ସଞ୍ଜୟ ଦତ୍ତଙ୍କର ତିନି ଜଣ ସ୍ତ୍ରୀ ସୁନ୍ଦରତାରେ ଜଣଙ୍କ ଠାରୁ ବଳି ଜଣେ, ଶେଷ ସ୍ତ୍ରୀଙ୍କ ସାମ୍ନାରେ ତ ସବୁ ହିରୋଇନ ଫେଲ, ଦେଖନ୍ତୁ

ସଞ୍ଜୟ ଦତ୍ତଙ୍କର ବାୟୋପିକ ଫିଲ୍ମରେ ରଣବୀର କପୂର ନିଜର ଦମଦାର ଅଭିନୟ ସହିତ ସଞ୍ଜୟ ଦତ୍ତଙ୍କର ପୁରା ଜୀବନର କାହାଣୀକୁ ପରଦାରେ ରଖିଥିଲେ । ସଞ୍ଜୟ ଦତ୍ତଙ୍କର କାହାଣୀ ଯେତେ ରୋମାଞ୍ଚକର ଥିଲା ସେତିକି ବ୍ୟଥାପୂର୍ଣ୍ଣ ବି ଥିଲା । କିନ୍ତୁ ସଞ୍ଜୟ ଦତ୍ତଙ୍କର କାହାଣୀରେ ଯେଉଁ କଥା ଦର୍ଶକମାନଙ୍କ ମଧ୍ୟରେ ଉତ୍ସାହ ଆଣିଥିଲା ତାହା ହେଉଛି ତାଙ୍କର ଲଭ ଅଫେୟାର । ସଞ୍ଜୟ ଦତ୍ତ ନିଜ ଜୀବନରେ ବହୁତ ଲଭ ଅଫେୟାର କରିଛନ୍ତି ଓ ତିନୋଟି ବିବାହ ବି କରିଛନ୍ତି ।

ଆଜି ଆମେ ଆପଣଙ୍କୁ ତାଙ୍କର ପତ୍ନୀମାନଙ୍କ ସହ ସାକ୍ଷାତ କରାଇବାକୁ ଯାଉଛୁ । ଯେଉଁମାନେ କି ବହୁତ ସୁନ୍ଦର ଅଟନ୍ତି ।

ପ୍ରଥମ ପତ୍ନୀ (ରିଚା ଶର୍ମା)

ସଞ୍ଜୟ ଦତ୍ତଙ୍କର ପ୍ରଥମ ପତ୍ନୀ ରିଚା ଶର୍ମା ଥିଲେ । ଦୁଇ ଜଣ ବର୍ଷ ୧୯୮୭ରେ ବିବାହ କରିଥିଲେ । ବର୍ଷ ୧୯୮୮ରେ ରିଚା ଏକ ଝିଅକୁ ବି ଜନ୍ମ ଦେଇଥିଲେ । ଯାହାର ନାମ ତ୍ରିଶାଲା ଅଟେ । କିନ୍ତୁ କିଛି ସମୟ ପରେ ବ୍ରେନ ଟ୍ୟୁମର କାରଣରୁ ରିଚା ଶର୍ମାଙ୍କର ମୁର୍ତ୍ୟୁ ହୋଇଗଲା । ବର୍ତ୍ତମାନ ତ୍ରିଶାଲା ନିଜର ଗ୍ରାଣ୍ଡପ୍ୟାରେଣ୍ଟସଙ୍କ ସହ ୟୁଏସ ରେ ରହୁଛନ୍ତି ।

ଦ୍ଵିତୀୟ ପତ୍ନୀ (ରିୟା ପିଲ୍ଲଈ)

ପ୍ରଥମ ପତ୍ନୀଙ୍କ ମୁର୍ତ୍ୟୁ ପରେ ସଞ୍ଜୟ ଦତ୍ତଙ୍କୁ ରିୟା ପିଲ୍ଲଈଙ୍କ ସହ ପ୍ରେମ ହୋଇଗଲା ଓ ଦୁଇ ଜଣ ୧୯୯୮ରେ ବିବାହ କରି ନେଲେ । ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ ଓ ବର୍ଷ ୨୦୦୫ରେ ଦୁଇ ଜଣଙ୍କ ମଧ୍ୟରେ ମତଭେଦ କାରଣରୁ ସେମାନେ ଡିଭୋର୍ସ ନେଇଗଲେ । କହିବାକୁ ଗଲେ ବର୍ଷ ୨୦୦୨ରେ ସଞ୍ଜୟ ଦତ୍ତଙ୍କୁ ଫିଲ୍ମ ‘କାଣ୍ଟେ’ର ଶୁଟିଙ୍ଗ ସମୟରେ ନାଦିୟା ଦୁର୍ରାନୀଙ୍କ ସହ ପ୍ରେମ ହୋଇଗଲା ଓ ଯେଉଁ କାରଣରୁ ରିୟା ପିଲ୍ଲଈ ସଞ୍ଜୟ ଦତ୍ତଙ୍କୁ ଛାଡି ଦେଲେ ।

ତୃତୀୟ ପତ୍ନୀ (ମାନ୍ୟତା ଦତ୍ତ)

ଜୀବନର ବହୁତ ସଂଘର୍ଷ ଓ ଲମ୍ବା ଯାତ୍ରା ପରେ ବର୍ଷ ୨୦୦୮ରେ ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତଙ୍କ ସହ ବିବାହ କରିଥିଲେ । ବର୍ଷ ୨୦୧୦ରେ ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତଙ୍କର ଦୁଇଟି ଶିଶୁ ଜନ୍ମ ହୋଇଥିଲେ । ଯେଉଁଥିରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଟେ । ବର୍ତ୍ତମାନ ମାନ୍ୟତା ସଞ୍ଜୟଙ୍କର ପ୍ରୋଡକ୍ଶନ ହାଉସ ସମ୍ଭାଳୁଛନ୍ତି ଓ ଦୁଇ ଜଣ ଏକ ସୁଖମୟ ଜୀବନ ଯାପନ କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।