ଓଡିଆ ଜୋକ୍ସ- ଦିନେ ମଣ୍ଟୁ ନିଜର ପାଖ ପଡୋଶୀକୁ, ତାଙ୍କ ଘରେ ଛାଡିବାକୁ ଯାଇଥିଲା, ରାତି ବହୁତ ହୋଇ ଯାଇଥିବାରୁ ପଡୋଶୀ ଆଣ୍ଟି ତାକୁ କହିଲେ – ତୁମେ ସୋନୁର ରୁମରେ ଶୋଇ ଯାଅ…

ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏହା ତ ସମସ୍ତ ଜାଣିଛନ୍ତି । ହସିବାର କୌଣସି ବି ଚାନ୍ସ କିଏ ବି ଛାଡିବାକୁ ଚାହେଁ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ ଆପଣଙ୍କ ସମସ୍ତ ସମସ୍ୟା ବି ଦୂର କରିଥାଏ । ଏହି ଛୋଟ ଜୀବନରେ ସମସ୍ତଙ୍କୁ ଖୁସିରେ ରଖିବା ବହୁତ ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଖୁସିରେ କେମିତି ରହିବେ ? ଯଦି ଆପଣ ଖୁସିରେ ରହିବାକୁ ଚାହୁଁଛନ୍ତି ତେବେ ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ ।

ପ୍ରଥମ ଜୋକ– ୧

କୁନୁ ନିଜ ସୁନ୍ଦର ସ୍ତ୍ରୀ ସହିତ କାରରେ ବସିଥିଲା

ଡ୍ରାଇଭର ଗାଡିର କାଚକୁ ଏମିତି ସେଟ କଲା କି

ଯେମିତି କି କାଚରେ ରାଜୁର ସ୍ତ୍ରୀ ଦେଖାଯିବ

ଏହାକୁ ଦେଖି କୁନୁ ଡ୍ରାଇଭର ଉପରେ ରାଗିଯାଇ କହିଲା

ଆରେ ବଦମାସ ମୋ ସ୍ତ୍ରୀ କୁ ଦେଖୁଛୁ

ପଛ ସିଟକୁ ଆ ମୁଁ ଗାଡି ଚଲାଉଛି……

ଜୋକ – ୨

ରାଜୁ ରାସ୍ତାର ଅଳିଆ ପକେଇ ଦେଇ ଚାଲିଗଲା

କିଛି ସମୟପରେ ବୁଲାବୁଲି କରି ସେହି ରାସ୍ତା ଦେଇ

ଫେରିବା ସମୟରେ ସେ ଦେଖିଲା କି

କଲୋନୀର ଲୋକମାନେ ନିଜ ନିଜ ଭିତରେ ଝଗଡା କରୁଛନ୍ତି

କି ଏହି ଅଳିଆ କିଏ ଫୋପାଡିଛି

ଜଣେ ଲୋକ ରାଗିଯାଇ କହିଲା

କେଉଁ କୁକୁର ଛୁଆ ଫୋପାଡିଛି

ରାଜୁ ଅଳ୍ପ ସାଇଡ ହୋଇ ଜୋରରେ ହସିଲା

ଆଉ ମନେ ମନେ କହିଲା

ଅଳିଆ ତ ମୁଁ ପକାଇଲି

କିନ୍ତୁ ନାଁ ହେଲା କୁକୁର ର…….

ଜୋକ – ୩

ଦିନେ ମଣ୍ଟୁ ନିଜର ପାଖ ପଡୋଶୀକୁ

ତାଙ୍କ ଘରେ ଛାଡିବାକୁ ଯାଇଥିଲା

ରାତି ବହୁତ ହୋଇ ଯାଇଥିବାରୁ

ପଡୋଶୀ ଆଣ୍ଟି ତାକୁ କହିଲେ –

ତୁମେ ସୋନୁର ରୁମରେ ଶୋଇ ଯାଅ

ପପୁ କହିଲା ନାଇଁ ନାଇଁ ମୁଁ ସୋଫା ଉପରେ ଶୋଇଯାଉଛି

ତା ପର ଦିନ ସକାଳେ ଗୋଟିଏ ସୁନ୍ଦର ଝିଅ

ସେହି ଘରେ ତାକୁ ଚାହା ପିଇବାକୁ ଦେଲା

ମଣ୍ଟୁ ସେ ଝିଅକୁ ପଚାରିଲା ତୁମେ କିଏ ?

