Raj Kundra ମାମଲାରେ ଯାଞ୍ଚ ପୁରା କଲା Mumbai ପୋଲିସ, ରାଜଙ୍କ ପ-ର୍ଣ୍ଣ ଫିଲ୍ମକୁ ନେଇଅଦାଲତକୁ ଦେଲା ଏହି ଆଶ୍ଚର୍ଯ୍ୟକର ତଥ୍ୟ !

ରାଜ କୁନ୍ଦ୍ରାଙ୍କ ବିରୋଧରେ ମୁମ୍ବାଇ ପୋଲିସର କ୍ରା-ଇ-ମ-ବ୍ରା-ଞ୍ଚ ମାଜିଷ୍ଟ୍ରେଟ କୋର୍ଟରେ ଚା-ର୍ଜ-ସି-ଟ ଦାଖଲ କରିଛି । ୧୪୬୭ ପୃଷ୍ଠାର ଏହି ଚା-ର୍ଜ-ସି-ଟ-ରେ ପ୍ରାୟ ୪୩ ଜଣ ସାକ୍ଷୀ ମଧ୍ୟ ନିଜ ବ-ୟା-ନ ଦେଇଛନ୍ତି । ରାଜ କୁନ୍ଦ୍ରା ପ-ର୍ଣ୍ଣୋ-ଗ୍ରା-ଫି ବିଷୟବସ୍ତୁ ଲୋକଙ୍କ ପାଖେ ପହଞ୍ଚାଉ ଥିଲେ ବୋଲି ଏହି ସାକ୍ଷୀ ମାନେ ବ-ୟା-ନ ଦେଇଛନ୍ତି । ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସହ ରିୟାନ ଥୋପେ, ୟଶ ଠାକୁର ଓ ପ୍ରଦୀପ ବକ୍ସି ଆଦି ବଡ ବଡ ନାମ ରହିଛି । ପ୍ରଦୀପ ବକ୍ସି ରାଜ କୁନ୍ଦ୍ରାଙ୍କ ଭିଣୋଇ ବୋଲି ଶିଳ୍ପା ସେଟ୍ଟୀ କହିଥିଲେ ।

ହ-ଟ-ସ-ଟ୍ ଆ-ପ୍ ର ସମସ୍ତ ମ୍ୟାନେଜମେଣ୍ଟ କାର୍ଯ୍ୟ ପ୍ରଦୀପ ବକ୍ସି ହିଁ ଦେଖୁଥିବା ଜଣାପଡିଛି । ସେ ନିଜ ବ-ୟା-ନ-ରେ ପ-ର୍ଣ୍ଣୋ-ଗ୍ରା-ଫି ଏବଂ ଅ-ନ୍ତ-ର-ଙ୍ଗ ଫଟୋ ଏବଂ ଭିଡିଓରେ ଫରକ କରିବା ମୁମ୍ବାଇ ପୋଲିସ ଶିଖିବା ଦରକାର ବୋଲି କହିଥିଲେ । କିନ୍ତୁ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରା ଏବଂ ସାଥିମାନଙ୍କ ଉପରେ ସିଧାସଳଖ ପ-ର୍ଣ୍ଣୋ-ଗ୍ରା-ଫି କ-ଣ୍ଟେ-ଣ୍ଟ ସେୟାର କରୁଥିବା ଆ-ରୋ-ପ ଲଗାଇଛି । ପ୍ରାୟ ୯ ଜଣ ଲୋକଙ୍କ ଉପରେ ଏହି ଚା-ର୍ଜ-ସି-ଟ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରୁ ଏହି ୪ ଜଣଙ୍କୁ ମୁଖ୍ୟ ଆ-ରୋ-ପି ବୋଲି ଦର୍ଶାଯାଇଛି ।

