ଯେଉଁ ହିରୋଇନ ମାନଙ୍କ ସୁନ୍ଦରତା ଓ ଆକଟିଂ ପାଇଁ ପୁରା ପାକିସ୍ଥାନ ଦିବାନା, କିନ୍ତୁ ସେମାନେ ଭାରତରେ ହେଲେ ଟୋଟାଲି ଫ୍ଲପ, ୪ ନମ୍ବର Actress କିଙ୍ଗ ଖାନଙ୍କ ହିରୋଇନ

ପାକିସ୍ତାନ ସିନେମାରେ ବହୁତ ସୁନ୍ଦର ଓ ସାନଦାର ଅଭିନେତ୍ରୀ ଅଛନ୍ତି । ଏମାନଙ୍କର ସୁନ୍ଦରତା ବଲିଉଡ ଅଭିନେତ୍ରୀ ମାନଙ୍କ ଠାରୁ କମ ନୁହେ । କିନ୍ତୁ ଯେତେବେଳେ ପାକିସ୍ତାନର ଏହି ଅଭିନେତ୍ରୀ ମାନେ ବଲିଉଡ ଜଗତକୁ ଆସିଲେ ସେତେବେଳେ ତାଙ୍କର ଫିଲ୍ମ ସବୁ ପ୍ଲଫ ହୋଇଥିଲା । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।୧- “ସବା କମର”: ଅଭିନେତା ଇରଫାନ ଖାନଙ୍କ ସହ ଅଭିନେତ୍ରୀ ସବା କମର “ହିନ୍ଦୀ ମିଡିୟମ” ଫିଲ୍ମରେ କାମ କରିଥିଲେ ।

ତାଙ୍କର ଭଲ କାମ କରିବା ସତ୍ବେ ମଧ୍ୟ ବଲିଉଡରେ ତାଙ୍କୁ ଆଉ ଫିଲ୍ମ ମିଳିଲା ନାହି ।

୨- “ସଜଲ ଏଲି” : ସଜଲ ଏଲି ୨୦୧୭ରେ ଅଭିନେତ୍ରୀ ଶ୍ରୀ ଦେବୀଙ୍କ ସହ “ମମ” ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ସଜଲ ଶ୍ରୀ ଦେବୀଙ୍କ ସାବତ ଝିଅର ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଶ୍ରୀ ଦେବୀଙ୍କ ସହ  ନଜର ଆସିଥିଲେ ମଧ୍ୟ ସଜଲ କେବଳ ସାଇଡ ଅଭିନେତ୍ରୀ ହୋଇ ରହି ଗଲେ ।

୩- “ମାବରା ହୋକେନ”: ମଡଲିଙ୍ଗରୁ ଆରମ୍ଭ କରି ଅଭିନେତ୍ରୀ ହେବା ପାଇଁ ଅଭିନୟ ଦୁନିଆରେ ବଲିଉଡ ଫିଲ୍ମ ଠାରୁ ନିଜର କ୍ଯାରିଆର ଆରମ୍ଭ କରିଥିଲେ । ମାବରା ହୋକେନ ୨୦୧୬ରେ “ସନମ ତେରି କସମ” ଫିଲ୍ମରେ ଅଭିନୟ କରି ବଲିଉଡରେ ପାଦ ରଖିଥିଲେ । ଏହି ଫିଲ୍ମରେ ସେ ଅଭିନେତୀ ହର୍ଷ ବର୍ଦ୍ଧନଙ୍କ ସହ ରୋମାନ୍ସ କରିବାର ନଜର ଆସିଥିଲେ । ଏହି ଫିଲ୍ମରେ ନିଜର ନାଁ ନ କମେଇ ପାରିବାରୁ ସେ ପୁଣିଥରେ ପାକିସ୍ତାନ ଫିଲ୍ମରେ ଅଭିନୟ କରି ଡେବ୍ୟୁ କରିଥିଲେ ।

୪- “ମାହିରା ଖାନ” : ପାକିସ୍ତାନର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଭାବେ ମାହିରା ଖାନ ପରିଚିତ ଅଟନ୍ତି । ମାହିରା ବଲିଉଡର କିଙ୍ଗ ସାରୁଖାନ ଙ୍କ ସହ “ରଇଜ” ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ଦୁଇଟି ଦେଶ ମାନଙ୍କର ସମ୍ପର୍କ ଭଲ ନ ଥିବାରୁ ତାଙ୍କୁ କାମ ମିଳିବା ବନ୍ଦ ହୋଇଗଲା ।

୫- “ବିନା ମଲିକ” : ବିନା ମଲିକ ଭାରତର ସବୁଠାରୁ ପପୁଲାର ସୋ “ବିଗ ବସ”ରେ ଅଭିନୟ କରି ବଲିଉଡରେ ପାଦ ରଖିଥିଲେ । ବଲିଉଡରେ ତାଙ୍କର ପ୍ରଥମ ଫିଲ୍ମ “ଡାଲ ମେ କୁଛ କାଲା ହେ” ଥିଲା । ଏହା ପରେ ସେ ଆଉ ଫିଲ୍ମ କରିନଥିଲେ ।

୬- “ମୀରା” : ମୀରା ଜଣେ ବୋଲ୍ଡ ଅଭିନେତ୍ରୀ ଅଟନ୍ତି । ସେ ତାଙ୍କର ବୋଲ୍ଡନେସ ପାଇଁ ବଲିଉଡରେ ନାଁ ହାସଲ କରିବାକୁ ଚାହୁଥିଲେ । ମୀରା ଅସ୍ମିତ ପଟେଲଙ୍କ ସହ “ନଜର” ଫିଲମରେ ଅଭିନୟ କରିଥିଲେ ମଧ୍ୟ ତାଙ୍କୁ ଆଉ କାମ ମିଳିନଥିଲା ।

୭- “ଜେବା ବଖତିୟାର” : ପାକିସ୍ତାନର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଜେବା ବଖତିୟାର ବଲିଉଡର “ହେନା” ଫିଲ୍ମରେ ପ୍ରଥମ ଥର ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ଭାରତରେ ସେ ବହୁତ ଲୋକପ୍ରିୟ ହୋଇ ପାରିଥିଲେ । ଏହା ପରେ ତାଙ୍କୁ ଆଉ କୌଣସି ଫିଲମ ମିଳିନଥିଲା ।

୮- “ସଲମା ଆଗା” : ଅଭିନେତ୍ରୀ ସଲମା ଆଗା ଅଭିନୟ ଦୁନିଆରେ ବଲିଉଡର “ନିକାହ” ଫିଲ୍ମରେ ଅଭିନୟ କରି ପ୍ରଥମ ଥର ପାଇଁ ପାଦ ଦେଇଥିଲେ । ଏହି ଫିଲ୍ମରେ ସଲମାଙ୍କ ଅଭିନୟ ଖୁବ ଲୋକପ୍ରିୟ ହୋଇଥିଲେ ମଧ୍ୟ ସେ ବଲିଉଡ ଜଗତରୁ ସବୁ ଦିନ ପାଇଁ ବିଦାୟ ନେଇଥିଲେ ।

୯- “ସାରା ଲୋରେନ”: ଭଟ୍ଟ କେମ୍ପଙ୍କ ଫିଲ୍ମ “ମର୍ଡର-୩” ରେ ସାରା ଲୋରେନେ ଡେବ୍ୟୁ କରିଥିଲେ । ଏହା ପରେ ସେ “ବରଖା”, “ଫ୍ରାଡ ସୟାଁ” ଫିଲ୍ମରେ ନଜର ଆସିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।