ଏହି ଟିଭି ଆକ୍ଟ୍ରେସଙ୍କୁ ମିଳିଲା ଏସିଆର ସବୁଠୁ ସେକ୍ସି ଲେଡି ର ଟାଇଟଲ, ବଲିଉଡ ଅଭିନେତ୍ରୀଙ୍କୁ ବି ଛାଡିଦେଲେ ପଛରେ, ଦେଖନ୍ତୁ କିଏ ସେ

ନିୟା ଶର୍ମାଙ୍କର ନାମ ଆଜି କିଛି ଫେମସ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସିଥାଏ, ଯେଉଁମାନେ ଭାରତରେ ଫେମସ ହେବା ସହିତ ଭାରତ ବାହାରେ ବି ଫେମସ ଅଟନ୍ତି । ନିୟା ଶର୍ମା ଆଜି ଛୋଟ ପରଦାର ସବୁଠୁ ଫେମସ ଓ ହାଇଏଷ୍ଟ ପେଡ ଅଭିନେତ୍ରୀ ଅଟନ୍ତି । ନିୟା ସୁନ୍ଦର ହେବା ସହିତ ବହୁତ ହଟ ମଧ୍ୟ ଅଟନ୍ତି । ସେ ସବୁବେଳେ ନିଜର ନୂଆ ନୂଆ ଓ ବୋଲ୍ଡ ଅନ୍ଦାଜ ପାଇଁ ଜଣା ଯାଆନ୍ତି ।

ନିୟା ‘ଏକ ହଜାରୋଂ ମେ ମେରି ବେହେନା ହେ’, ‘ଜମାଇ ରାଜା’ ଭଳି ଫେମସ ସିରିଏଲ ରେ କାମ କରି ସାରିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନିୟାଙ୍କୁ ଏସିଆର ସବୁଠୁ ସେକ୍ସି ଷ୍ଟାର ର ଟାଇଟଲ ମିଳି ସାରିଛି ।

ନିୟାଙ୍କର ଜନ୍ମ ୧୭ ସେପ୍ଟେମ୍ବର ୧୯୯୦ ରେ ହୋଇଥିଲା । ୨୮ ବର୍ଷର ନିୟା ସବୁବେଳେ କୌଣସି ନା କୌଣସି କାରଣରୁ ବିବାଦରେ ରହିଥାନ୍ତି । କେବେ ସେ ନିଜର ୱେବ ସିରିଜକୁ ନେଇ ବିବାଦରେ ଆସିଥାନ୍ତି ତ କେବେ କୌଣସି ଇଭେଣ୍ଟରେ ପିନ୍ଧିଥିବା ଅଲ୍ଟ୍ରା ମର୍ଡନ କପଡାକୁ ନେଇ । ଏହା କହିବା ଭୁଲ ହେବ ନାହିଁ କି ନିୟା ଟିଭି ଇଣ୍ଡଷ୍ଟ୍ରିର ଫେମସ ଦିବା ଅଟନ୍ତି । ନିୟା ଦିଲ୍ଲୀର ଜଗନ ଇଂଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜରୁ ନିଜର ସ୍ନାତକର ପଢା ପୁରା କରିଛନ୍ତି ।

ନିୟା ସବୁବେଳେ ଇଂଷ୍ଟାଗ୍ରାମରେ ନିଜର ଗ୍ଲାମରସ ଫଟୋ ପୋଷ୍ଟ କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଯୁବପିଢି ମଧ୍ୟରେ ତାଙ୍କର ବହୁତ ଦିବାନା ଥିବା କାରଣରୁ ସୋସିଆଲ ମିଡିଆରେ ବହୁତ ସଂଖ୍ଯାରେ ଲୋକ ତାଙ୍କୁ ଫଲୋ କରିଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ତାଙ୍କର କିଛି ଖାସ ଫଟୋ ଆଣି ଆସିଛୁ ଯାହାକୁ ଦେଖିଲେ ଆପଣ ମଧ୍ୟ ତାଙ୍କର ଦିବାନା ହୋଇଯିବେ ।

ଦେଖନ୍ତୁ ନିୟା ଶର୍ମାଙ୍କର କିଛି ସୁନ୍ଦର ଫଟୋ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।