୨୪ ବର୍ଷ ପୂର୍ବେ ଅଳିଆ ଗଦାରୁ ମିଥୁନଙ୍କୁ ମିଳିଥିଲା ଏହି ଝିଅ, ଆଜି ବଡ ହୋଇ ଦେଖା ଯାଉଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ, ଖୁବ ଶୀଘ୍ର ବଲିଉଡରେ କରିବେ ଡେବ୍ୟୁ

ଆଜିକାଲି ବଲିଉଡରେ ଷ୍ଟାର୍ କିଡ୍ସ ଡେବ୍ୟୁ କରିବାକୁ ଲାଇନରେ ଲାଗିଛନ୍ତି । କିନ୍ତୁ ତାଙ୍କର ଡେବ୍ୟୁ ପୂର୍ବରୁ ହିଁ ତାଙ୍କ ସୋସିଆଲ ଆକାଉଣ୍ଟରେ ବହୁତ ଫ୍ୟାନ୍ସ ଅଛନ୍ତି । କିଛି ଦିନ ପୂର୍ବରୁ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଏବଂ ସେଫ ଅଲି ଖାନଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ସେ ବଲିଉଡ ରେ ନିଜର ଏକ ଅଲଗା ପରିଚୟ ବନେଇ ସାରିଲେଣି । କିନ୍ତୁ, ବର୍ତ୍ତମାନ ମିଥୁନ ଚକ୍ରବର୍ତ୍ତୀଙ୍କ ଝିଅ ଦିଶାନି ବଲିଉଡକୁ ଏଣ୍ଟ୍ରି କରିବାର ପ୍ରସ୍ତୁତିରେ ଅଛନ୍ତି । ବର୍ତ୍ତମାନ, ଦିଶାନି ଆମେରିକାର ନ୍ୟୁୟର୍କ ଫିଲ୍ମ ଏକାଡେମୀ ରେ ଆକଟିଂ କୋର୍ସ କରୁଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ସେ ବଲିଉଡରେ ଡେବ୍ୟୁ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବେ ।

ଅଳିଆ ଗଦାରୁ ମିଳିଥିଲେ ଦିଶାନି – ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବେ ମିଥୁନ ଚକ୍ରବତୀଙ୍କ ଝିଅ କିନ୍ତୁ, ସେ ମିଥୁନଙ୍କ ନିଜ ଝିଅ ନୁହଁନ୍ତି ବରଂ ପୋଷ୍ୟ କନ୍ୟା ଅଟନ୍ତି । ଆଜ୍ଞା ହଁ, ମିଥୁନ ଅଳିଆ ଗଦାରୁ ଦିଶାନୀଙ୍କୁ ପାଇଥିଲେ ।

ଦିଶାନୀଙ୍କ ଜନ୍ମ ପରେ ତାଙ୍କ ପିତାମାତା ତାଙ୍କ ଏକ ଅଳିଆ ଗଦାରେ ଛାଡି ଛାଡି ପଳାଇ ଯାଇଥିଲେ । ଯେତେବେଳେ ଆଖପାଖର ଲୋକମାନେ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣିଲେ, ଝିଅଟିକୁ ଆଳିଆ ଗଦାରୁ ବାହାର କରି ତା ପରଦିନ ଝିଅ ବିଷୟରେ ଖବର କାଗଜରେ ଛାପି ଥିଲେ ।

ପତ୍ନୀ ୟୋଗିତା କରିଥିଲେ ସମର୍ଥନ

ଏମିତି ରେ ତ ବହୁଳ ଷ୍ଟାର ଅନାଥ ଆଶ୍ରମରୁ ପିଲାମାନଙ୍କୁ ଆଡପ୍ଟ କରନ୍ତି କିନ୍ତୁ, ମିଥୁନ ଅଳିଆ ଗଦାରୁ ମିଳିଥିବା ଝିଅକୁ କୋଳେଇ ନେଇଥିଲେ । ସେଥିପାଇଁ ସେ ଖବରକାଗଜରେ ଏହି ପିଲାର ଖବର ପଢିବା ମାତ୍ରେ ସେ ତାଙ୍କ ପତ୍ନୀ ଯୋଗିତାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ କରିବା ବିଷୟରେ କହିଥିଲେ ।

ଏହି ଭଲ କାମରେ ତାଙ୍କ ପତ୍ନୀ ମଧ୍ୟ ସମ୍ପୁର୍ଣ୍ଣ ସମର୍ଥନ କରିଥିଲେ ଏବଂ କାଗଜପତ୍ର କାମ ପୁରା କରିବା ପରେ ଉଭୟ ଝିଅକୁ ତାଙ୍କ ଘରକୁ ଆଣିଥିଲେ । ଯୋଗିତା-ମିଥୁନ ଝିଅର ନାମ ଦିଶାନୀ ରଖିଲେ । ଯିଏ ଏବେ ବଲିଉଡ ରେ ଜଲବା ଦେଖେଇବ ।

ଆପଣଙ୍କୁ କହି ଦେଉଛୁ କି ମିଥୁନ ଏବଂ ଯୋଗିତାଙ୍କର ଚାରୋଟି ସନ୍ତାନ ଅଛନ୍ତି, ଯେଉଁଥିରେ 3 ଜଣ ପୁଅ ଏବଂ ଗୋଟିଏ ଝିଅ ଦିଶାନି । ସୋସିଆଲ ମିଡିଆରେ ଦିଶାନି ବହୁତ ଆକ୍ଟିଭ ରୁହନ୍ତି । ତାଙ୍କର ଫଟୋ ଏବଂ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥାଏ । ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଦିଶାନିଙ୍କର ପ୍ରାୟ 60 ହଜାର ଫଲୋୟର୍ସ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।