ପ୍ରେମ ଅନ୍ଧ ବୋଲି ପ୍ରମାଣ କରି ଦେଖାଇଦେଲେ Bollywood ର ଏହି 8 ଟି ଯୋଡି, ୪ ନମ୍ବର ଅଭିନେତ୍ରୀଙ୍କ ଆଗରେ ତ ତାଙ୍କ ସ୍ଵାମୀ ଲାଗନ୍ତି ଛୋଟ ପିଲା

ଆପଣ ମାନେ ଗୋଟିଏ କଥା ଶୁଣିଥିବେ କି ପ୍ରେମ ଅନ୍ଧ ହୋଇଥାଏ । ପ୍ରେମ କେବେବି ରଙ୍ଗ , ବୟସ , ଶାରୀରିକ ଗଠନ , ଜାତି , ଧର୍ମ ଦେଖେ ନାହିଁ । ପ୍ରେମ କାହାକୁ ବି କେଉଁଠାରେ ବି ହୋଇପାରେ । ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରି ସହ ସମ୍ପର୍କ ରଖିଥିବା କିଛି କଳାକାର ସହ ଏହିପରି କିଛି ଘଟଣା ହୋଇଛି । ଆଜି ଆମେ ଆପଣଙ୍କୁ ଏହି ପରି ଚର୍ଚିତ ୭ ଟି ଯୋଡି ବିଷୟରେ କହିବୁ ଯେଉଁମାନଙ୍କର କି କୌଣସି ମେଲ ଖାଉ ନାହିଁ । ଏବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟ ରେ

ଜୁହୀ ଚାଉଲା – ଜୟା ମେହେତା- ୯୦ ଦଶକ ର ବହୁ ଚର୍ଚିତ ଅଭିନେତ୍ରୀ ଜୁହୀ ଚାଉଲାଙ୍କ ନାମ ପ୍ରସିଦ୍ଧ ଅଟେ । ଜୁହୀ ବର୍ଷ ୧୯୯୫ ରେ ବ୍ୟବସାୟୀ ଜୟ ମେହେଟା ସହ ବିବାହ କରିଥିଲେ । ଜୟା ମେହେଟା ଦେଖିବାକୁ ଜୁହୀଙ୍କ ତୁଳନାରେ ବୃଦ୍ଧ ଜଣା ଜଣାପଡନ୍ତି । ଯେତେବେଳେ କି ଜୁହୀ ଆଜି ବି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ରାନି ମୁଖାର୍ଜୀ – ଆଦିତ୍ୟ ଚୋପଡା

ରାନି ମୁଖାର୍ଜୀ ଜଣେ ବଲିଉଡ ର ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ରାଣୀ ୨୦୧୪ ରେ ଯଶରାଜ ଫିଲ୍ମର ଚେୟାର ମ୍ୟାନ ଆଦିତ୍ୟ ଚୋପଡାଙ୍କୁ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଯୋଡି ବହୁତ ଅଲଗା ଦେଖାଯାଉଥିଲା ।

ରାନିଙ୍କୁ ୪୨ ବର୍ଷ ହୋଇଥିବା ବେଳେ ଆଦିତ୍ୟଙ୍କୁ ୪୯ ବର୍ଷ ହୋଇଥିଲା । ଏହି ଦୁଇଜଣଙ୍କ ଯୋଡି ବିଲକୁଲ ବି ମେଲ ଖାଉ ନଥିଲା । ରାଣୀ ଓ ଆଦିତ୍ୟଙ୍କର ଗୋଟିଏ ଝିଅ ଅଛି ଯାହାର ନାମ ଆଦିରା ।

ଶ୍ରୀଦେବୀ – ବୋନି କାପୁର

ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ବଲିଉଡର ଜଣେ ପ୍ରଥମ ଶ୍ରେଣୀର ସୁପର ଷ୍ଟାର ଥିଲେ । ଶ୍ରୀଦେବୀ ପ୍ରଥମ ବିବାହ ୧୯୮୫ରେ ମିଥୁନ ଚକ୍ରବତୀଙ୍କ ସହ କରିଥିଲେ । ଯେତେବେଳେ କି ବୋନି କାପୁର ପ୍ରଥମ ବିବାହ ମୋନା କାପୁରଙ୍କୁ କରିଥିଲେ । ୧୯୮୮ ରେ ଶ୍ରୀଦେବୀ ମିଥୁନଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ବୋନିକାପୁର ମୋନାଙ୍କ ଠାରୁ ଅଲଗା ହୋଇଯାଇଥିଲେ । ଏହା ପରେ ବୋନୀ କାପୁର ଶ୍ରୀଦେବୀଙ୍କୁ ୧୯୯୬ ରେ ବିବାହ କେରିଥିଲେ । କିନ୍ତୁ ଶ୍ରୀ ଦେବୀ ସୁନ୍ଦର ଦେଖାଯାଉଥିବା ବେଳେ ବୋନୀ କାପୁର ବହୁତ ବଡ ଓ ମୋଟା ଦେଖାଯାଉଥିଲେ ।

