Corona କାଳରେ ଭଗବାନ ବନିଥିବା Sonu Sood ଏବେ ମୁସ୍କିଲରେ, 5000 ରୁ କେମିତି ବନେଇଲେ ୧୩୦ କୋଟି ସମ୍ପତ୍ତି ?

ଆୟକର ବିଭାଗ ୧୫ ସେପ୍ଟେମ୍ବର ଦିନ ଅଚାନକ ଫିଲ୍ମ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ଅଫସି ପହଞ୍ଚି ଯାଇଥିଲା । ସୋନୁ ସୁଦଙ୍କ ସହ ଜଡିତ ୬ଟି ପରିସରରେ ସର୍ଭେ କରିବା ପରେ ଆୟକର ବିଭାଗର ଟିମ ୧୬ ସେପ୍ଟେମ୍ବର ସକାଳେ ପୁଣି ଠାରେ ସୋନୁଙ୍କ ଘରେ ଯାଇ ପହଞ୍ଚିଥିଲେ । ଖବର ଅନୁଯାୟୀ ଆୟକର ବିଭାଗ ଅଧିକାରୀ ସୋନୁ ସୁଦଙ୍କ ବ୍ଯାଙ୍କ ଆକାଉଣ୍ଟରୁ ନେଇ ରୋଜଗାର ଓ ଖର୍ଚ୍ଚ ଆଦି ତମାମ ଆର୍ଥିକ ଦସ୍ତାବିଜ ଗୁଡିକର ଯା-ଞ୍ଚ କରିଥିଲା ।

ତେବେ ସୋନୁ ସୁଦଙ୍କ ଘରେ କରା ଯାଉଥିବା ସର୍ଭେକୁ ନେଇ ଆମ୍ ଆଦମି ପାର୍ଟି ଅସନ୍ତୋଷ ପ୍ରକାଶ କରିଛି । ସୋନୁ ସୁଦ ସୋ-ସି-ଆ-ଲ ମି-ଡି-ଆ-ରେ କ୍ଲ୍ହୁବ ସକ୍ରିୟ ରହୁଥିଲେ ମଧ୍ୟ ଆୟକର ବିଭାଗର ଏହି ଯାଞ୍ଚକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ବିଶେଷ ସୁତରୁ ଜଣାପଡିଛି କି, ଏହି ଯା-ଞ୍ଚ ମାମଲା ଲକ୍ଷ୍ନୌର ବିଜନେସମ୍ୟାନ ଅନିଲ ସିଂଙ୍କ ସହ ଜଡିତ ଅଟେ । ନିକଟରେ ଅନିଲ ସିଂଙ୍କ ଅଫିସରେ ମଧ୍ୟ ଯା-ଞ୍ଚ କରିଥିଲା ଆୟକର ବିଭାଗ । କାରଣ ଅନିଲ ସିଂ ଓ ସୋନୁ ସୁଦ ବିଜନେସ ପାର୍ଟନର ଥିବା ଜଣାପଡିଛି ।

ସୋନୁ ସୁଦଙ୍କ ସହ ଜଡିତ ସମସ୍ତ ସଂସ୍ଥାନର ଯା-ଞ୍ଚ କରୁଛି ଆୟକର ବିଭାଗ । ଏବେ ଫ୍ୟାନ୍ସଙ୍କ ମଧ୍ୟରେ ତାଙ୍କ ନେଟୱର୍କକୁ ନେଇ ଆଗ୍ରହ ବଢିଛି । କିନ୍ତୁ ଅପ୍ନା କଣ ଜାଣିଛନ୍ତି କରୋନାକାଳର ସୁପର ହିରୋ କୁହା ଯାଉଥିବା ସୋନୁ ସୁଦ ମାତ୍ର ୫୫୦୦/- ଟଙ୍କା ନେଇ ନିଜ ସ୍ଵପ୍ନ ପୁରା କରିବାକୁ ମୁମ୍ବାଇ ଆସିଥିଲେ । କିନ୍ତୁ ଆଜି ଏହି ମଶୀହାଙ୍କ ପାଖରେ ନିଜ ପରିଶ୍ରମ ଓ ନିଷ୍ଠା ବଳରେ ୧୩୦ କୋଟିରୁ ମଧ୍ୟ ଅଧିକ ସମ୍ପତ୍ତି ଅଛି ।

