Vastu Tips- ସନ୍ଧ୍ୟାପରେ ଏହି 2 ଜିନିଷ ଭୁଲରେ ବି କାହାକୁ ଦେବେ ନାହିଁ, ରାଗିଯିବେ ମା ଲକ୍ଷ୍ମୀ, ହେଇଯିବେ ବର୍ବାଦ

ବହୁତ ସମୟରେ ଆମେ ଆମ ପଡୋଶୀ ଙ୍କୁ, ସାଙ୍ଗ ସାଥିଙ୍କୁ ବହୁତ ଗୁଡେ ଜିନିଷ ଉଦ୍ଧାର ଦେଇଥାଉ । ସେମିତିରେ ତ ଲୋକ ବେଶି ସମୟ ପଇସା ଉଦ୍ଧାର ମାଗିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଜିନିଷ ବିଷୟରେ କହିବୁ ଯାହା କେବେ ମଧ୍ୟ କାହାରିକୁ ଭୁଲ ରେ ବି ଉଦ୍ଧାର ଦେବା ଠିକ ନୁହେଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ବ୍ୟବହାର କରାଯାଉଥିବା ଜିନିଷ ପିନ୍ଧିବା ଉଚିତ ନୁହେଁ ଏହା ଦ୍ଵାରା ସେହି ବ୍ୟକ୍ତି ଭିତରେ ଥିବା ନକାରାତ୍ମକ ଉର୍ଜା ଆପଣଙ୍କ ଭିତରେ ସୃଷ୍ଟି ହୋଇଥାଏ ।

ଏହା ଦ୍ଵାରା ଆପଣଙ୍କ ସବୁ କାର୍ଯ୍ୟ ଭଲ ହୋଇପାରେ ନହେଲେ ଖରାପ ହୋଇପାରେ । ଆଜି ଆମେ କହିବୁ ସେହି ଜିନିଷ ବିଷୟରେ ଯାହା କେବେ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ । ତେବେ ଚାଲନ୍ତୁ ଜାଣିବା । ରୁମାଲ :- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ରୁମାଲ କାହାକୁ ଦିଅନ୍ତୁ ନାହିଁ ଏବଂ ଅନ୍ୟ କାହାର ରୁମାଲ ନିଜେ ବ୍ୟବହାର କରନ୍ତୁ ନାହିଁ ଏହା ଦ୍ଵାରା ଦୁହିଁଙ୍କ ଭିତରେ ଶତ୍ରୁତା ବଢ଼ିଥାଏ ଏବଂ ଦୁହିଁଙ୍କ ଭିତରେ ମତଭେଦ ହୋଇପାରେ ।

ପଇସା :- ସବୁବେଳେ ଲୋକ ଅନ୍ୟ ମାନଙ୍କୁ ପଇସା ଉଦ୍ଧାର ମାଗିଥାନ୍ତି ଏବଂ ଆପଣ ମଧ୍ୟ ଦେଇଥାନ୍ତି କିନ୍ତୁ ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ସୂଜ୍ୟାସ୍ତ ପରେ କାହାରିକୁ କେବେ ମଧ୍ୟ ଟଙ୍କା ଉଦ୍ଧାର ଦିଅନ୍ତୁ ନାହିଁ । ଏହା ଦ୍ଵାରା ଘରେ ଦରିଦ୍ରର ଆସିଥାଏ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୋଷ କରିଥାନ୍ତି । ତେଣୁ କେବେ ମଧ୍ୟ ସୁଜ୍ୟସ୍ତ ପରେ କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ ।

ଗହଣା:- ବହୁତ ଥର ସ୍ତ୍ରୀଲୋକ ମ୍ୟାଚିଂ ଗହଣା ପିନ୍ଧିବା ପାଇଁ ଅନ୍ୟ କାହାଠୁ ଧାର ଆଣିଥାନ୍ତି କିନ୍ତୁ ଏମିତି କରିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଆପଣ ଅସୁସ୍ଥ ହୋଇଥାନ୍ତି । ତେଣୁ ଅନ୍ୟ କାହାର ଗହଣା ପିନ୍ଧନ୍ତୁ ନାହିଁ ।

ବହି:- ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେ କାହାକୁ କଲମ, ପେନ, ବା ବହି ଦିଅନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଜ୍ଞାନ କମ ହୋଇଥାଏ । ଏବଂ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳିନଥାଏ ।

ଘଣ୍ଟା:- ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କେବେ କାହାରିକୁ ଘଣ୍ଟା ଉଦ୍ଧାର ଦିଅନ୍ତୁ ନାହିଁ ଏହା ଆପଣଙ୍କ ଦୁର୍ଭାଗ୍ୟ ର କାରଣ ହୋଇପାରେ । ଏବଂ ଅନ୍ୟ କାହାର ଘଣ୍ଟା ମଧ୍ୟ ପିନ୍ଧନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଅନ୍ୟ ମାନଙ୍କ ଖରାପ ସମୟ ମଧ୍ୟ ଆସିପାରେ

ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।