ବିବାହ ବନ୍ଧନରେ ବାନ୍ଧି ହେବେ ଲୋକପ୍ରିୟ କମେଡିଆନ Pragyan Khatua, ଦେଖନ୍ତୁ କାହାକୁ କରିବେ ସେ ବିବାହ ? ନିର୍ବନ୍ଧ (Ring Ceremony)ର Video ହେଲା ଭାଇରାଲ

ଆଜିକାଲି ଲୋକମାନେ ଆଗ ଅପେକ୍ଷା ବର୍ତ୍ତମାନ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ଲୋକମାନେ ହିରୋ, ହିରୋଇନ, ଖଳନାୟକ ଛଡା ଅନ୍ୟ ଏକ କିରଦାରକୁ ବି ବହୁତ ପସନ୍ଦ କରୁଛନ୍ତି । ତାହା ହେଉଛି କେମେଡିୟାନ । ଗୋଟିଏ ଫିଲ୍ମରେ ହିରୋ, ହିରୋଇନ, ଖଳନାୟକର ଭୂମିକା ଯେତେ ମହତ୍ଵ ରଖିଥାଏ କମେଡିୟାନର ଭୂମିକା ବି ସେତିକି ମହତ୍ଵ ରଖିଥାଏ । ଆଜିକାଲି ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ କମେଡିୟାନ ଅଛନ୍ତି ଯେଉଁମାନେ ନିଜର କମେଡି ମାଧ୍ୟମରେ ଦର୍ଶକମାନଙ୍କ ମଧ୍ୟରେ ବହୁତ ପରିଚିତ ଅଟନ୍ତି ।

ସେଥି ମଧ୍ୟରୁ ଜଣେ ହେଉଛନ୍ତି ପ୍ରଜ୍ଞା ଖଟୁଆ । ଯିଏକି ବର୍ତ୍ତମାନ ସମୟରେ ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ପପୁଲାର କମେଡିୟାନ ଅଟନ୍ତି । ସେ କେତେକ ଚ୍ୟାନେଲରେ କମେଡି ଶୋ କରୁଛନ୍ତି । ଏହା ସହିତ ଫିଲ୍ମରେ ବି ସେ ନଜର ଆସିଥାନ୍ତି । ଦର୍ଶକମାନଙ୍କୁ ତାଙ୍କର କମେଡି ବହୁତ ପସନ୍ଦ ଆସିଥାଏ ।

ଏହା ଛଡା ସେ ସୋସିଆଲ ମିଡିଆରେ ବି ବହୁତ ଏକ୍ଟିବ ରୁହନ୍ତି । ପ୍ରଜ୍ଞା ଖଟୁଆଙ୍କ ଜୀବନରେ ବର୍ତ୍ତମାନ ବହୁତ ବଡ ଖୁସି ଖବର ଆସିଛି । ପ୍ରଜ୍ଞା ଖଟୁଆ ବିବାହ କରିବାକୁ ଯାଉଛି । ଏହା ମଧ୍ୟରେ ତାଙ୍କର ନିର୍ବନ୍ଧ ସମୟରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛନ୍ତି । ନିର୍ବନ୍ଧରେ ପ୍ରଥମେ ପ୍ରଜ୍ଞା ଓ ତାଙ୍କର ପତ୍ନୀ ପରସ୍ପରକୁ ମୁଦି ପିନ୍ଧାଇଲେ । ଏହା ପରେ ଦୁଇ ଜଣ କେକ ମଧ୍ୟ କାଟିଲେ ।

ନିର୍ବନ୍ଧ ସମୟରେ ଦୁଇ ଜଣଙ୍କ ପରିବାର ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ବିବାହ କେଉଁ ଦିନ ହେବ ଏହା ବିଷୟରେ ସଠିକ ସୂଚନା ନାହିଁ । ଏହା ସହିତ ପ୍ରଜ୍ଞାଙ୍କ ପତ୍ନୀଙ୍କ ବିଷୟରେ ବି ବିଶେଷ କିଛି ସୂଚନା ମିଳି ନାହିଁ । ଆପଣ ସମସ୍ତେ ପ୍ରଜ୍ଞା ରାଉତଙ୍କୁ ଭଲ ଭାବରେ ଚିହ୍ନି ଥିବେ । ସେ ବହୁତ ଶୋ ଓ ଫିଲ୍ମରେ ନଜର ଆସିଛନ୍ତି । ତାଙ୍କର ପ୍ରାୟତଃ ସବୁ ଶୋ କୁ ଦର୍ଶକମାନଙ୍କ ଦ୍ଵାରା ବହୁତ ଭଲ ପାଇବା ମିଳିଥାଏ ।

ଓଡିଆ କମେଡିୟାନ ପ୍ରଜ୍ଞା ନିଜର ଅଭିନୟ ଓ କମେଡି ପାଇଁ କେତେକ ପୁରଷ୍କାର ଦ୍ଵାରା ବି ସମ୍ମାନିତ ହୋଇଛନ୍ତି । ସେ ପିଲାଦିନୁ ହିଁ ଓଡିଆ କମେଡିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରେ ତାଙ୍କୁ ଫିଲ୍ମ ଗୋଳମାଳ ପାଇଁ ବେସ୍ଟ କେମଡିୟାନ ରୂପରେ ପୁରଷ୍କୃତ ମଧ୍ୟ କରାଯାଇ ଥିଲା । ୟୁଟ୍ୟୁବରେ ତାଙ୍କର ହଜାର ହଜାର ଭିଡିଓ ମଧ୍ୟ ଅଛି । ଯାହାକୁ ଦର୍ଶକମାନଙ୍କୁ ଦ୍ଵାରା ବହୁତ ପସନ୍ଦ କରାଯାଏ ।