ଏମିତି 5 bollywood ହିରୋଇନ ଯିଏକି ଅଫେୟାର ଚଲେଇଥିଲେ ହିରୋଙ୍କ ସହିତ, ହେଲେ ବାହାହେଲେ ଆରବପତିଙ୍କ ସହ

ବଲିଉଡ ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଷ୍ଟାର ଅଛନ୍ତି ଯିଏ ଇଣ୍ଡଷ୍ଟ୍ରି ଭିତରେ ହିଁ ନିଜ ଜୀବନସାଥି ଙ୍କୁ ବଛିଥିଲେ ଆଊ ତାଙ୍କୁ ବିବାହ ମଧ୍ୟ କରିଥିଲେ । କିନ୍ତୁ ଏହି କଥା ବହୁତ କମ ଲୋକଙ୍କୁ ଜଣା ଅଛି କି ବି ଟାଉନ ରେ ଏମିତି ଷ୍ଟାର ମାନେ ମଧ୍ୟ ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରି ର ବାହାର ଲୋକଙ୍କୁ ବିବାହ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଷ୍ଟାର ମାନଙ୍କ ବିଷୟରେ ଯୌମାନଙ୍କୁ ନିଜର ଜୀବନସାଥି ବଲିଉଡ ଷ୍ଟାର ମାନଙ୍କ ଭିତରେ ନୁହେଁ ବରଂ ଅନ୍ୟ କାହାଠି ଦେଖା ଯାଇଥିଲା । ତେବେ ଚାଲନ୍ତୁ ଜାଣିବା ।

ରବୀନା ଟଣ୍ଡନ

ବଲିଉଡ ଅଭିନେତା ଅକ୍ଷୟ କୁମାର ଙ୍କ ସହିତ ରବୀନା ରିଲେଶନରେ ଥିଲେ । କିନ୍ତୁ ତାଙ୍କୁ ତାଙ୍କର ପ୍ରକୃତ ପ୍ରେମ ଫିଲ୍ମ ଦିଷ୍ଟ୍ରିବୁଟର ଅନିଲ ଥଡନି ଙ୍କ ଭିତରେ ମିଳିଥିଲା । ରାବିନା ୨୦୦୪ ରେ ଅନିଲ ଙ୍କ ସହିତ ବିବାହ କରିଥିଲେ । ଦୁହେଁ ଉଦୟପୁର ର ଜଗମଣ୍ଡପ ପ୍ୟାଲେଶ ରେ ବିବାହ କରିଥିଲେ ।

ଇଶା ଦେଓଲ

ଈଶା ବହୁତ ଫିଲ୍ମ ରେ କାମ କରିଛନ୍ତି । କିନ୍ତୁ ତାଙ୍କୁ ତାଙ୍କର ଜୀବନସାଥି କୌଣସି ବଲିଉଡ ଅଭିନେତା ଙ୍କ ଭିତରେ ମିଳିନଥିଲା । ୨୯ ଜୁନ ୨୦୧୨ ରେ ମୁମ୍ବାଇର ଜଣେ ବିଜନେସ ମ୍ୟାନ ଭରତ ତକ୍ତାନି ଙ୍କ ସହିତ ଇସା ବିବାହ କରିଥିଲେ । ବର୍ତମାନ ତାଙ୍କର ୨ ଟି ଝିଅ ଅଛନ୍ତି ।

ଶିଳ୍ପା ସେଠି

ଶିଳ୍ପା ସେଠି ବିଜନେସ ମ୍ୟାନ ରାଜ କୁଂଦ୍ରା ଙ୍କୁ ୨୨ ନଭେମ୍ବର ୨୦୦୯ ରେ ବିବାହ କରିଥିଲେ । ରାଜ କୁନ୍ଦ୍ରା ବହୁତ ଧନୀ ଅଟନ୍ତି । ଶିଳ୍ପା ବହୁତ ସୁନ୍ଦର ଅଟନ୍ତି ଏବଂ ସେ ବଲିଉଡ ରେ ବହୁତ ଫିଲ୍ମ କରି ନିଜର ନା ବନେଇଛନ୍ତି । କିନ୍ତୁ ତାଙ୍କୁ ତାଙ୍କ ପ୍ରକୃତ ପ୍ରେମ ବଲିଉଡ ରେ ନୁହେଁ ବରଂ ରାଜ କୁନ୍ଦ୍ରା ଙ୍କ ଠାରେ ଦେଖିବାକୁ ମିଳିଥିଲା ।

ମାଧୁରୀ ଦୀକ୍ଷିତ

ମାଧୁରୀ ଙ୍କ ନା ସବୁଠୁ ପ୍ରଥମେ ବଲିଉଡ ର ବାବା ସଞ୍ଜୟ ଦତ୍ତ ଙ୍କ ସହିତ ଶୁଣିବାକୁ ମିଳିଥିଲା । କିନ୍ତୁ ମାଧୁରୀ ଡକ୍ଟର ଶ୍ରୀରାମ ମାଧବ ଙ୍କୁ ବିବାହ କରିଥିଲେ । ମାଧୁରୀ ୧୬ ଅକ୍ଟୋବର ୧୯୯୯ ରେ ଆମେରିକାରେ ବିବାହ କରିଥିଲେ । ବିବାହ ପରେ ମାଧୁରୀ ଆମେରିକା ହିଁ ସେଟେଲ ହୋଇଥିଲେ । ଏବଂ କିଛି ସମୟ ପରେ ସେ ଭାରତକୁ ଆସିଥିଲେ । ଏବେ ତାଙ୍କର ଗୋଟେ ପୁଅ ଅଛି ଆଊ ଗୋଟେ ଝିଅ ଅଛି ।

ଜୁହି ଚାୱଲା

ଜୁହି ଚାୱଲା ବଲିଉଡ ର ଜଣା ଶୁଣା ନା ଅଟେ । ଜୁହି ୧୯୯୯ ରେ ବିଜନେସ ମ୍ୟାନ ଜୟ ମେହତା ଙ୍କୁ ବିବାହ କରିଥିଲେ । ଏହି କପଲ ନିଜ ବିବାହ ର କଥା ସେତେବେଳେ କହିଥିଲେ ଯେତେବେଳେ ସେ ତାଙ୍କ ଝିଅ ହେବାର ଆଶା କରିଥିଲେ । ଏବେ ତାଙ୍କର ଗୋଟେ ଝିଅ ଆଊ ଗୋଟେ ପୁଅ ଅଛି ।

ତେବେ ଆପଣଙ୍କ ପ୍ରିୟ ହିରୋଇନ କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।