IAS ଇଣ୍ଟରଭ୍ୟୁ Question, ଦେହର କେଉଁ ଜାଗା ସବୁଠୁ ଅଧିକ ଗରମ ହୋଇଥାଏ ?

ଆଜି ଆମେ IAS ଇଣ୍ଟରଭ୍ୟୁରେ ପଚରା ଯାଉଥିବା ୨ ଟି ପ୍ରଶ୍ନ ଆଣି ଆସିଛୁ । ଆପଣ ଜାଣିଥିବେ କି ଇଣ୍ଟରଭ୍ୟୁରେ କିଛି ଏମିତି ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଥାନ୍ତି । କିନ୍ତୁ ଏମିତି ହିଁ ପ୍ରଶ୍ନ IAS ଇଣ୍ଟରଭ୍ୟୁରେ ମଧ୍ୟ ପଚରାଯାଏ । ଯେମିତି କି

ପ୍ରଶ୍ନ ୧. ଦେହର କେଉଁ ଜାଗା ସବୁଠୁ ଅଧିକ ଗରମ ଅଟେ ।

ଉତ୍ତର- ଏହାର ସଠିକ ଉତ୍ତର ହେଉଛି ଦେହର ସେହି ଜାଗାଟି ଅଧିକ ଗରମ ହୋଇଥାଏ ଯେଉଁ ଜାଗାକୁ ବ୍ଲଡ ସରକ୍ୟୁଲେସନ ବା ରକ୍ତ ପ୍ରବାହିତ ଅଧିକ ହୋଇଥାଏ ।

ପ୍ରଶ୍ନ ୨. ବର୍ଷର କେଉଁ ମାସରେ ଲୋକମାନେ କମ ଶୋଇଥାନ୍ତି ।

ଏହି ପ୍ରଶ୍ନକୁ ଶୁଣିବା ପରେ ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯିବେ କିନ୍ତୁ ଯଦି ଆପଣ ଟିକେ ଭାବିବେ ତେବେ ଏହାର ଉତ୍ତର ଆପଣ ପାଇ ପାରିବେ ।

ଉତ୍ତର – ଏହାର ସଠିକ ଉତ୍ତର ହେଉଛି ଗୋଟିଏ ବର୍ଷର ଫେବୃୟାରୀ ମାସରେ ଲୋକମାନେ କମ ଶୋଇଥାନ୍ତି, କାରଣ ଫେବୃୟାରୀ ମାସ ୨୮ ଦିନିଆ ହୋଇଥାଏ । ଅନ୍ୟ ସବୁ ମାସ ମାସ ୩୦ ବା ୩୧ ଦିନିଆ ହୋଇଥାଏ । ସେଥିପାଇଁ ଲୋକମାନେ ଫେବୃୟାରୀ ମାସରେ ୨୮ ଦିନ ଶୋଇଥାନ୍ତି ବା କମ ଦିନ ସୋଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।