80 ଦଶକର ଫେମସ Child Artist ବେବି ଗୁଡ୍ଡୁ ଏବେ ଦେଖା ଯାଉଛି କିଛି ଏମିତି କି ଆଖି ଲାଖିଯିବ ଥରେ ଦେଖିଲେ

ଆପଣ ମାନଙ୍କୁ ମନେ ଥିବ ଗୋଟିଏ ଛୋଟ ଝିଅଟେ ଅଭିନୟ କରିଥିବାର । ଯାହାର ନାମ ଥିଲା ବେବି ଗୁଡୁ ଯାହାକି ଏହା ତାର ଅସଲି ନାମ ନଥିଲା । ସେ ତାଙ୍କ କଥା ଓ ମିଠା ମିଠା ହସ ଦ୍ଵାରା ସମସ୍ଥର୍ଙ୍କର ମନ ମୋହୀ ନେଉଥିଲେ । ଯାହାଦ୍ବାରା କଃଳଚିତ୍ର ଗୁଡିକ ବହୁତ ଭଲ ହେଉଥିଲା । ତାଙ୍କୁ ଲୋକମାନେ କେବଳ ବେବି ଗୁଡୁ ନାମରେ ଜାଣିଥିଲେ । ସେ କେତେ ଗୁଡିଏ ଚଳଚିତ୍ର ମଧ୍ୟ କରିଛନ୍ତି ।

ସେ ସମୁଦ୍ର ଓ ଆଉ ଏକ ଚଳଚିତ୍ରରେ ସେ ମୁଖ୍ୟ ଅଭିନୟ କରିଥିଲେ । ଆଜି ଆମେ ତାଙ୍କର ଥିବା ସତ ଜୀବନର କିଛି ଜିନିଷ କହିବୁ । ସେ ଏବେ କିପରି ଦେଖା ଯାଉଛନ୍ତି, କଣ କରୁଛନ୍ତି ଓ କେଉଁ ଠାରେ ରହୁଛନ୍ତି । ଆମେ ଆପଣଙ୍କୁ କହିରଖୁ ସେହି ସମୟରେ ସେ ଘର ପରିବାର ପ୍ରଥମ ଚଳଚିତ୍ର କରିଥଲେ ।

ସେ ସେହି ସମୟରେ ବହୁତ ଫେମସ ଥିଲେ ତାଙ୍କର ଥିବା ମିଠା ମିଠା କଥା ଓ ସବୁ ବେଳେ ହସୁଥିବା ମୂହ ସମସ୍ଥଙ୍କୁ ବହୁତ ଆନଦ ଦେଉଥିଲା ଓ ଲୋକ ମଧ୍ୟ ତାଙ୍କ ଅଭିନୟ ଦେଖି ବହୁତ ଖୁସି ହେଉଥିଲେ । ତାଙ୍କର ଏହିଭଳି ଅଭିନୟ ଯୋଗୁଁ ତାଙ୍କୁ ସବୁ ଲେକେ ତାଙ୍କ ଚଳଚିତ୍ରରେ ଅଭିନୟ କରିବା ପାଇଁ ଚାହୁଥିଲେ ।

ତାଙ୍କର ସେହି ସମୟରେ ଯଦି ସେ କେଉଁ ଚଳଚିତ୍ରରେ ରହୁଥିଲେ ତେବେ ଆପଣ ଜାଣି ନେବେ କି ସେହି ଚଳଚିତ୍ର ନିଶ୍ଚିନ୍ତ ବହୁତ ଭଲ ପ୍ରଦର୍ଶନ ହେବ । ଏବେ ସେ ବହୁତ ବଡ ହୋଇଗଲେ ଓ ସେ ତାଙ୍କ ଘର ପରିବାର ସହ ରହୁଥିବାର ଦେଖା ଯାଉଛି । ସେ ୩ ବର୍ଷ ବୟସରେ ବହୁତ ଚଳଚିତ୍ର ମଧ୍ୟ କରିଛନ୍ତି । ଅଭିନେତ୍ରୀ କିରନ ଜୁଡେଜା ତାଙ୍କୁ ଚଳଚିତ୍ର ଜଗତକୁ ଆଣିଥିଲେ ।

