ସୋନପରି ସିରିୟଲର ଛୋଟ ଫୃଟୀ ଆଜି ହେଇ ଯାଇଛି ଯବାନ ଓ ଦେଖାଯାଉଛି ବହୁତ ସୁନ୍ଦର

ଆପଣ ସମସ୍ତେ ସୋନପରି ସିରିୟଲ ବିଷୟରେ ଜାଣିଥିବେ । ଏହି ସିରିୟଲ ଗୋଟିଏ ସମୟରେ ସବୁ ପିଲାମାନଙ୍କର ସବୁଠୁ ପସନ୍ଦିତା ସିରିୟଲ ମଧ୍ୟରେ ଗୋଟିଏ ଥିଲା । ସୋନପରି ଏକ ଏମିତି ଟିଭି ସିରିୟଲ ଅଟେ ଯାହାର ଦିବାନା ପ୍ରାୟତଃ ସମସ୍ତେ ଅଟନ୍ତି । ଏହାର ସବୁ କିରଦାର ବିଷୟରେ ବି ଆପଣ ଜାଣିଥିବେ । ଖାସକରି ଫ୍ରୂଟୀ ଓ ସ୍ଵରା ଆଣ୍ଟି ବିଷୟରେ । ସେହି ସମୟରେ ଫ୍ରୂଟୀ ବହୁତ ଲୋକମାନଙ୍କୁ କ୍ୟୁଟ ଲାଗୁଥିଲା । ୨୬୦ଟି ଏପିସୋଡ ପରେ ସୋନପରି ସିରିୟଲ ତ ବନ୍ଦ ହୋଇଗଲା ।

କିନ୍ତୁ ତାହାର କିରଦାର ଗୁଡିକ ଆଜି ବି ଆମ ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି । କହିବାକୁ ଗଲେ ଏହି ସିରିୟଲକୁ ବନ୍ଦ ହେବାକୁ ପାଖାପାଖି ୧୭ ବର୍ଷ ହୋଇ ଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଫ୍ରୂଟୀ ବର୍ତ୍ତମାନ ସମୟରେ କେମିତି ଦେଖା ଯାଆନ୍ତି ।

ଆଜି ଆମେ ଆପଣଙ୍କୁ ସେହି ଫ୍ରୂଟୀ ବିଷୟରେ କହିବୁ । ଯିଏକି ବର୍ତ୍ତମାନ ସମୟରେ ବହୁତ ବଡ ହୋଇଯାଇଛନ୍ତି । ସୋନପରିରେ ଫ୍ରୂଟୀର ରୋଲ କରିଥିଲେ ତନ୍ୱୀ ହେଗଡ଼େ । କହିଦେଉଛୁ କି ତନ୍ୱୀ ହେଗଡ଼େ ମାତ୍ର ୩ ବର୍ଷ ବୟସରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେହି ସମୟରେ ସେ ରସନା ବେବି ପ୍ରତିଯୋଗିତାର ବିଜେତା ହୋଇଥିଲେ । ଏହା ପରେ ସେ ଏହି କମ୍ପାନୀ ପାଇଁ ଗୋଟିଏ କ୍ୟାମ୍ପୟନ ବି କରିଥିଲେ ।

ଏହା ପରେ କିଛି ସମୟ ପରେ ସେ ସିରିୟଲ ସୋନପରିରେ ନଜର ଆସିଥିଲେ । ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହା ଛଡା ‘ଶାକା ଲାକା ବୂମ ବୂମ’ର କିଛି ଏପିଶୋଡରେ ବି ନଜର ଆସିଛନ୍ତି । ସେ ନିଜର ପୁରା କ୍ୟାରିୟରରେ ପାଖାପାଖି ୧୫୦ରୁ ବି ଅଧିକ ବିଜ୍ଞପାନରେ କାମ କରିଛନ୍ତି । ସୋନପରି ସିରିୟଲ ସଫଳ ହେବା ପରେ ଏହି ଅଭିନେତ୍ରୀଙ୍କୁ ଫିଲ୍ମରେ ବି କାମ କରିବାକୁ ପଡିଲା । ପ୍ରଥମ ଥର ତାଙ୍କୁ ଚାନ୍ସ ମିଳିଲା ବର୍ଷ ୨୦୦୦ରେ ଆସିଥିବା ଫିଲ୍ମ ଗଜ ଗାମିନୀ ।

ଏହା ପରେ ସେ ଅନ୍ୟ କେତେକ ଫିଲ୍ମରେ ବି ଅଭିନୟ କରିବା ପାଇଁ ଚାନ୍ସ ମିଳିଲା । ଶେଷ ଥର ତାଙ୍କୁ ୨୦୧୬ରେ ଆସିଥିବା ଏକ ମରାଠୀ ଫିଲ୍ମରେ ଦେଖାଯାଇଥିଲା । ବର୍ତ୍ତମାନ ସମୟରେ ତନ୍ୱୀ ହେଗଡ଼େ ୨୬ ବର୍ଷର ହୋଇଯାଇଛନ୍ତି ଓ ସେ ବହୁତ ବୋଲ୍ଡ ସେକ୍ସି ଓ ସୁନ୍ଦର ଲାଗନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।