୩୦ ଜୁଲାଇ ୧୯୭୩ରେ ପଞ୍ଜାବ ରେ ଜନ୍ମଗ୍ରହଣ କରିଥିବା ସୋନୁଙ୍କ ପିତା ଜଣେ ବଡ ବିଜନେସମ୍ୟାନ ଥିଲେ ଓ ମା ଟିଚର । ତାଙ୍କ ଭଉଣୀ ମୋନିକା ସୂଦ ମଧ୍ୟ ଜଣାଶୁଣା ସାଇଣ୍ଟିଷ୍ଟ ଅଟନ୍ତି । ମୋଗାରେ ‘ବମ୍ବେ କ୍ଳଥ ହାଉସ’ ନାମକ ସୋନୁଙ୍କ ପିତାଙ୍କ ଗୋଟିଏ ଲୁଗା ଦୋକାନ ଥିଲା । ତାଙ୍କ ମା ଚାହୁଁଥିଲେ କି ସେ ଇଞ୍ଜିନିୟର ହୁଅନ୍ତୁ ସେଥିପାଇଁ ନାଗପୁରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପଢିଥିଲେ ସୋନୁ । କିନ୍ତୁ ସେ ଅଭିନେତା ହେବାକୁ ଲକ୍ଷ୍ୟ ରଖିଥିଲେ ।

ମୁମ୍ବାଇରେ ଚାକିରି କରୁଥିବା ବେଳେ ସୋନୁ ମଡେଲିଂରେ ପାଦ ଦେଇଥିଲେ ଓ ବଲିଉଡ ଫିଲ୍ମ ପାଇଁ ମଧ୍ୟ ଅଡିସନ ଦେବାକୁ ଲାଗିଲେ । ହିନ୍ଦୀ ଫିଲ୍ମରେ ସେତେଟା ସଫଳତା ମିଳି ନଥିଲେ ମଧ୍ୟ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଡେବ୍ୟୁ କରିଥିଲେ ଓ ତେଲୁଗୁ, ପଞ୍ଜାବୀ ଆଦି ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି ।

୨୦୦୨ରେ ସୋନୁ ‘ଶହୀଦ-ଇ-ଆଜମ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଆଉ ଧୀରେ ଧୀରେ ବଲିଉଡରେ ମଧ୍ୟ ସେ ନିଜ ପରିଚୟ ସୃଷ୍ଟି କରିଥିଲେ । ମି-ଡି-ଆ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୋନୁ ୭୦ ମିଲିୟନ ଡଲାର ଅର୍ଥାତ ୧୩୦କୋଟି ସମ୍ପତ୍ତିର ଅଧିକାରୀ ଅଟନ୍ତି । ସେ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ମୁମ୍ବାଇରେ ୨୬୦୦ ବର୍ଗଫୁଟର ୪ BHK ଫ୍ଲାଟରେ ରୁହନ୍ତି । ରହୁଛନ୍ତି । ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ସୋନୁ ଅଧିକ ରୋଜଗାର କରନ୍ତି । ଗୋଟିଏ ଫିଲ୍ମ ପାଇଁ ସୋନୁ ୨ କୋଟି ଟଙ୍କା ଚାର୍ଜ କରନ୍ତି ।

‘ଶକ୍ତି ସାଗର ପ୍ରଡ଼କ୍ସନ’ ନାମକ ସୋନୁଙ୍କ ଗୋଟିଏ ପ୍ରଡ଼କ୍ସନ ହାଉସ ମଧ୍ୟ ଅଛି । ସେ ମାସକୁ ପ୍ରାୟ ୧କୋଟି ପର୍ଯ୍ୟନ୍ତ ରୋଜଗାର କରନ୍ତି । ଏହାଛଡା ମୋଗା ଓ ମୁମ୍ବାଇରେ ସୋନୁଙ୍କର ଆହୁରି କେତେକ ଫ୍ଲାଟ ମଧ୍ୟ ରହିଛି । ଜୁହୁରେ ତାଙ୍କର ଗୋଟିଏ ହୋଟେଲ ଅଛି । ଯାହାକୁ ସେ ଲକଡାଉନ ସମୟରେ ଆଇସୋଲେସନ ସେଣ୍ଟରରେ ବଦଳି ଦେଇଥିଲେ । ଏହା ବ୍ଯତୀତ ସୋନୁଙ୍କ ପାଖେ ମହଙ୍ଗା କାର କଲେକ୍ସନ ମଧ୍ୟ ରହିଛି ।

ତେବେ ଗରିବଙ୍କ ମଶିହା କୁହା ଯାଉଥିବା ସୋନୁ ସୁଦ ଏବେ ମୁ-ସ୍କି-ଲ-ରେ ଫ-ସି ଯାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।