ସାଉଥର ସବୁଠୁ ଧନୀ ହିରୋଇନ ହେଉଛନ୍ତି Tamanna Bhatia, ସମ୍ପତ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ତମନ୍ନା ଭାଟିୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯିଏ ନିଜର ସୁନ୍ଦରତା ଓ ଅଭିନୟ ଦ୍ଵାରା ଦର୍ଶକମାନଙ୍କୁ ନିଜର ଦିବାନା କରିଛନ୍ତି । ତମନ୍ନା ଭାଟିୟା ସାଉଥର ସେହ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯେଉଁମାନେ ବଲୀଉଡକୁ ବି ବହୁତ ଭଲ ଭଲ ଫିଲ୍ମ ଦେଇଛନ୍ତି । ତମନ୍ନା ଭାଟିୟାଙ୍କ ସୁନ୍ଦରତା ଓ ଅଭିନୟର କୋଟି କୋଟି ଦିବାନା ଅଛନ୍ତି । ଏହା ସହିତ ତାଙ୍କର ଭଲ ଫ୍ୟାନ ଫୋଲଇଙ୍ଗ ବି ଅଛି ।

୨୮ ବର୍ଷର ତମନ୍ନା ଭାଟିୟାଙ୍କ ଜନ୍ମ ୨୧ ଡିସେମ୍ବର ୧୯୮୯ରେମୁମ୍ବାଇରେ ହୋଇଥିଲା । ସେ ମୂଳ ରୂପରେ ତାମିଲ ଓ ତେଲୁଗୁ ଫିଲ୍ମର ଅଭିନେତ୍ରୀ ଅଟନ୍ତି । କିନ୍ତୁ ସେ ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ବର୍ଷ ୨୦୦୫ରେ ରିଲିଜ ହୋଇଥିବା ବଲୀଉଡର ଫିଲ୍ମ ‘ଚାନ୍ଦ ସା ରୋସନ ଚେହେରା’ ଫିଲ୍ମରୁ କରିଥିଲେ ।

ଏହା ପରେ ସେ ସାଉଥ ଫିଲ୍ମରେ କାମ କରିବାକୁ ଲାଗିଲେ । ତମନ୍ନା ସାଉଥ ଇଣ୍ଡଷ୍ଟ୍ରିର ପ୍ରାୟତଃ ସବୁ ସୁପରଷ୍ଟାର ଅଭିନେତାଙ୍କ ସହ କାମ କରିସାରିଛନ୍ତି । ସେ ସାଉଥର ସବୁଠୁ ପପୁଳାର ଅଭିନେତ୍ରୀ ମଧ୍ୟ ଅଟନ୍ତି । ଏହା ପରେ ୨୦୧୩ରେ ସେ ଫିଲ୍ମ ‘ହିମ୍ମତୱାଲା’ରୁ ହିନ୍ଦୀ ସେଇନାମା ଜଗତକୁ ପୁଣି ଥରେ ଫେରିଥିଲେ । ଏହି ଫିଲ୍ମରେ ସେ ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ । ଏହା ପରେ ‘ହମଶକ୍ଲ’ ଫିଲ୍ମରେ ବି ନଜର ଆସିଥିଲେ ।

ଏହା ସହିତ ତମନ୍ନା ବଲୀଉଡର ଅନ୍ୟ କିଛି ଫିଲ୍ମରେ ବି ଅଭିନୟ କରିଛନ୍ତି । ସେ ବର୍ତ୍ତମାନ କିଛି ୱେବ ସିରିଜ କରୁଛନ୍ତି ଓ ଆସନ୍ତା ସମୟରେ ସେ ଅନ୍ୟ କିଛି ଫିଲ୍ମରେ ବି ନଜର ଆସିବେ । କିନ୍ତୁ ସାଉଥରେ ତାଙ୍କୁ ଯେତିକି ସଫଳତା ମିଳିଛି ବଲୀଉଡରେ ତାଙ୍କୁ ସେହିଭଳି କିଛି ଖାସ ସଫଳତା ମିଳିନାହିଁ । ତମନ୍ନା ଭାଟିୟା ସାଉଥର ସବୁଠୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନାରେ ଆସନ୍ତି । ବର୍ତ୍ତମାନ ହିଁ କିଛି ଦିନ ତଳେ ତମନ୍ନା ଭାଟିୟା ମୁମ୍ବାଇର ବରସୋବାରେ ଦୁଇ ଗୁଣା ମୂଲ୍ୟ ଦେଇ ସମୁଦ୍ର ପାଖରେ ଏକ ଆପାର୍ଟମେନ୍ଟ କିଣିଛନ୍ତି ।

କୁହାଯାଉଛୁ କି ସମୁଦ୍ର ନିକଟରେ ଥିବା ଗୋଟିଏ ଫ୍ଲାଟ ପାଇଁ ମାର୍କେଟ ରେଟ ଠାରୁ ଦୁଇ ଗୁଣା ଅଧିକ ଟଙ୍କା ଦେଇଛନ୍ତି । ଯଦି ତମନ୍ନା ଭାଟିୟାଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ବର୍ତ୍ତମାନ ହିଁ ଆସୁଥିବା ଏକ ରିପୋର୍ଟ ଅନୁସାରେ ତାଙ୍କ ପାଖରେ ପାଖାପାଖି ୧୧୨ କୋଟି ଟଙ୍କା ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।