ସେ ଝିଅ କହିଲା ମୁଁ ସୋନୁ ଓ ତୁମେ କିଏ ?

ମଣ୍ଟୁ କହିଲା ମୁଁ ମୂର୍ଖର ଗୁରୁ………

ଜୋକ – ୪

ଗୋଟିଏ ଚୋର ପପୁର ମୋବାଇଲ ଚୋରି କରି ନେଇଗଲା

ପପୁ କିନ୍ତୁ ଜୋରରେ ହସିଲା

ଜଣେ ବ୍ୟକ୍ତି ପପୁକୁ ପଚାରିଲା

ଚୋର ତୁମ ମୋବାଇଲ ନେଇଗଲା

ଆଉ ତୁମେ ହସୁଛ

ସେଠୁ ପପୁ କହିଲା

ତାକୁ ଯିବାକୁ ଦିଅ କାହିଁକି ନା

ଚାର୍ଜର ତ ମୋ ପାଖରେ ଅଛି…….

ଜୋକ – ୫

ନରୁ ଗୋଟିଏ ଦୋକାନକୁ

ଯାଇ ଦିଆସିଲି ମାଗିଲା

କିନ୍ତୁ ଦୋକାନୀ ତାକୁ ଲାଇଟର ଦେଲା

ନରୁ ଦୋକାନୀକୁ ଜୋର ସେ

ଗୋଟିଏ ଚାପୁଡା ମାରି କହିଲା

ପାଗଳ କେହି କଣ ଲାଇଟରରେ କାନ କୁଣ୍ଡାଏ……

ଜୋକ – ୬

ବାପା ପୁଅକୁ ପଚାରିଲା

ଆଜି ସ୍କୁଲରୁ ଏତେ ଶୀଘ୍ର ଆସିଲୁ ?

ପୁଅ କହିଲା – ମୁଁ ହିଁ ଏମିତି ଏକ ଛାତ୍ର ଥିଲି

ଯିଏକି ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲି

ବାପା ପଚାରିଲେ ପ୍ରଶ୍ନ କଣ ଥିଲା ?

ପୁଅ କହିଲା ସ୍କୁଲରେ ନିଆଁ କିଏ ଲଗାଇଲା ? ?

ଜୋକ – ୭

ପପୁର ରେଡ଼ିଓ ଖରାପ ହୋଇ ଯାଇଥିଲା

ସେ ତାକୁ ଖୋଲି ଦେଖିଲା କି

ଗୋଟିଏ ମୂଷା ତା ଭିତରେ ମରି ପଡିଛି

ସେଠୁ ପପୁ ରାଗିଯାଇ କହିଲା

ରେଡ଼ିଓ ଚାଲିବ କେମିତି

ସିଙ୍ଗର ତ ମରି କି ପଡିଛି………

ଜୋକ – ୮

ରାଜୁ ଲୁଚି ସିଗାରେଟ ଟାଣୁ ଥିଲା

ସେତିକି ବେଳେ ତାର ବାପା ଆସିଗଲା

ରାଜୁ ଡରି ଯାଇ ସାର୍ଟ ପକେଟରେ

ସିଗାରେଟକୁ ଲୁଚାଇ ଦେଲା

ରାଜୁକୁ ତାହାର ବାପା ପଚାରିଲେ

ତୁ କଣ ସିଗାରେଟ ପିଉ ଥିଲୁ

ପପୁ କହିଲା ନାଇଁ ତ

ବାପା କହିଲେ ତ ସାର୍ଟରୁ

ଧୁଆଂ କେମିତି ବାହାରୁଛି

ପପୁ ବାପାଙ୍କୁ କହିଲା

ତୁମେ ତ ହୃଦୟରେ ନିଆଁ ଲଗାଇଲା ଭଳି କଥା କହୁଛ

ଧୁଆଂ ତ ବାହାରିବ ନା

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।