ବହୁତ ହିଁ ମହଙ୍ଗା ଘରେ ରୁହନ୍ତି ଫିଲ୍ମ “Bahubali” ର ଷ୍ଟାରମାନେ, Pravas ଙ୍କ ଘର ର ଦାମ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ବଲିଉଡ ଜଗତରେ ଅନେକ ଫିଲ୍ମ ହିଟ ହେବା ସହ ଦର୍ଶକଙ୍କ ନଜରରେ ଆଜି ପର୍ଯ୍ୟନ୍ତ ଲୋକପ୍ରିୟ ହୋଇ ରହିଛି । ସେଥି ମଧ୍ୟରୁ ୨୦୧୫ରେ ରିଲିଜ ହୋଇଥିବା ସାଉଥ ଫିଲ୍ମ “ବାହୁବାଲି” ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମଟି ସବୁଠାରୁ ଅଧିକ ପଇସା କମାଇବାରେ ସଫଳ ହୋଇଥିଲା । ଏହି ଫିଲ୍ମର ଅଭିନେତା ଓ ଅଭିନେତ୍ରୀମାନେ ନିଜର ସୁନ୍ଦର ଅଭିନୟରେ ଫିଲ୍ମର କାହାଣୀକୁ ଏତେ ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି ଯେ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି ।

ଏହାଛଡା କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଜ୍ଯନ୍ତ ଦର୍ଶକ ମାନେ ଏହି ଫିଲ୍ମଟିକୁ ଭରପୁର ଭଲ ପାଇବା ଦେଇଛନ୍ତି । ବ୍ଲକ ବାଷ୍ଟରରେ ଏହି ଫିଲ୍ମଟି ନିଜର ବେଷ୍ଟ ଦେଇଥିଲା । ଏହି ଫିଲ୍ମରେ ମାହେଶ୍ଵତି ମାନେ ରାଜା ମହାରାଜାର ଅଭିନୟରେ ନିଜକୁ ସାମିଲ କରିଥିଲେ । ଆଜି ଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କଳାକାର ମାନେ ନିଜର ବାସ୍ତବ ଜୀବନରେ କେତେ ମହଙ୍ଗା ଘରେ ରହିଛନ୍ତି ତାହାର ବିସ୍ତୃତ ବିବରଣୀ ଦେବାକୁ ଯାଉଛୁ ।

“ବାହୁବାଲି” ଫିଲ୍ମରେ ଅଭିନେତା ଭାବେ ମୁଖ୍ୟ ଭୁମିକାରେ ପ୍ରଭାସ ଓ ଅଭିନେତ୍ରୀ ଭାବେ ମୁଖ୍ୟ ଭୂମିକାରେ ଅନୁଷ୍କା ନିଜ ଅଭିନୟର ଖୁବ ପ୍ରଦର୍ଶନ କରିଛନ୍ତି । ଏହି ଫିଲ୍ମରେ ଅନେକ କଳାକାର ମାନେ ନିଜର ସାନଦାର ଅଭିନୟରେ ଫିଲ୍ମଟିକୁ ବହୁତ ଆଗକୁ ନେବାରେ ସଫଳ ହୋଇଛନ୍ତି ।

୧- ରାମ୍ୟ କ୍ରିଶ୍ନାନ :ଏହି ଫିଲ୍ମରେ ମାହେଶ୍ଵତି ରାଜ୍ୟର ରାଜଗଦିକୁ ସମ୍ଭାଳିଥିବା ଶିବଗାମୀ ଭୂମିକାରେ ଅଭିନୟ କରି ଅଭିନେତ୍ରୀ ରାମ୍ୟ କ୍ରିଶ୍ନାନ ଯିଏ ଆଜି ଏକ ନୂଆ ପରିଚୟ ନେଇ ନିଜର ଲାଇଫ ବିତାଉଛନ୍ତି । ରାମ୍ଯଙ୍କର ନିଜର ବାସ୍ତବ ଜୀବନ ବିଷୟରେ କହିବାକୁ ଗଲେ ଚେନ୍ନାଇରେ ୧୫ କୋଟି ଟଙ୍କାର ଆଲିଶାନ ଘର ରହିଛି । ଯାହା ଦେଖିବାକୁ ସ୍ଵପ୍ନର ଘର ପରି ମନେ ହୁଏ । ପରିବାର ସଦସ୍ୟଙ୍କ ଅନୁସାରେ ତାଙ୍କ ଘରର ରୁମ ସବୁ ସଜାଯାଇଛି ।

୨- ରାଣା ଦୁଗୁବତୀ : ଭଲାଲ ଚରିତ୍ରରେ ଅଭିନୟ କରିଥିବା ରାଣା ଦୁଗୁବତୀ ନିଜର ଅଭନୟରେ ଫିଲ୍ମଟିକୁ ହିଟ କରିବାରେ ମୁଖ୍ୟ ଭୂମିକାରେ ରହିଛନ୍ତି । ରାଣାଙ୍କର ଚେନ୍ନାଇରେ ୧୧ କୋଟି ଟଙ୍କାର ଆଲିଶାନ ଘର ରହିଛି । ଘରର କାନ୍ଥ ସବୁ ବହୁତ ସୁନ୍ଦର ରଙ୍ଗରେ ସଜାଯାଇଛି ।

୩- ଅନୁଷ୍କା ସେଠୀ : ମହାରଣୀ ଦେବସେନାର ସୁନ୍ଦର ଅବିନୟ କରି ଅନୁଷ୍କାଙ୍କର ବାସ୍ତବ ଜୀବନରେ ହାଇଦ୍ରାବାଦରେ ୧୨କୋଟିର ସାନଦାର ଘର ରହିଛି । ଘର ଭିତରର ସୁନ୍ଦରତା ଏତେ ଭଲ ଯେ ଯାହାର କଳ୍ପନା କରିବା ସମ୍ଭବ ନୁହେ ।

୪- ନସର : ବିଜଳା ଦେବର ଚରିତ୍ରରେ ସୁନ୍ଦର ଅଭିନୟ କରି ନସର ନିଜର ବେଷ୍ଟ ଦେଇଛନ୍ତି । ତାଙ୍କର ତାମିଲନାଡୁର ଚେନ୍ନାଇରେ ୮କୋଟିର ଆଲିଶାନ ଘର ରହିଛି । ତାଙ୍କ ଘରର ଭୀତର ଯେତିକି ସୁନ୍ଦର ଘର  ଚାରିପାଖରେ ଗଛ ଗୁଡିକୁ ମଧ୍ୟ ସୁନ୍ଦର ଭାବେ ସଜାଯାଇଛି ।

୫- ପ୍ରଭାସ : ଅମେରେନ୍ଦ୍ର ବାହୁବଲିର ଚରିତ୍ରରେ ପ୍ରଭାସ ସୁନ୍ଦର ଅଭିନୟ କରି ପୁରା ସାଉଥ ଇଣ୍ଡଷ୍ଟ୍ରିରେ ନିଜର ନାଁ କରିପାରିଛନ୍ତି । ହାଇଦ୍ରାବାଦର ଯୁଗଳିହେସରେ ୬୫କୋଟିର ବଙ୍ଗଳା ରହିଛି । ତାଙ୍କ ଘରର କଲରିଙ୍ଗ ଏତେ ସୁନ୍ଦର ହୋଇଛି ଯେଉଁଥିରେ ସବୁ ପ୍ରକାରର ସୁବିଧା ରହିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