ତାଙ୍କୁ ଛୋଟ ପିଲାର ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ । ୧୯୮୪ ମସିହାରେ ତାଙ୍କର ପ୍ରଥମ ଚଳଚିତ୍ର ଆସିଥିଲା ପାପ ଓ ପୂଣ୍ୟ । ସେଥିରେ କରିଥିବା ଅଭିନୟ ତାଙ୍କୁ ଲୋକ ବହୁତ ପସନ୍ଦ କରିଥିଲେ । ସେହି ସମୟରେ ସେ କିଛି ବିଜ୍ଞାପନ ମଧ୍ୟ କରିଛନ୍ତି । ସେ କରୁଥିବା ବିଜ୍ଞାପନ ଓ ଚଳଚିତ୍ର ଯୋଗୁଁ ବହୁତ ଲୋକ ତାଙ୍କୁ ଚିହ୍ନି ନେଇଥିଲେ ଓ ସେ ବହୁତ ଫେମସ ହୋଇଥିଲେ ।

ତାଙ୍କୁ ସେଠାରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ଭଲ ପାଉଥିଲେ । ରାଜେଶ ଖାନାଙ୍କୁ ସେ ଏତେ ପସନ୍ଦ ଥିଲେ ଯେ ସେ ତାଙ୍କ ନାମରେ ଏକ ଚଳଚିତ୍ର ମଧ୍ୟ କରିଥିଲେ । ସେହି ସମୟରେ ସବୁ ଲୋକେ ତାଙ୍କ ଅଭିନୟ ଦେଖିବା ପାଇଁ ବହୁତ ଲୋକେ ପସନ୍ଦ କରୁଥିଲେ ଓ ପ୍ରଶଂସା ମଧ୍ୟ କରୁଥିଲେ । ଆଜି ମଧ୍ୟ ଯଦି ତାଙ୍କ କଥା ସମନ୍ନକୁ ଆସେ ତେବେ ତାଙ୍କର ସେ କରୁଥିବା ମାସୁମ ମୁହଁ ସମସ୍ଥଙ୍କର ମନେ ପଡିଯାଏ । ତାଙ୍କର ଅସଲି ତାମ ହେଉଛି ସାହିଦା ଦେବତା ।

କିନ୍ତୁ ତାଙ୍କୁ ଲୋକେ ବେବି ଗୁଡୁ ବୋଲି ଜାଣିଥିଲେ । ତାଙ୍କର ଅସଲି ନାମରେ କେହି ଜାଣି ନଥିଲେ । ସେ କହିବାକୁ ଗଲେ ୩୨ ଚଳଚିତ୍ର ରେ ଆଭିନୟ କରିଥିବାର ଦେଖାଯାଏ । ତାଙ୍କୁ ଯେବେ ୧୧ ବର୍ଷ ହେଲା ସେ ସେହି ସମୟରେ ଚଳଚିତ୍ର ଅଭିନୟ କରିବା ଛାଡି ଦେଇଥିଲେ । ଏହାପରେ ସେ ପଢା ଲେଖାରେ ମନ ଦେଲେ । ସେ ଏବେ ଦୁବାଇରେ ରହୁଛନ୍ତି । ତାଙ୍କର ଏବେ ବିଭାହ ସରି ଯାଇଛି । କିନ୍ତୁ ତାଙ୍କର ସେହି ସମୟରେ ଚଳଚିତ୍ର ଜଗତରେ ଯେଉଁ ସବୁ ମଜା କରିଥିଲେ ସେ କେବେ ହେଲେ ଭୁଲି ପାରିବେ ନାହିଁ ।