ବାଟ ଜଗିଲା ଭୁତ, ଫଟୋ ଉଠାଇଲେ ଦୁଇ ବନ୍ଧୁ ଓ କହିଲେ କିଛି ଏମିତି କଥା, ଶୁଣିଲେ ଡରିଯିବେ ଆପଣ, ଦେଖନ୍ତୁ ଭିଡିଓ

ଆମେ ମାନେ ଆଜି ଦୁନିଆରେ ଖୁବ ଆଧୁନିକ ହେଳୁଣୀ । ଏହା ସହ ବିଜ୍ଞାନ ମଧ୍ୟ ଖୁବ ଅଗ୍ରଣୀ କଲାଣି । ତେବେ ସମୟରେ କିଛି ଲୋକମାନେ ଆଜି ଭି ଭୁତ ପ୍ରେତ ଉପରେ ବିଶ୍ବାଶ ରଖିଛନ୍ତି ।

ଆଜି ଆମେ ଆପଣଙ୍କୁ ଏଭଳି ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ କହିବାକୁ ଯାଉଛୁ । ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହା ହେଉଛି ଆମ ରାଜ୍ୟର ରାୟଗାଡା ଜିଲ୍ଲାର ଘଟଣା । ରାୟଗଡା ଜିଲ୍ଲାର ଦୁଇ ଯୁବକ ଉଠାଇଲେ ଏକ ଭୂତତର ଫଟ ଆଜ୍ଞା ହଁ । ଦୁଇ ଯୁବକ ହେଉଛନ୍ତି ଅନାଦି ରାଲିକା ଓ  ଚିନ୍ନା ରାଲିକା । ଦୁଇଜଣ ବନ୍ଧୁ ଅଟନ୍ତି ।

ଏହି ଦୁଇ ଜଣ ରାୟଗଡା ଜିଲ୍ଲା ର ବିଷମ କଟକ ଥାନା ଅନ୍ତର୍ଗତ ରାମବୁ ଗାଁର ନିବାଶି । ଏମାନାଙ୍କ କହିବା ଅନୂସାରେ ସେମାନେ ୨୪ ତାରିଖ ଦିନ ଘରକୁ ଫେରୁଥିବା ସମୟରେ ସେ ଦେଖିଥିଲେ ଏକ ଛାୟା ମୂର୍ତ୍ତି କୁ । ଯେହେତୁ ସେମାନେ ଦୁଇ ଜଣ ଥିଲେ ତେଣୁ ସାହାଶ କରି ମୋବାଇଲ ବାହାର କରିଥିଲେ ଓ ଏହାର ଫଟ ଉଠାଇବା ପାଇଁ ଚେଷ୍ଟା କରିଥିଲେ ।

ସେମାନେ ଆସିବା ରାସ୍ତା ହେଉଛି ବଣୁଆ ଜାଗା ଏଥିରେ ରାସ୍ତା ବି ସୁନ ସାନ । ଅନ୍ଧାରରେ ଭରପୁର ଜାଗା ଏହା ସହ ଡର ଥାଏ ମନରେ କିଛିବି ଘଟଣା ଘଟିଯାଇ ପାରେ । ହଠାତ ନଜର ପଡିଥିଲା ଏକ ଛାୟା ଉପରେ ଏହା ପରେ ଦୁହେଁ ତାକୁ ଦେଖୁ ଦେଖୁ ଗୋଟେ ଝିଅ ବୋଲି ଭାବିନେଇଥିଲେ । ମାତ୍ର ଉଭୟ ଭୁତ ଓ ଦୁଇ ଯୁବକ ମୁହାଁ ମୁହିଁ ହେଲା ପରେ ଭୂତଟି ସେହି ଜାଗାରୁ ଚାଲି ଯାଇ ଏକ ମହୁଲ ଗଛ ପାଖେ ଅଟକିଥିଲା ।

ଓ ଏହା ଗଛ ପଛକୁ ଯାଇ ଦୁଇ ଯୁବକଙ୍କୁ ଦେଖି କିଛି ସମୟ ପରେ ଉଭାନ ହୋଇ ଯାଇଥିଲା ବୋଲି ଦୁଇ ଜଣ ମତ ଦେଇଛନ୍ତି । ସେମାନେ ଯେତେବେଳେ ଏହାକୁ ଦେଖିଲେ ଦୂରରୁ ମଣିଷ ବୋଲି ଭାବିଛନ୍ତି ଯେତେବେଳେ ଏହା ପାଖା ପାଖି ଆସି ଥିଲେ ସେମାନେ କେବଳ ଆଖି ଦେଖା ଯାଉଥିଲା ନା ହାତ ନା ଗୋଡ କିଛି ଦେଖା ଯାଉ ନଥିବା କଥା କହିଛନ୍ତି ।

ତେବେ ଆଜିର ବିଜ୍ଞାନ ଯୁଗରେ ହେତୁ ବାଦୀ ମାନେ କହିଛନ୍ତି  ଭୁତ ପ୍ରେତ ବୋଲି ଦୁନିଆରେ କିଛି ନଥାଏ । ମାତ୍ର ଏହି ଗ୍ରାମବାସି ମାନେ ଏଭଳି କିଛି ଶକ୍ତି ତାଙ୍କ ଗ୍ରାମର ଆଖ ପାଖରେ ଥିବାର ବିଶ୍ଵାସ ରଖିଛନ୍ତି ।  ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