । ତାଙ୍କର ସମୁଦାୟ ୧୮୫ କୋଟି ତାଙ୍କର ସମ୍ପତି ରହିଛି ।

“ରାହୁଲ ଦ୍ରାବିଡ” : ଭାରତର ୮ମ ଧନୀ କ୍ରିକେଟର ଭାବେ ରାହୁଲ ଦ୍ରାବିଡ ପରିଚିତ ଅଟନ୍ତି । ଭାରତର ସଫଳ ବଲେବାଜ ଭାବେ ରାହୁଲଙ୍କର ୧୭୨ କୋଟି ତାଙ୍କର ସମ୍ପତି ରହିଛି । ରାହୁଲଙ୍କୁ କୌଣସି ମ୍ଯାଚରେ ଆଉଟ କରିବା ଅନ୍ୟ ପକ୍ଷର ଟିମ ପାଇଁ ସହଜ ହୋଇ ନ ଥାଏ ।

“ରୋହିତ ଶର୍ମା” : ହିଟମ୍ୟାନ ନାମରେ ମସୁର ରୋହିତ ଶର୍ମା ଭାରତର ସଫଳ ବଲେବାଜ ଅଟନ୍ତି । ସେ ଭାରତର ୯ମ ଧନୀ କ୍ରିକେଟର ସହ ଲୋକପ୍ରିୟ କ୍ରିକେଟର ମଧ୍ୟ ଅଟନ୍ତି । ତାଙ୍କର ୧୬୦ କୋଟି ତାଙ୍କର ସମ୍ପତି ରହିଛି ।

“ଗୌତମ ଗମ୍ଭୀର” : ଆମ ଲିଷ୍ଟର ୧୦ମ ସ୍ଥାନରେ ଗୌତମ ଗମ୍ଭୀର ଭାରତର ଧନୀ ବ୍ୟକ୍ତି ଭାବେ ପରିଚିତ ଅଟନ୍ତି । ସେ କ୍ରିକେଟ ଦୁନିଆରୁ ବିଦାୟ ନେଇ ରାଜନୀତିରେ ପାଦ ଦେଇହକଛନ୍ତି । ତାଙ୍କର ୧୪୭ କୋଟି ତାଙ୍କର ସମ୍ପତି ରହିଛି ।

ବନ୍ଧୁଗଣ ଯଦି ଆପଣ ମାନକୁ ଆମର ଏହି ଆର୍ଟିକଲଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।