ଫରାହ ଖାନ – ଶିରିଷ କୁନ୍ଦର

ଫରାହ ଖାନ ନିଜ ସ୍ଵାମୀ ଶିରିଶ କୁନ୍ଦରଙ୍କଠାରୁ ୮ ବର୍ଷ ବଡ ଅଟନ୍ତି । ଫରାହ ଶିରିଶ ଙ୍କ ଠାରୁ ବଡ ଦେଖାଯିବା ସହ ଶାରୀରିକ ଗଠନ ଅନୁସାରେ ବହୁତ ବଡ ଦେଖାଯାଉଛନ୍ତି । ଫରାହ କୋରିଆଗ୍ରାଫର – ନିର୍ଦେଶକ ଓ ଫିଲ୍ମ ନିର୍ମାତା ଅଟନ୍ତି । ଶିରିଶ କୁନ୍ଦର ଫିଲ୍ମ ଏଡିଟର ଅଛନ୍ତି । ଏହି ଦୁଇଜଣ ୨୦୦୪ ରେ ବିବାହ କରିଥିଲେ । ଏମାନଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛି ।

ଅର୍ପିତା ଖାନ – ଆୟୁଷ ଶର୍ମା

ଅରପିତା ଖାନ ଅଭିନେତା ସଲମାନ ଖାନଙ୍କ ଭଉଣୀ ଅଟନ୍ତି । ଅରପିତା  ଓ ଆୟୁଶଙ୍କ ଯୋଡି ବିଲକୁଲ ମେଳ ଖାଉନଥିଲା । ୩୧ ବର୍ଷୀୟ ଅରପିତା ୨୦୧୪ ରେ ଆୟୁଷ ଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ଅଛି । ଯାହାର ନାମ ଆହିଲ ଅଟେ ।

ନୀତି ଟେଲର – ପରୀକ୍ଷିତ ବାବା

ନିତିନ ଟେଲର ଏକ ଟିଭି ଅଭିନେତ୍ରୀ ଅଟନ୍ତି । ନୀତି ଅଗଷ୍ଟ ୨୦୨୦ ରେ ପରିଖିତଙ୍କ ସହ ବିବାହ କରିଥିଲେ । ଦୁଇଜଣଙ୍କ ମଧ୍ୟରେ ବୟସର ବହୁତ ତଫାତ ଥିବା ସହ ଶରୀର ଗଠନ ମଧ୍ୟ ବହୁତ ଅସମାନତା ଅଛି ।

ଟ୍ୟୁଲିୟ ଜୋଶୀ – କେପ୍ଟନ ନାୟାର

୪୧ ବର୍ଷୀୟ ଟ୍ୟୁଲିୟ ଜୋଶୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି କିନ୍ତୁ କେପଟେନ ନାୟାରଙ୍କୁ ଦେଖିଲେ ଜଣାପଡେ ନାହିଁ କି ସେ ଟ୍ୟୁଲିୟ ଙ୍କ ସ୍ଵାମୀ ଅଟନ୍ତି । ଦୁଇଜଣଙ୍କ ଉଚ୍ଚତାରେ ବହୁତ ଫରକ ଦେଖାଯାଏ । ଟ୍ୟୁଲିୟ ନିଜ ସ୍ଵାମୀ କେପଟନ ନାୟାରଙ୍କ ଠାରୁ ଉଚ୍ଚତାରେ ବଡ ଦେଖାଯାଉଛନ୍ତି ।

ସିମୋନ ସିଂହ – ଫରହାଦ ସମର

ଟିଭି ଜଗତର ସବୁଠୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଶିମୋନ ଅନ୍ୟତମ । ୪୬ ବର୍ଷୀୟ ଶିମୋନ ବର୍ଷ ୨୦୦୦ ରେ ଫରହାଦ ସମରଙ୍କୁ ବିବାହ କରିଥିଲେ । କିନ୍ତୁ ଦୁଇଜଣ ଙ୍କ ଯୋଡିକୁ ଦେଖିଲେ ଦୁଇଜଣ ସ୍ଵାମୀ ଓ ସ୍ତ୍ରୀଙ୍କ  ଭଳି ଦେଖାଯାନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।