ରାତିରେ ଶୋଇବା ସମୟରେ ସ୍ଵାମୀ-ସ୍ତ୍ରୀ ଯଦି କରିବେ ନାହିଁ ଏହି 1 ଗୁପ୍ତ କାମ ତ ଜୀବନ ସାରା କାନ୍ଦୁଥିବେ- Chanakya Niti

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ମନୁଷ୍ୟ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ କିଛି ଭଲ ଉପଦେଶ ଦିଆଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ଲକ୍ଷ ମାନବ ସମାଜକୁ ସମସ୍ତ ପ୍ରକାରର ଶିକ୍ଷା ଦେବାର ଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ବ୍ୟକ୍ତି ଥିଲେ । ଯିଏ ନିଜର ନୀତି ବଦଳରେ ଚନ୍ଦ୍ରଗୁପ୍ତ ମୋର୍ଜ୍ୟଙ୍କୁ ରାଜାର ସିଂହାସନରେ ବିରଜାମାନ କରିଥିଲେ ।

ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି ଏହିଭଳି ମହତ୍ଵପୂର୍ଣ ନୀତି ଯାହା ଆପଣଙ୍କ ଜୀବନରେ କୌଣସି ନା କୌଣସି ମୋଢରେ ନିଶ୍ଚିତ ରୂପରେ କାମରେ ଆସିବ । ଏହା ସହିତ ଆପଣ ଯଦି ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିକୁ ନିଜ ଜୀବନରେ ଅବଲମ୍ବନ କରିବେ ତେବେ ଆପଣ ନିଜ ଜୀବନରେ ନିଶ୍ଚିତ ରୂପରେ ସଫଳ ହୋଇ ପାରିବେ ।

ଏହା ସହିତ ଆପଣ ଜଣେ ମହାନ ବ୍ୟକ୍ତି ବି ହୋଇ ପାରିବେ । ସମାଜରେ ଲୋକମାନେ ଆପଣଙ୍କୁ ଜଣେ ବରିଷ୍ଠ ବ୍ୟକ୍ତି ରୂପରେ ଦେଖିବେ ଓ ଆପଣଙ୍କ ଠାରୁ ଲୋକମାନେ ଶିକ୍ଷା ଗ୍ରହଣ କରିବେ । ଏହା ସହିତ ଆପଣ କିଛି ଲୋକମାନଙ୍କ ପାଇଁ ଉଦାହରଣ ବି ହୋଇଯିବେ । ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ପୂଜ୍ୟ ବୋଲି ବିବେଚିତ କରାଯାଇଛି । ତାଙ୍କୁ ସବୁଠୁ ଉଚ୍ଚ ସମ୍ମାନ ପ୍ରାପ୍ତ ଅଛି । ଏହି କାରଣ ଅଟେ କି ଆମର ହିନ୍ଦୁ ଧର୍ମରେ କନ୍ୟାମାନଙ୍କର ପୂଜା କରିବାର ପରମ୍ପରା ଅଛି ।

ବର୍ତ୍ତମାନ ଆସନ୍ତୁ ଜାଣିବା ମହିଳାମାନଙ୍କ ସହିତ ସବୁଦିନ ରାତିରେ କେଉଁ କାମ ଅବଶ୍ୟ କରିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ରାତିରେ ଶୋଇବା ସମୟରେ ମହିଳାମାନଙ୍କୁ ଯଦି ସବୁଦିନ ଭଲ ପାଇବେ ତେବେ ଆପଣଙ୍କ ବିବାହିତ ଜୀବନ ସ୍ଵର୍ଗ ହୋଇଯିବ । ଅନ୍ୟଥା ଯଦି ଆପଣ କରୁ ନାହାନ୍ତି ତେବେ ଆପଣଙ୍କ ସମ୍ପର୍କ ଧୀରେ ଧୀରେ କମଜୋର ହୋଇଯିବ ଓ ନର୍କ ସଦୃଶ ହୋଇଯିବ । ସେଥିପାଇଁ ସବୁଦିନ ରାତିରେ ଶୋଇବା ସମୟରେ ନିଜ ସ୍ତ୍ରୀକୁ ପ୍ରେମ କରି ଶୋଇବା ଉଚିତ ।

ଯଦି ଶୋଇବା ସମୟରେ ଆପଣ ଏହି ଗୁପ୍ତ କାମ କରିବେ ନାହିଁ ତେବେ ନିଜର ପୁରା ଜୀବନ ଆପଣ କାନ୍ଦୁଥିବେ । କିନ୍ତୁ ଯଦି ଆପଣ ଏହି ଗୁପ୍ତ କାମ କରୁଛନ୍ତି ତେବେ ଆପଣଙ୍କ ପତ୍ନୀ ଆପଣଙ୍କ ଗୋଡ ଧୋଇବ ଓ ଆପଣଙ୍କର ଆଜ୍ଞା ମାନିବ । କେବଳ ରାତିରେ ଶୋଇବା ସମୟରେ ନୁହେଁ ନିଜ ସ୍ତ୍ରୀର ସମସ୍ତ କଥା ଓ ସବୁ ସମୟରେ ଧ୍ୟାନ ରଖନ୍ତୁ ତେବେ ଦେଖିବେ ଆପଣଙ୍କ ବିବାହିତ ଜୀବନରେ ଖୁସି ଖୁସି ରହିବ ଓ ଆପଣ ସଫଳତାର ସିଢିରେ ଚଢି ଚଢି ଯିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।