ଗୋଆରେ କେମିତି ତାଣ୍ଡବ ରଚିଲା ବାତ୍ୟା “ତାଉ-ତେ”, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ନମସ୍କାର ଗୋଆରେ ଚଳିତ ବର୍ଷ ୨୦୨୧ରେ ବହୁତ ବଡ ମହାବାତ୍ୟା ତାଣ୍ଡବ ରଚିଛି । ଏହା ବହୁତ ଭୟଙ୍କର ବାତ୍ୟା ହୋଇଛି । ଏହି ବାତ୍ୟାରେ ୨୦୦ କିମିରୁ ଅଧିକ ମାତ୍ରାରେ ଅପବନ ଅତିବାହିତ ହୋଇଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମହାବାତ୍ୟା ସମ୍ଭଧରେ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ । ଗୋଆରେ ହୋଇଥିବା ଏହି ମହାବାତ୍ୟା ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଯାହା ଫଳରେ ଜନ ଜୀବନ ଅସ୍ଥିର ହୋଇ ପଡିଛି । ଏହି ମହାବାତ୍ୟାରେ ପବନ ଏତେ ମାତ୍ରାରେ ଅତିବାହିତ ହୋଇଛି ଯେ ଗୋଆର ଅବସ୍ଥା ବର୍ତ୍ତମାନ ବହୁତ ଶୋଚନୀୟ ହୋଇ ପଡିଛି । ସମୁଦ୍ରର ଢେଉ ମାଡି ଆସି ବନ୍ୟା ସୃଷ୍ଟି ହୋଇଛି । ଯାହାର ପରିଣାମ ସ୍ୱରୂପ ସାଧାରଣ ଜନତା ମାନେ ଅସୁବିଧାର ସମୁଖୀନ ହୋଇଛନ୍ତି ।

ଏହି ମହାବାତ୍ୟା ଏଭଳି ତାଣ୍ଡବ କରିଛି ଯେ ସବୁ ଘରଦ୍ଵାର, ବିଲ ବାଡି ନଷ୍ଟ ହୋଇ ଯାଇଛି । ଅନେକ ଘର ମାନଙ୍କରେ ପାଣି ପଶିଯାଇ ନଷ୍ଟ ହୋଇ ଯାଇଛି । ରାସ୍ତା ମାନଙ୍କରେ ଗଛ ଗୁଡିକ ଭାଙ୍ଗି ଯାଇ ରାସ୍ତା ଅବରୋଧ ହୋଇ ଯାଇଛି । ଏଥିପାଇଁ ଜନସାଧାରଣ ମାନେ ବହୁତ ସମସ୍ୟାର ସମୁଖୀନ ହେଉଛନ୍ତି ।

ରାସ୍ତା ଗୁଡିକରେ ଏତେ ମାତ୍ରାରେ ପାଣି ଭାରି ଯାଇଛି ଯେ କୌଣସି ଗାଡି ବା ସାଇକେଲ ଯାତାୟାତ କରିପାରୁ ନାହି । ବର୍ତ୍ତମାନ ଯାଏଁ ଆକାଶ ମେଘାଛନ ରହିଛି । ହୋଇପାରେ ଆଗକୁ ଆହୁରି ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସବୁ ଆଡେ ପାଣି ପଶି ଯାଇଛି ।

ବର୍ତ୍ତମାନ ଗୋଆର ବାସିନ୍ଦା ମାନେ ଖାଦ୍ଯ ପାଇଁ ମଧ୍ୟ ଅସୁବିଧାର ସମୁଖୀନ ହେଉଛନ୍ତି । ଲୋକ ମାନେ ନିଜ ପରିବାରକୁ ସାଙ୍ଗରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ମଧ୍ୟ ହୋଇପାରୁ ନାହାନ୍ତି । ଗୋଆରେ ଏତେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଯେ ସେ ସବୁକୁ ସଠିକ କରିବା ପାଇଁ ହୁଏ ତ ଗୋଆ ସରକାରଙ୍କୁ ଅନେକ ସମୟ ଲାଗିଯିବ ।

ଘର ମାନଙ୍କ ଉପରେ ଗଛ ଗୁଡିକ ଭାଙ୍ଗି ଯାଇ ଅନେକ ଲୋକଙ୍କର ଘର ନଷ୍ଟ ହୋଇ ଯାଇଛି । ସେଠିକାର ପ୍ରଶାସନ ଗୋଆର ପରିସ୍ଥିତି ଅନୁଧ୍ୟାନ କରି କିଛି ବଡ ପଦକ୍ଷେପ ନେବା ଉଚିତ । ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