ତେବେ ୟଶ ଠାକୁର ଓ ଅରବିନ୍ଦ ଶ୍ରୀବାସ୍ତବ ନାମକ ଆହୁରି ଦୁଇ ମୁଖ୍ୟ ଅ-ଭି-ଯୁ-କ୍ତ ଏବେ ବି ଫେ-ରା-ର ଅଛନ୍ତି । ତେବେ ନିକଟରେ ପତ୍ନୀ ଶିଳ୍ପା ସେଟ୍ଟୀ ବୈଷ୍ଣୋଦେବୀ ଯାଇଥିବା ଦେଖିବାକୁ ମିଳିଛି । ନିଜ ସ୍ବାମୀଙ୍କ ପାଇଁ ପ୍ରାର୍ଥନା ମାଗିବାକୁ ଯାଇଥିବା କଥା ଲୋକେ ଚର୍ଚ୍ଚା କରୁଛନ୍ତି । କିନ୍ତୁ ଏପଟେ ମୁମ୍ବାଇ ପୋଲିସ ପ୍ରାୟ ୧୫୦୦ ପୃଷ୍ଠାର ଏହି ଚା-ର୍ଜ-ସି-ଟ-ରେ ରାଜ କୁନ୍ଦ୍ରାଙ୍କ ବି-ରୋ-ଧ-ରେ ସ-ଙ୍ଗୀ-ନ ଆ-ରୋ-ପ ସବୁ ଲଗାଇଛି । ରାଜ କୁନ୍ଦ୍ରାଙ୍କ ପାଖେ ତାଙ୍କ ପ-ର୍ଣ୍ଣ ବି-ଜ-ନେ-ସ ଚାଲୁ ରଖିବା ପାଇଁ ପ୍ଳାନ B ଓ C ମଧ୍ୟ ଥିଲା ।

ପ୍ଳେ-ଷ୍ଟୋ-ର-ରେ ତାଙ୍କର କୌଣସି ପ-ର୍ଣ୍ଣୋ-ଗ୍ରା-ଫି କ-ଣ୍ଟେ-ଣ୍ଟ ଯଦି ବନ୍ଦ କରି ଦିଆଯାଉଛି ତେବେ ପ୍ଳାନ-B ମୁତାବକ ତାଙ୍କ ପାଖେ ଅନ୍ୟ ଆ-ପ୍ ମଧ୍ୟ ଥିଲା । ରାଜ କୁନ୍ଦ୍ରା ଆ-ପ୍ ମାଧ୍ୟମରେ ସମସ୍ତ ପ-ର୍ଣ୍ଣୋ-ଗ୍ରା-ଫି କ-ଣ୍ଟେ-ଣ୍ଟ ଲଣ୍ଡନ ପଠାଉଥିଲେ ଓ ସେଠାରୁ ଏହି ସବୁ ପରିଚାଳିତ କରାଯାଉ ଥିଲା । କିନ୍ତୁ ଏହି ସବୁ କଣ୍ଟେଣ୍ଟ ମୁମ୍ବାଇରେ ହିଁ ପ୍ରସ୍ତୁତ କରାଯାଉ ଥିଲା । କିନ୍ତୁ ଶିଳ୍ପା ସେଟ୍ଟୀ ହ-ଟ-ସ-ଟ୍ ଆପ୍ ବିଷୟରେ କିଛି ଜାଣି ନଥିବା ତାଙ୍କ ବ-ୟା-ନ-ରେ କହିଥିଲେ ।

ଏହା ପୂର୍ବରୁ ରାଜଙ୍କ ପ-ର୍ଣ୍ଣ ବିଜନେସକୁ ନେଇ ଶିଳ୍ପାଙ୍କ ପାଖେ କୌଣସି ସୂଚନା ନଥିବା କଥା ସେ କହିଛନ୍ତି । ତେବେ ଆଗାମୀ ସମୟରେ ମୁମ୍ବାଇ ପୋଲିସର ଏହି ଚା-ର୍ଜ-ସି-ଟ ରାଜ କୁନ୍ଦ୍ରାଙ୍କ ଉପରେ କେତେ ଭାରି ପଡୁଛି ଦେଖିବା ବାକି ରହିଲା । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।