Rhea Chakraborty ଏହି Top Director ସହ ମିଶି ଚଲେଇଥିଲେ ଏମିତି ଚାଲ, ଯାହାର ପ୍ରଭାବ ଏବେ ଦେଖାଯାଉଛି

ବଲିଉଡରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । କିନ୍ତୁ ତନ୍ନ ମଧ୍ୟରୁ ସୁଶାନ୍ତ ସିଂହ ରାଜପୁତ ଏକ ଭିନ୍ନ ପ୍ରକାରର ଅଭିନେତା ଥିଲେ । କାରଣ ସେ ଟିଭି ସିରିୟଲ ଦୁନିଆରୁ ଫିଲ୍ମ ଦୁନିଆକୁ ଆସିଛନ୍ତି ଓ ଜୀବନରେ ବହୁତ ଷ୍ଟ୍ରଗଳ ବି କରିଥିଲେ । କିନ୍ତୁ ସେ ସବୁବେଳେ ଖୁସିରେ ରହୁଥିଲେ । କିନ୍ତୁ କେଉଁ କାରଣ ପାଇଁ ସୁଶାନ୍ତ ସିଂହ ରାଜପୁତ ସୁସାଇଡ଼ କରିଲେ । ଏହା ପଛରର କାରଣ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ।

କହିବାକୁ ଗଲେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଗୁମର ହୋଇ ରହିଯାଇଛ । ଏହି କ୍ରମରେ ସୁଶାନ୍ତ ସିଂହ ରାଜପୁତଙ୍କ କେସ ୧୦ ଅଗଷ୍ଟ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ଏଥିରେ ଏହା ନିଷ୍ପତି ନିଆ ଯିବ କି ଏହି କେସ ମୁମ୍ବାଇ ପୋଲିସ ହାତରେ ରହିବ ନା CBl ହାତରେ ରହିବ । କିନ୍ତୁ ସୁବ୍ରହ୍ମଣ୍ଯମ ସ୍ୱାମୀ ପୂର୍ବରୁ କହି ଦେଇ ଥିଲେ କି ଏହି କେସକୁ CBI ହିଁ ତଦନ୍ତ କରିବ ।

CBI ବି ନିଜର ଯାଞ୍ଚ ଆରମ୍ଭ କରି ଦେଇଛି । ଅନ୍ୟ ପଟେ ଇଡ଼ ଅଫିସର ରିୟା ଚକ୍ରବର୍ତ୍ତୀଙ୍କୁ ୧୦ଘଣ୍ଟା ଧରି ଜେରା କରିଥିଲେ । ଏହା ପରେ ରିୟା PIL ଓ ଏଫିଦେବିଟ ଦାଖଲ କରିଛନ୍ତି । ଯେଉଁଥିରେ ସେ ମହାରାଷ୍ଟ୍ର ସରକାରଙ୍କ ପୟେନ୍ଟ ଗୁଡିକ ବିଷୟରେ ଉଲ୍ଲେଖ କରିଛନ୍ତି ଓ ସେ ଏହା ବି କହିଛନ୍ତି କି CBI ଯାଞ୍ଚ ଦ୍ଵାରା ମୋର କିଛି ଯାଏ ଆସେ ନାହିଁ । କିନ୍ତୁ ଏହା ଛଡା ମିଡ଼ିଆ ଆଗରେ ନିଜର ପଜିଟିଭ ଇମେଜକୁ ଦେଖାଇବା ପାଇଁ ରିୟା ଏକ ବଡ ଯୋଜନା କରିଥିଲେ ।

କହିବାକୁ ଗଲେ ମିଡିଆରେ ଆସୁଥିବା ନିଜର ନେଗେଟିବ ନ୍ୟୁଜକୁ ରୋକିବା ପାଇଁ ସେ ଏକ ବଡ ଡାୟରେକ୍ଟରଙ୍କ ସହ କଥାବାର୍ତ୍ତା କରିଥିଲେ ଓ ବର୍ତ୍ତମାନର ରିପୋର୍ଟ ଅନୁସାରେ ରିୟା ବଲୀଉଡର ଜଣେ ଡାୟରେକ୍ଟରନାକ ସହ ବାରମ୍ବାର କଥାବାର୍ତ୍ତା କରୁଥିଲେ । ଏମିତିରେ ସେହି ଡାୟରେକ୍ଟର ବି ସାହାର୍ଯ୍ୟ ପାଇଁ ହାତ ବଢାଇଛନ୍ତି । ଏମିତିରେ ଆପଣ ଦେଖିବେ କି ବର୍ତ୍ତମାନ କିଛି ଚ୍ୟାନେଲ ସୁଶାନ୍ତଙ୍କ ନ୍ୟୁଜ ଦେଖାଇବା ବନ୍ଦ କରି ଦେଇଛନ୍ତି ।

ଏହା ଛଡା ରିୟାଙ୍କ କହିବା ଅଟେ କି ମିଡିଆରେ ତାଙ୍କ ବିରୁଦ୍ଧରେ ପଜିଟିବ ନ୍ୟୁଜ କୁହାଯାଏ ଓ ଏଥିପାଇଁ ସେହି ଡାୟରେକ୍ଟରଙ୍କ ଜଣକ ରିୟାଙ୍କୁ ସାହାର୍ଯ୍ୟ ବି କରିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।