Akshay Kumar ଙ୍କ 5 ଗଲଫ୍ରେଣ୍ଡ ସମସ୍ତେ ଦେଖିବାକୁ ବହୁତ ସୁନ୍ଦର, 3ନଂ ତ କରି ସାରିଥିଲେ ନିର୍ବନ୍ଧ, ହେଲେ ଶେଷରେ…

୧୯୯୨ ମସିହା ରେ ସୌଗନ୍ଧ ଫିଲ୍ମ ରୁ ନିଜର ବଲିଉଡ କ୍ୟାରିୟର ର ଆରମ୍ଭ କରିଥିବା ଅଭିନେତା ଅକ୍ଷୟ କୁମାର ବଲିଉଡ ର ଏମିତି ଗୋଟେ ହିରୋ ଅଟନ୍ତି ଯାହାକୁ ଇଣ୍ଡଷ୍ଟ୍ରି ରେ ଖିଲାଡ଼ି କୁହାଯାଏ । ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣିଥାନ୍ତି ଅକ୍ଷୟ କୁମାର । ତାଙ୍କ ଫିଲ୍ମ ପାଇଁ ସମସ୍ତେ ସବୁବେଳେ ଅପେକ୍ଷା କରିଥାନ୍ତି । ଅକ୍ଷୟ ଆଜି ନିଜ ପରିବାର ଲୋକଙ୍କ ସହିତ ଖୁସିରେ ଅଛନ୍ତି କିନ୍ତୁ ଏମିତି କିଛି ସମୟ ଥିଲା ଯେତେବେଳେ ଅକ୍ଷୟ ଙ୍କ ଅଫେୟାର ମିଡ଼ିଆ ରେ ଚର୍ଚ୍ଚାରେ ରହିଥିଲା । ତେବେ ଚାଲନ୍ତୁ ଜାଣିବା ଅକ୍ଷୟଙ୍କ ପ୍ରେମିକା ଙ୍କ ବିଷୟରେ ।

ଆଇସା ସୂଲ୍ଖା :- ବଲିଉଡ ର ସୁନ୍ଦର ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି ଆଈସା । ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ । ଆଇସା ଅକ୍ଷୟ ଙ୍କୁ ନେଇ ସିରିଅସ ଥିଲେ କିନ୍ତୁ ଅକ୍ଷୟ ସେତେବେଳେ ଆଇସା ଙ୍କୁ ନେଇ କିଛି ଭାବିନଥିଲେ ।

ପୂଜା ବତ୍ରା:- ମଡେଲ ପୂଜା ଙ୍କ ନାମ ମଧ୍ୟ ଖିଲାଡ଼ି ଅକ୍ଷୟ କୁମାର ଙ୍କ ସହିତ ଯୋଡି ହୋଇସାରିଛି । ଯେତେବେଳେ ପୂଜା ଙ୍କ ସହିତ ଅକ୍ଷୟ ଙ୍କ ନାମ ଯୋଡା ଗଲା ସେତେବେଳେ ପୂଜା ବହୁତ ଫେମସ ଥିଲେ । ପୂଜା ଅକ୍ଷୟ ଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଅକ୍ଷୟ ବିବାହ ପାଇଁ ରାଜି ନଥିଲେ ।

ଶିଳ୍ପା ସେଠି:- ୯୦ ମସିହାରେ ଅକ୍ଷୟ ଏବଂ ଶିଳ୍ପା ବଲିଉଡ ର ହଟ ଯୋଡ଼ି ମାନଙ୍କ ଭିତରୁ ଗୋଟେ ଥିଲା । ଶିଳ୍ପା ସେଠି ନିଜେ ଏହି କଥାକୁ ସ୍ୱୀକାର କରିଥିଲେ କି ସେ ଆଊ ଅକ୍ଷୟ ନିର୍ବନ୍ଧ କରିସାରିଥିଲେ କିନ୍ତୁ ପରେ ଦୁହେଁ ଅଲଗା ହେବାକୁ ନିଷ୍ପତି ନେଇଥିଲେ ।

ରବିନା ଟଣ୍ଡନ:- ବଲିଉଡ ର ସୁନ୍ଦରୀ ରବୀନା ଙ୍କ ସହିତ ମଧ୍ୟ ଅକ୍ଷୟ ଙ୍କ ପ୍ରେମ ସମ୍ପର୍କ ବହୁତ ଦିନ ଧରି ଚାଲିଥିଲା । ଏବଂ ଏହା ଚର୍ଚ୍ଚାରେ ମଧ୍ୟ ଥିଲା । ଦୁହେଁ ବହୁତ ଫିଲ୍ମ୍ ଏକା ସାଥିରେ କରିଥିଲେ । ଦୁହେଁ ଡେଟ କରୁଥିଲେ । କିନ୍ତୁ କିଛି ସମୟ ପରେ ଦୁହେଁ ଅଲଗା ହୋଇଥିଲେ ।

ରେଖା:- ଅକ୍ଷୟ କୁମାର ଙ୍କ ନାମ ନିଜଠାରୁ ବଡ଼ ଏବଂ ସୁନ୍ଦର ଅଭିନେତ୍ରୀ ରେଖା ଙ୍କ ସହିତ ମଧ୍ୟ ଯୋଡା ହୋଇଥିଲା । କୁହାଯାଉଥିଲା କି ଦୁହେଁ ଙ୍କ ଭିତରେ ଫିଲ୍ମ ଖିଲାଡ଼ି କେ ଖିଲାଡ଼ିୟୋ ରୁ ପରସ୍ପର କୁ ଭଲ ପାଇବସିଥିଲେ । କିନ୍ତୁ ପରେ ଦୁହେଁ ଅଲଗା ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।