ତେବେ କାହିଁକି ବବି ମିଶ୍ର ସ୍ତ୍ରୀ କୋଏଲ ଙ୍କୁ ଦେଲେ ଡିଭୋର୍ସ, ଜାଣନ୍ତୁ କଣ ଅଟେ ଏହା ପଛର କାରଣ

ବବି ମିଶ୍ର ହେଉଛନ୍ତି ଏକ ଏଭଳି ଅଭିନେତା ଯାହାଙ୍କୁ କିଛି ବି ଚରିତ୍ର ଦେଲେ ସେ ସେହି ଚରିତ୍ରରେ ନିଜକୁ ହଜାଇ ଦିଅନ୍ତି । ବବି ଙ୍କର ପତ୍ନୀ ହେଉଛନ୍ତି କୋଏଲ ବାନାର୍ଜୀ । ସେ ଜଣେ ବଙ୍ଗୀୟ ସୁନ୍ଦରୀ ଅଟନ୍ତି ।

ସେ ଉଭୟ ଚଳଚିତ୍ର ଓ ସିରିୟଲ ରେ ଅଭିନୟ କରିଛନ୍ତି । ତେବେ ଆପଣଙ୍କୁ ଆମେ ପ୍ରଥମେ ବବି ଙ୍କ ବିଷୟରେ କିଛି କହିବାକୂ ଯାଉଛୁ । ବବି ଅନେକ ଆଲବମ ରେ କାମ କରିଛନ୍ତି ।କହିବାକୁ ଗଲେ ଗୋଟେ ଏଭଳି ଦିନ ଥିଲା ଯେଉଁ ତିରେ ବବି ପ୍ରତେକ ଆଲବମ ରେ ଦେଖା ଯାଉଥିଲେ । ଆପଣଙ୍କୁ କହି ରଖିବାକୁ ଚାହୁଁ କି କେବଳ ଆଲବମ ନୁହେଁ ବରଂ ସେ ତାଙ୍କର ଅଭିନୟ ଦେଖାଇ ଥିଲେ ଚଳଚିତ୍ରରେ ।

କେତେବେଳେ ଭାଇ ତ କେତେବେଳେ ସାଙ୍ଗ । କେତେବେଳେ ଭିଲିଆନ ହୋଇ କାମ କରିଥିଲେ । ସେ କିଛି ସମୟ ଭିତରେ ସିରିୟଲ ଦୁନିଆକୁ ମଧ୍ୟ ଆସିଥିଲେ । ତେବେ କହି ରଖିବାକୁ ଚାହୁଁ କି ତାଙ୍କ ଧର୍ମ ପତ୍ନୀ କୋଏଲ ପ୍ରଥମେ ଚଳଚିତ୍ରରେ ଅଭିନୟ କରିଥିଲେ । ବିବାହ ପରେ ହୁଏତ କିଛି ସମୟ ପାଇଁ ସେ ଏହି ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ । କୋଏଲ ଜଣେ ବେଙ୍ଗଲ ର ଅଭିନେତ୍ରୀ ଅଟନ୍ତି ।

ସେ ନିଜର କ୍ଯାରିୟର ବେଙ୍ଗଲ ରେ ଆରମ୍ଭ କରିଥିଲେ । ସେ ଓ ବବି ଉଭୟଙ୍କୁ ପ୍ରେମ କରି ବିବାହ କରିଥିଲେ । ସେ ବବିଙ୍କ ସହ ଓଡିଶାରେ ରହୁଥିଲେ । ଦୁଇ ଜଣଙ୍କର ବିବାହ ହୋଇ ଥିଲା ୨୦୧୫ ମସିହାରେ ଉଭୟ ପରସ୍ପରକୁ ପାଇ ଅନେକ ଖୁସି ଥିଲେ । ଯୂଟ୍ଯୂବ ରେ ମଧ୍ୟ ନିଜର ଅଭିନୟ ର ଝଲକ ଦେଖାଉଥିଲେ ଦୁହେଁ। ମାତ୍ର ୨୦୧୮ ରେ ସେମାନଙ୍କର ଛାଡପତ୍ର ହୋଇ ଯାଇଛି ବୋଲି ସୁତ୍ରରୁ ଜଣା ପଡିଥିଲା ମାତ୍ର ଏହାର କାରଣ ସ୍ପଷ୍ଟ ହୋଇ ନି ଆଜି ଯାଏ ।

ତେବେ କୋଏଲ ବେଙ୍ଗଲ ର ଏକ ସିରିୟଲ ରେ କାମ କରୁଥିବା ବେଳେ ଏଠାରେ ତାଙ୍କୁ ବହୁ ମୋର NRI ପାଇଁ ବଛା ଯାଇଥିଲା ତାଙ୍କୁ ।  ସେ କୋଲକାତାରୁ ଏଠାକୁ ଆସିଥିଲେ ମାତ୍ର ସେ ବବି ଙ୍କ ସହ ରହିନଥିଲେ । ତେବେ ତାଙ୍କ ସୋସିଆଲ ମିଡିଆ ରେ କିଛି ମତ ଦେଇଥିଲେ ଯେଉଥିରୁ ଜଣା ପଡୁଛି କି ଦୁହେଁ ଏବେ ଏକାଠି ନାହାନ୍ତି । କୋଏଲ ସିଧା ସଳଖ ଭାବେ କିଛି କହି ନଥିଲେ ବି ଏହା ସ୍ପଷ୍ଟ ଯେ ଦୁହେଁ ଅଲଗା ମାତ୍ର କାରଣ ଅସ୍ପଷ୍ଟ ଅଟେ ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