ଆପଣ Yami Goutam ଙ୍କୁ ବି ଭୁଲିଯିବେ, ବାସ ଥରେ ତାଙ୍କ ସାନ ଭଉଣୀଙ୍କ ଫଟୋ ଦେଖି ନିଅନ୍ତୁ, ଲାଗନ୍ତି ପୁରା ଅପ୍ସରା

ବଲିଉଡରେ ଦେଶର ଅନେକ ଅଭିନେତ୍ରୀ ମାନେ ନିଜର କ୍ଯାରିୟର ଆରମ୍ଭ କରିଛନ୍ତି । କିନ୍ତୁ ପ୍ରକୃତ ସୁନ୍ଦରତା ବହୁତ କମ ଅଭିନେତ୍ରୀଙ୍କ ଠାରେ ଦେଖାଯାଏ । ପାହାଡୀ ଇଲାକାରୁ ଆସୁଥିବା ଝିଅମାନେ ବହୁତ ସୁନ୍ଦର ହୋଇଥାନ୍ତି ବୋଲି କୁହାଯାଏ ।

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ପାହାଡୀ ଇଲାକାରୁ ଆସି ନିଜର ସୁନ୍ଦରତା ପାଇଁ ନୁହେ ବରଂ ଅଭିନୟ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ବଲିଉଡରେ କଙ୍ଗନା ରାନୋଟ, ପ୍ରୀତି ଜିନ୍ଟା, ୟାମି ଗୌତମୀ, ସେଲିନା ଜେତଳି ଆଦି ଅଭିନେତ୍ରୀ ପାହାଡୀ ଇଲାକରୁ ଆସିଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ପାହାଡୀ ଇଲାକାରୁ ଆସିଛନ୍ତି ଯେମିତିକି ରବିନା ଦିଲେକ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆଜି ଆମେ ବଲିଉଡର ସୁନ୍ଦର ଅଭିନେତ୍ରୀ ୟାମି ଗୌତମୀଙ୍କ ବିଷୟରେ କହିବାକୁ ଯାଉଛୁ ।

ସେ ଶୁକ୍ରବାର ଦିନ ତାଙ୍କର ମ୍ୟାରେଜ ଖବର ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ସେ ଉଋ ର ଡାଇରେକ୍ଟର ଆଦିତ୍ୟ ଧରଙ୍କ ସହ ମ୍ୟାରେଜ କରିଛନ୍ତି । ସେ ତାଙ୍କ ସୋସିଆଲ ଆକାଉଣ୍ଟରେ ପାହାଡୀ ମ୍ୟାରେଜର ଫୋଟୋ ଶେୟାର କରିଛନ୍ତି । ଦୁଲହଣ ହୋଇଥିବା ୟାମିଙ୍କ ବ୍ଯତୀତ ଅନ୍ୟ ଜଣେ ଏହି ଫୋଟୋରେ ଅଛନ୍ତି ଯାହାକୁ ଦେଖିଲେ ନଜର ହଟିବ ନାହି । ସେହି ଚେହେରା ହେଉଛି ୟାମି ଗୌତମୀଙ୍କର ଭଉଣୀ ସୁରିଲି ଗୌତମୀ ଯିଏ ତାଙ୍କ ଭଉଣୀ ମ୍ୟାରେଜରେ କ୍ଲାସିକ ଲୁକ ଓ ଷ୍ଟାଇଲିସରେ ନଜର ଆସିଛନ୍ତି ।

ଗୌତମୀଙ୍କ ଭଉଣୀ ମ୍ୟାରେଜରେ ଗୋଲାପି ରଙ୍ଗର ଲେହେଙ୍ଗାରେ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ଏହି ଲେହେଙ୍ଗା ସହ ୟାମିଙ୍କ ଭଉଣୀ ଗୋଲ୍ଡ ଜ୍ବେଲାରି ଓ ବଡ ନୋଜ ରିଙ୍ଗରେ ବହୁତ ସୁନ୍ଦର ଲାଗୁଛନ୍ତି । ସୁରିଲିଙ୍କର ଏଭଳି ଗେଟପ ପାହାଡୀ ସଂସ୍କୃତିର ଅନୁରୂପ ଅଟେ । ନିଜ ଭଉଣୀର ମେହେନ୍ଦୀ କାର୍ଯ୍ୟକ୍ରମରେ ସୁରିଲି ନୀଳ ରଙ୍ଗର ଡ୍ରେସ ସହ ବଡ ଝୁମକା ଓ ଫ୍ୟାନ୍ସି ହେୟାର ଷ୍ଟାଇଲ କରିଥିଲେ ।

ସେ ତାଙ୍କ ଭଉଣୀ ୟାମିଙ୍କ ଠାରୁ କିଛି କମ ସୁନ୍ଦର ଲାଗୁ ନ ଥିଲେ । ଏହା ଛଡା ସୁରିଲି ମେହେନ୍ଦୀରେ ନାଲି ରଙ୍ଗର ସଲ୍ୱାର ସୁଟ ପିନ୍ଧିଥିଲେ । ସେ ତାଙ୍କର ଲୁକକୁ ସାନଦାର ରଖିବା ପାଇଁ ଜ୍ବେଲରି ସହ ନିଜ କେଶକୁ ଖୋଲା ରଖିଥିଲେ । ସୁରିଲି ୧୭ ବର୍ଷ ବୟସରୁ ନିଜ ଭଉଣୀ ୟାମିଙ୍କ ସହ ମୁମ୍ବାଇରେ ରହିବାକୁଆସିଥିଲେ । ସୁରିଲି ଟିଭି ସୋ “ମିତ ମିଲା ଦେ ରବବା” ରେ ନଜର ଆସିଥିଏଲ ।

ଏହା ପରେ ୟାମି ସାଉଥ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସୁରିଲି ନିଜ ପାଠପଢା ପାଇଁ ଚଣ୍ଡିଗଡ ଫେରି ଯାଇଥିଲେ । ସୁରିଲି ଏ ଯାଏଁ ଗୋଟିଏ ଟେଲିଭିଜନରେ ନଜର ଆସିଛନ୍ତି । ୟାମି ଗୌତମୀଙ୍କ କାମ ବିଷୟରେ କହିବାକୁ ଗଲେ ସେ “ଡୋନର” ୨୦୧୨, “କାବିଲ” ୨୦୧୭, “ଉଋ: ଦ ସରିଜିକାଲ ଷ୍ଟ୍ରାଇକ ଆର ବାଲା” ଆଦି ଫିଲ୍ମରେ କାମ କରି ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସୁରିଲି ପଞ୍ଜାବୀ ୨୦୧୨ର ଫିଲ୍ମ “ପାୱାର କଟ’ରେ ନଜର ଆସିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।